Browsing Category

ଅଘଟଣ

ଲାକ୍ରା ବାବୁ ଚାଲିଗଲେ ସିନା : ବିଶ୍ୱାସ କରିପାରୁନାହାନ୍ତି ଅଂଚଳ ବାସୀ

 ସେ ଥିଲେ ବିଡ଼ିଓ କମ, ସାମାଜିକ କର୍ମୀ ବେଶୀ :  ବିଧାୟକ ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଉପାନ୍ତ ଅଂଚଳ ଭାବରେ ବେଶ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ଏକ ସହ ତିରିଶ କିଲୋମିଟର ଦୂରରେ ଝାରବନ୍ଧ ବ୍ଲକ ଅଫିସ । ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଛି ଏହି…

ଚୋରି କମ୍ପ୍ୟୁଟର ଉଦ୍ଧାର, ୨ଚୋର ଗିରଫ

  ଝାରବନ୍ଧ-ମନୋହ ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକ୍ରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ନୁତନ କମ୍ପ୍ୟୁଟର ସେଟ ଗତ ୯/୩ତାରିଖ ରେ ଚୋରି ହୋଇଥିବା ଘଟଣା ସମ୍ପର୍କରେ ଜଗଦଲପୁର ଥାନା ରେ ଅଭିଯୋଗ ହୋଇଥିଲା।ଜଗଦଲପୁର ଥାନାଧିକାରୀ ଲିଲିମାଲଳିତା ବାର୍ଳା ବିଶ୍ୱସ୍ତ ସୂତ୍ରରୁ ଖବର…

ସମନ୍ଵିତ ଶିଶୁ ବିକାଶ ବିଭାଗ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ.. 

ଘଟଣା କୁ ଚପାଇ ଦେବାକୁ ପ୍ରଶାସନିକ ସ୍ତରରେ ଚାଲିଛି ଉଦ୍ୟମ! ଟିଟିଲାଗଡ,  (ଗୌରବ ଦର୍ଜୀ ) -ଟିଟିଲାଗଡ଼ ବ୍ଲକ ବିଡିଓ ଙ୍କ ପ୍ରକୋଷ୍ଠ ରେ ମହିଳା କର୍ମଚାରୀ ପୁର୍ଣିମା ବୈଠାରୁ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ।  ମହିଳା କର୍ମଚାରୀ ଙ୍କୁ ବ୍ଲକ କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ ଙ୍କ ଦୁର୍ବ୍ୟବହାର…

ସ୍କୁଲରୁ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ୫ ଗିରଫ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୋଲିସ ଦୁର୍ଲଗା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୂଲ୍ୟବାନ ସାମଗ୍ରୀ ଚୋରି ଅଭିଯୋଗରେ ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।  ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁନୀଳ କୁମାର ପଟେଲ (28),ନିଜାମ ୟାସିନ…

ଯୁଯୁମୁରା ନିକଟରେ ଟ୍ରକ୍‌-ମିନି ଟ୍ରକ୍‌ ଧକ୍କା, ଘଟଣାସ୍ଥଳରେ ମିନି ଟ୍ରକ୍‌ ଚାଳକର ମୃତ୍ୟୁ ।

ଯୁଯୁମୁରା,ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ଗୁରୁବାର ରାତ୍ରି ପ୍ରାୟ ଦୁଇଟା ୩୦ ମିନିଟ ସମୟରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପେଟ୍ରୋଲ୍‌ ପମ୍ପ୍‌ ପାଖରେ ଗୋଟାଏ ଟ୍ରକ୍‌ ଓ ଗୋଟାଏ ମିନି ଟ୍ରକ୍‌ ପରସ୍ପର ସହ ଧକ୍କା ଖାଇବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଜଣକ…

ବଚସାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) - ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ନନ୍ଦମୁଣ୍ଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଯୋଗୁଁ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଛି। ସୂଚନା ମୁତାବକ, ନନ୍ଦମୁଣ୍ଡା ଗ୍ରାମର ରବି ନାଏକ ଓ ତାର ସ୍ତ୍ରୀ ସୁରୁବାଲି ନାୟକ…

ଜୀବନ ହାରିଲେ ହତାଶ ଯୁବ ଚାଷୀ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-  ସମ୍ବଲପୁର ଜିଲ୍ଲା ରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜିଲ୍ଲା ର ରେଙ୍ଗାଲୀ ବ୍ଳକର କୁସମଡିହି ଗ୍ରାମରେ ମାନସିକ ଚାପରେ ରହି କୀଟନାଶକ ପିଇ ଜୀବନ ହାରିଲେ ହତାଶ ଯୁବ ଚାଷୀ ।  ସମ୍ବଲପୁର ଜିଲ୍ଲା ରେ କିଛି  ମାସ  ବ୍ୟବଧାନ ପରେ ପୁଣି…

କୋଇଲା ଚୋରା ଚାଲାଣ ଅଭିଯୋଗରେ ୯ ଜଣ ଗିରଫ।

ଝାରସୁଗୁଡ଼ା:(ସୁଭାଷ ସହାରେ)- କୋଇଲା ଚୋରା ଚାଲାଣ ଅଭିଯୋଗରେ ବଡ଼ମାଲ ପୋଲିସ ଆଜି ୯ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏକ ଗୁପ୍ତ ସୂଚନା ପାଇ ପୋଲିସ ଏକ ଚଢ଼ାଉ କରି ୯ ଜଣଙ୍କୁ ଉକ୍ତ ଅଭିଯୋଗରେ ଗିରଫ କରିଛି। ଏହାସହ ପୋଲିସ ସେମାନଙ୍କଠାରୁ ୨ କୁଇଣ୍ଟାଲ କୋଇଲା ଓ ୯ଟି ମୋଟର ସାଇକେଲ ମଧ୍ୟ…

ପୂର୍ବତନ ସରପଞ୍ଚ ଗଙ୍ଗାଧର ପଟେଲଙ୍କ ପରଲୋକ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ର ଲଉଡିଦରହା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଙ୍ଗାଧର ପଟେଲ ଙ୍କ ରବିବାର ରାତ୍ର ୮ଘଣ୍ଟା ସମୟ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ପଟେଲ ସରପଞ୍ଚ ଥିବା ସମୟରେ…

ସଦର ରେଞ୍ଜ ବାର୍ଲେ ରୁଗୁଡିପଡ଼ାରେ ଦନ୍ତାହାତୀ  ଆତଙ୍କ I

ସମ୍ବଲପୁର/ଯୁଯୋମୁରା(ରମାକାନ୍ତ ବିଶ୍ବାଳ) - ସଦର ରେଞ୍ଜ ଅନ୍ତର୍ଗତ  ଯୁଯୋମୁରା  ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ l  ଗତକାଲି ରାତ୍ର ୮ ଘଣ୍ଟା ସମୟରେ ବାର୍ଲେ  ରୁଗୁଡିପଡ଼ାରେ ଦନ୍ତାହାତୀ ଦଳ  ପଶିଆସି ଗ୍ରାମର ମୁକେଶ ଏବଂ କନ୍ଦର୍ପ ନାମକ ଦୁଇ ଜଣଙ୍କ ଘର ଭାଙ୍ଗି ଧାନ ଖାଇଥିଲେ…