Browsing Category

ଅଘଟଣ

ଜଳିଗଲା ବଲାଙ୍ଗିର ସହରର ଫଳ ମାର୍କେଟ୍‌

ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗିର ସରକାରୀ ବସ୍‌ ଷ୍ଟେଣ୍ଡ୍‌ ପାଖରେ ନୂଆ ହୋଇ ବସିଥିବା ଫଳ ମାର୍କେଟ୍‌ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ଉପ ଜିଲ୍ଲାପାଳଙ୍କ ବାସଗୃହ ଅନ୍‌ସେଭ୍‌ ଘୋଷଣା ପରେ…

ହୃଦଘାତରେ ପ୍ରସିଦ୍ଧ ସାନ୍ତାଳୀ ଲେଖକ ଗୋବିନ୍ଦ ମାଝିଙ୍କ ଦେହାନ୍ତ

ବାରିପଦା(ଦିଲ୍ଲୀପ ମହାନ୍ତି )-  କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ସାନ୍ତାଳୀ ଲେଖକ, ସାହିତ୍ୟିକ, ରାଷ୍ଟ୍ରବାଦୀ ଚିନ୍ତକ , ସମାଜ ସେବୀ ଓ ବାରିପଦା ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ସିନିୟର ମ୍ୟାନେଜର ଗୋବିନ୍ଦ ମାଝୀ ୬୪ ବର୍ଷ ବୟସରେ ଆଜି ସକାଳ ୫ଟା ସମୟରେ…

ଜୁଆ ଆଡ୍ଡା ଉପରେ ଚଢ଼ଉ: ୨୧ହଜାର ଟଙ୍କା ଜବତ, ୫ ଗିରଫ

ବାରିପଦା,(ଦିଲ୍ଲୀପ ମହାନ୍ତି) : ବାରିପଦା ଟାଉନ୍ ଥାନା ପୁଲିସ୍ ପକ୍ଷରୁ ସ୍ଥାନୀୟ ଦେବେନ୍ଦ୍ରପୁରଠାରେ ଚଢ଼ଉ କରାଯାଇ ୨୧ହଜାର ଟଙ୍କା ସହିତ ୫ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଏଥିସହିତ ଜୁଆରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ…

ଭେଜିପୁଟ ରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ପୋଡି ପାଉଁଶ 

ଭଞ୍ଜନଗର ( ନିଲୁ ବିଷୋୟୀ ) ଭଞ୍ଜନଗର   ସ୍ଥିତ ସ୍ଥାନୀୟ ଭେଜିପୁଟ କାବେରା ସାହିରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ପୋଡ଼ି ହୋଇଯିବା ସହ ସମସ୍ତ ଜିନିଷ ପତ୍ର ପୋଡି ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ଦିନ ମଧ୍ୟାହ୍ନ ସମୟରେ ରବି ନାୟକ ଓ ତାଙ୍କ ମାଆ ମାତିଆଣି ନାୟକ ସ୍ଥାନୀୟ ବାଇପାସ୍…

ଲାଲବାହିନୀ ରାଗରେ ପାଚି ଲାଲ : ନୀରବତା ଭାଙ୍ଗି ତାଣ୍ଡବ ରଚିଲେ ମାଓବାଦୀ ।

 ଠିକାଦାରଙ୍କୁ ମାରିଲେ,  ମେସିନ ଜାଳିଲେ । ମାଲକାନଗିରି :  (ବି ଶ୍ରୀନିବାସ ପାତ୍ର) : ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ଲାଗିଥିବା ମେସିନ ଓ ଗାଡି ଜାଳି ଦେଇଛନ୍ତି।…

ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜରଙ୍କ ଗାଡ଼ିରୁ ଟଙ୍କା ଲୁଟ ଘଟଣା। କଏଦ ହେଲା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ…

