Browsing Category

ଅଘଟଣ

ସାମାନ୍ୟ ବଚସାରୁ ପଡୋଶୀକୁ ନିର୍ମମ ହତ୍ୟା । 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ସାମାନ୍ୟ ବଚସାରୁ ପଡୋଶୀ ଦ୍ଵାରା ଜଣେ ୫୫ ବର୍ଷ ବ୍ୟକ୍ତି ଙ୍କୁ ନିର୍ମମ ହତ୍ୟା କରିଥିବା ଭଳି ଅଘଟଣ ଘଟିଯାଇଛି  । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଖଇରପଦର ଗାଁରେ । ମୄତ ବ୍ୟକ୍ତିଙ୍କ ନାମ ପିତାମ୍ ଶବର । ପିତାମଙ୍କ କିଛିଦିନ ହେବ…

ସୀମାନ୍ତରେ ଏନକାଉଣ୍ଟର : ଜଣେ ନକ୍ସଲ ମୃତ,  ବିସ୍ଫୋରକ ଜବତ ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର)ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ପୁଲିସ ଓ ମାଓବାଦୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଏଥିରେ ଜଣେ ହାର୍ଡକୋର ମାଓବାଦୀ  ନିହତ ହୋଇଥିବା ବେଳେ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ମିଳିଥିବା ସୂଚନା ଅନୁଯାୟୀ କଟେକଲ୍ୟାଣ ଥାନା…

ସୁନା କାନଫୁଲ, କଟୁରୀ, ଦୁଇ ମୋବାଇଲ ସହ ତିନି ଡକାୟତଙ୍କୁ ଗିରଫ 

 ଅପରାଧୀଙ୍କ ବିରୋଧରେ ରେଢ଼ାଖୋଲ ପୋଲିସ କାର୍ଯ୍ୟକ୍ରମକୁ ଲୋକଙ୍କ ବାହାବା  ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ସିନେମା ଷ୍ଟାଇଲରେ  ପୋଲିସ ଆପରାଧି ଗ୍ୟାଙ୍ଗକୁ ଧରିବାରେ ସଫଳତା ପରେ ପୁଣି ଆଜି ପୋଲିସ ଏସ ଡି ପି ଓ ହାଡ଼ିବନ୍ଧୁ ସ୍ୱାଇଁଙ୍କ ନେତୃତ୍ୱରେ…

ସହର ମଧ୍ୟରେ ଲୁଟେରା ଗ୍ୟାଙ୍ଗ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା। 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସହର ମଧ୍ୟରେ ଥିବା ଏକ୍ସିସ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ରୁ ଆସି ଟିଟିଲାଗଡରେ ବ୍ୟବସାୟ କରୁଥିବା ଘନଶ୍ୟାମ ଚାରଣ ନାମକ  ଜଣେ  ବ୍ୟବସାୟୀ ଏକ୍ସିସ୍ ବ୍ୟାଙ୍କ ରେ ୪୫ ହଜାର ଟଙ୍କା ଜମା କରି ବଳକା ୧ ଲକ୍ଷ…

ଜଳଖିଆ ତିଆରି କଲାବେଳେ ଫାଟିଲା ଗ୍ୟାସ ଟାଙ୍କି……….

ପଦ୍ମପୁର-ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଲା,ଅଳ୍ପକେ ବର୍ତିଲେ ପରିବାର । ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିଜାମାଲ ଗ୍ରାମର କୈଳାଶ ପାଣ୍ଡେଙ୍କ ପରିବାର ଏକ ବଡ଼ ଅଘଟଣରୁ ବର୍ତି ଯାଇଛନ୍ତି । ଆଜି ସକାଳୁ ଜଳଖିଆ ତିଆରି କରିବା ସମୟରେ ଗ୍ୟାସ ସିଲିଣ୍ଡରରେ ନିଆ ଲାଗିଯାଇଥିଲା ଏବଂ…

ଶିକ୍ଷୟତ୍ରୀଙ୍କୁ ଛୁରୀ ମାରି ନିଜ ବେକ କାଟିଲେ ଯୁବକ 

ଛଡାଛଡିରେ ଆହତ ହେଲେ ତିନିଜଣ  ନୟାଗଡ଼(ବିଶ୍ୱଜିତ ନାୟକ) -ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡା ଠାରେ ଦେଖିବାକୁ ମିଳିଛି ଯୁବକଙ୍କ ଉନ୍ମତ କାଣ୍ଡ । ଶିକ୍ଷୟତ୍ରୀ ଙ୍କୁ ଘର ଭିତରେ କୌଣସି କାରଣରୁ ଛୁରାମାଡ କରି ନିଜ ବେକ ନିଜେ କାଟିଛନ୍ତି ଯୁବକ ଜଣକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ…

ରାଇରଙ୍ଗପୁର ମୁର୍ମୁ ଛକରେ ଟ୍ରକ ଦୁର୍ଘଟଣା : ହୋଟେଲ କର୍ମଚାରୀର ଦେବାଶିଷ ବେହେରା ମୃତ

ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଜାତୀୟ ରାଜପଥ ୨୨୦ ନମ୍ବର ମୁର୍ମୁ ଛକରେ ଏକ ୧୬ ଚକିଆ ଟ୍ରକ ଦୁର୍ଘଟଣାରେ  ହୋଟେଲ କର୍ମଚାରୀ ତଥା ବାଙ୍ଗିରିପୋଷି ଥାନା କତରା ଚନ୍ଦନପୁର ଗ୍ରାମର ଦେବାଶିଷ ବେହେରାଙ୍କ ମୃତ୍ୟୁ …

ଲାଞ୍ଚନେବା ଭିଡ଼ିଓ ଭାଇରାଲ ପରେ ନିଲମ୍ବିତ ହେଲେ କିରାଣୀ।

http://www.youtube.com/watch?v=TBmf7IFu7r8  ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଲାଞ୍ଚ ନେଉଥିବାବେଳେ ଧରାପଡିଲେ ବରିଷ୍ଠ କିରାଣୀ । ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଉକ୍ତ କିରାଣୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଲାଞ୍ଚ…

ସୋନପୁରର ପ୍ରଥମ ବିଧାୟକ ସ୍ଵର୍ଗତ ଅଚ୍ୟୁତ  ମହାକୁରଙ୍କ ପତ୍ନୀଙ୍କର ପରଲୋକ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମର (ସୋନପୁରର ପ୍ରଥମ ବିଧାୟକ  ସ୍ଵର୍ଗତ ଅଚ୍ୟୁତ ମହାକୁର)  ସ୍ତ୍ରୀ  ମାଳତୀ ମହାକୁରଙ୍କ  ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅଚ୍ୟୁତ ମହାକୁର ଭାରତ…

ଚୋରା ଚାଲାଣ ହେଉଥିବା କାଠ ଗଣ୍ଡି ସହ ଟ୍ରାକ୍ଟର ଜବତ।

କଣ୍ଟାବାଞ୍ଜି:(ଚୁଡାମଣି ସୁନା)କଣ୍ଟାବାଞ୍ଜି ବନ ବିଭାଗ ଚଢ଼ାଉ କରି ଚୋରା ଚାଲାଣ ହେଉଥିବା କାଠ ଗଣ୍ଡି ସହ ଏକ ଟ୍ରାକ୍ଟର ଜବତ କରିଛି।ତେବେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି।ପ୍ରକାଶ ଯେ ବନ ବିଭାଗ କର୍ମଚାରୀ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ କେ ଭି କଲେଜ ନିକଟସ୍ଥ କାଦୋବସା…