Browsing Category

ଅଘଟଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା ସନ୍ଦେହ

ଖୋର୍ଦ୍ଧା/ଯୋଗେଶ୍ୱର ପଣ୍ଡା - ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ନୂଆପଲ୍ଲୀ ଗ୍ରାମର ଶିବ ନାୟକ ନାମକ ଜଣେ ବ୍ୟକ୍ତି କବାଡ଼ିଆ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ତେବେ ଶନିବାର ଦିନ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ଯାକାଣ୍ଡ ଘଟିଛି ବୋଲି…

ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଜଣେ ମୃତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର କୃଷି ବିଭାଗର କାର୍ଯ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ, ଦୁଇ ଜଣ ସାଙ୍ଗ ଗଛରେ ପିଟି ହୋଇ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତର ପିଙ୍କୁ…

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଙ୍କ ମୃତ୍ୟୁ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବଡ ଓଲମା ଗ୍ରାମ ନିକଟରେ ରବିବାର ରାତ୍ର ପ୍ରାୟ 9 ଘଣ୍ଟ ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଛାଲିପିଟ୍ଟା…

ବିଦ୍ୟୁତ ଖୁଣ୍ଟରୁ ପଡି ବିଦ୍ୟୁତ କର୍ମଚାରୀ ମୃତ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ରେ ଚଢି କାମ କରୁଥିବା କୁଦଣ୍ଡ ମଲ୍ଲିକ ନାମକ ଜଣେ 28 ବର୍ଷୀୟ ଯୁବକ , ଖୁଣ୍ଟ ରୁ ଖସି ପଡି ମୃତ୍ୟୁ ବରଣ କରଥିବାର ଜଣା ପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ ପାଇକମାଲ ବ୍ଲକ ଚେରେଙ୍ଗାଝାଞ୍ଜ ଗ୍ରାମର କୁଦଣ୍ଡ ପାଇକମାଲ…

ବେଦାନ୍ତ କମ୍ପାନୀରୁ ଲକ୍ଷାଧିକ ଟଙ୍କାର ତମ୍ଵା ଚୋରି କରିବା ମହଙ୍ଗା ପଡିଲା,

୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମୁନିଗୁଡା ପୋଲିସ। ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ଦୁଇଦିନ ହେଵ ସଫଳତା ପରେ ସଫଳତା ମିଳି ଚାଲିଛି। ଗୋଟେ ଦିନ ପୁର୍ବରୁ ୫ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଅତି ଚତୁରତା ସହିତ କାବୁ କରି କୋର୍ଟ ଚାଲାଣ…

ବିଶିଷ୍ଟ ସଂଗୀତଜ୍ଞ ତଥା ଗିତାର୍ ବାଦକ ଜୋହନ ସିଂହଙ୍କ ବିୟୋଗ

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ବିଶିଷ୍ଟ ସଂଗୀତଜ୍ଞ ସହିତ ବିଚକ୍ଷଣ ଗିତାର୍ ଓ ବେଂଜୋ ବାଦକ"ଜୋହନ୍ ସିଂହ" ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଖ୍ରୀଷ୍ଟିଆନ ସାହିରେ ଥିବା ପୈତୃକ ବାସଭବନରେ ହୃଦଘାତରେ ତାଙ୍କରି ବିୟୋଗ ଘଟିଛି। ସେହି ମହାନ୍ ବ୍ୟକ୍ତିଙ୍କ ୭୩ ବୟସରେ ବିୟୋଗ ରେ ଆଜି ସମଗ୍ର ଘୁମୁସର…

ବେଆଇନ ଗାଡି ପାର୍କିଂ ନେଉଛି ଜୀବନ

ଭଦ୍ରାସାହିରେ ସିରିଜ ଦୁର୍ଘଟଣା : ଜଣେ ମୃତ ଜଣେ ଗୁରୁତର ଆହତ ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ଟଣ୍ଟ ନିକଟରେ ଏକ ମର୍ମତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଆଜି ସକାଳ ୯ଟା ସମୟରେ କୋଇଡା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ହାଇୱା ଟ୍ରକର ଆଗ ଚକ…

ବଳାତ୍କାର ପରେ ମହିଳାଙ୍କୁ ହତ୍ୟା ।

ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ :  ମୟୁରଭଂଜ ଜିଲ୍ଲା ଝାରପୋଖାରିଆ ଥାନା ଅନ୍ତର୍ଗତ ଲହଣ୍ଡାକଚା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମହିଳାଙ୍କୁ ବଳାତ୍କାର କରିବା ପରେ ନୃଶଂସ ଭାବରେ ହତ୍ୟା କରାଯାଇଛି । ସୂଚନା ମୁତାବକ ଲହଣ୍ଡାକଚା ଗ୍ରାମର ଶ୍ରୀ…

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ପଂଚାୟତ ସିଆରିମାଳ ଗ୍ରାମର ଜଣେ ମହିଳା ବେକରେ ଚାଦର ଲଗାଇ ନିଜ ବାପା ଘର ଡେଙ୍ଗାପଦର ଗ୍ରାମରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି I ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଉଛନ୍ତି ସିଆରିମାଳ ଗ୍ରାମର ମନୋଜ ନାଇକଙ୍କ…

ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ l

ବାଣପୁର (ସେକ କୌସର ): ଆଜି ପୂର୍ବାହ୍ନରେ ବାଣପୁର କଲେଜ ଛକ ନିକଟରେ ଥିବା ୟୁକୋବ୍ୟାଙ୍କ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, କୁମାରାଙ୍ଗ ଗ୍ରାମର ଶିବ ମହାରଣା ଘରୁ ସାଇକେଲ ଯୋଗେ ବାଣପୁର ବଜାରକୁ ଆସୁଥିଲେ। ଏହି ସମୟରେ ଏକ କେଟିଏମ ମୋଟରସାଇକେଲ ଆରୋହୀ…