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବମ୍ବେ ଛକରେ ଜନୈକ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜରଙ୍କ କାଳରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟି ହେବା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଜଣାପଡ଼ିଛି। ଘଟଣା ଭିଆଇ ଥିବା ଦୁଇଜଣ ଦୁର୍ବୁର୍ତ୍ତଙ୍କ ଭିଡିଓ ଏକ ସିସିଟିଭି କ୍ୟାମେରାରେ…

ବେଆଇନ ରାସ୍ତା କାର୍ଯ୍ୟ ବେଳେ ଗଛ କଟା :ପ୍ରତିବାଦ କରିବାରୁ ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ଗାଁ. (ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବନାଂଚଳ ଅନ୍ତର୍ଗତ ବାହାଡ଼ାଝୋଲା ମକରାପଲ୍ଲୀ ପ୍ରସ୍ତାବିତ ସଂରକ୍ଷିତ  ଜଙ୍ଗଲ ମଧ୍ୟରେ ବେଆଇନ ରାସ୍ତାକୁ ପ୍ରସସ୍ତୀ କରିବା ନାମରେ ୫ ଗୋଟି ମୂଲ୍ୟବାନ ଶାଳଗଛ ସହିତ ବହୁ ସଂଖ୍ୟାରେ କଂଚା ମୂଲ୍ୟବାନ ଗଛ ଜେସିବି ଦ୍ୱାରା ଉପୁଡା ଯାଉଥିବା ବେଳେ ଏହାକୁ…

ବାଦାମପାହାଡ ବହୁ ଚର୍ଚ୍ଚିତ ଶିଶୁ ମୃତ୍ୟୁ ମାମଲା: ୯୬ ଘଣ୍ଟା ଭିତରେ ବନ୍ଧାହେଲା ଅଭିଯୁକ୍ତ

ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ବାସାଘୁଟୁ ଗ୍ରାମର ଦେଵେନ୍ଦ୍ର ହେମ୍ରମ ଙ୍କ ୮ବର୍ଷର ନାବାଳକ ପୁଅ ଦଶରଥ ଶନିବାର  ଛେଳି ଚରାଇବାକୁ ଯାଇ ଘରକୁ ଫେରି ନ ଥିଲା ।ଆଜି ଘର ପାଖରୁ ୧ କିମି ଦୂର ଵାସାଘୁଟୁ-ତୁଣ୍ଟିପାଣି ଗାଁ ରାସ୍ତାକଡରୁ  ରକ୍ତ…

କାର୍ଗିଲ ଛକରେ ସ୍କୁଟି -ପିକ୍ଅପ ଭେନ ମୁହାଁମୁହିଁ ;ସ୍କୁଟି ଆରୋହି ଅବସରପ୍ରାପ୍ତ ଗ୍ରାମସେବକ ମୃତ

ବାରିପଦା (ଦିଲ୍ଲୀପ ମହାନ୍ତି )--ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର  ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ହାଟବାଦଡା ଫାଣ୍ଡି ଅନ୍ତର୍ଗତ କାର୍ଗିଲ ଛକରେ ଆଜି ସନ୍ଧ୍ୟା ସମୟରେ ଏକ  ସ୍କୁଟି  ସହ ପିକ୍ଅପ ଭେନର ଧକ୍କା ହୋଇଥିଲା । ଫଳରେ ସ୍କୁଟି ଚାଳକ  ରାସ୍ତାରେ ଛିଟିକି ପଡି ଗୁରୁତ୍ତର ଭାବେ ଆହତ…

ବାଇକ ଲୁଟେରା ଗ୍ୟାଙ୍ଗ ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା। ପୋଲିସର ତଦନ୍ତ ଆରମ୍ଭ। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ସହରରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଗ୍ୟାଙ୍ଗ। ଆଜି ଏକ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜରଙ୍କ କାର ଭିତରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଏକ ଲୁଟେରା ଗ୍ୟାଙ୍ଗ।  ସୂଚନା ଅନୁସାରେ, ଝାରସୁଗୁଡ଼ା ଗାନ୍ଧିଛକର ଜଣେ  ଟ୍ରାନ୍ସପୋର୍ଟ…