Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ
ବରଗଡ :- ଆଜି ଦୀପହରେ ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ବିଜୁ ଏକ୍ସପ୍ରେସ ୱେ ର ମଲଦା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ ବ୍ୟକ୍ତି ର ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖରିଆର ରୋଡ଼ ର ଅବିଦ ହୁସେନ ନାମକ ଜଣେ ବ୍ୟକ୍ତି ଏକ ବଜାଜ ପଲସର…
ନଦୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର।
ଟିଟିଲାଗଡ, ( ଗୌରବ ଦର୍ଜୀ) - ଟିଟିଲାଗଡ଼ ସହର ନିକଟସ୍ଥ ବିନେକେଲା ପଞ୍ଚାୟତ ଗୋଇଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଏକ ଯୁବକଙ୍କ ଗଳିତ ଶବ ଭାସୁଥିବା ଅବସ୍ଥାରେ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି। ତେବେ ମୃତକ ଜଣକ ଜିତୁ ରଣା, ପି. ରାଜେନ୍ଦ୍ର ରଣା ଗ୍ରାମ ମାଡିଗୁଡା, ଜିଲ୍ଲା…
କଫ ସିରଫ ଓ ନିଶା ଔଷଧ ଜବତ ୧ ଗିରଫ।
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ସୀମାନ୍ତ ଗାଁ ମାନଙ୍କରେ ବେଆଇନ ଭାବେ ଲକଡାଉନର ସୁଯୋଗ ନେଇ ମଦ ମାଫିଆ ମାନେ ମଦ କାରବାର କରୁଛନ୍ତି ଖବର ପାଇ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ନେତୃତ୍ୱ ରେ ପୋଲିସ ନୂଆପଡା ଗ୍ରାମରେ ଛତିଶଗଡ଼ ଅଞ୍ଚଳର…
କରୋନା ଯୁଦ୍ଧରେ ହାରିଗଲେ ଅପରାଜିତା
ସମସ୍ତଙ୍କୁ ସେବା ବାଣ୍ଟୁଥିଲେ, ନିଜେ କରୋନାର ଶିକାର ହେଲେ
ବାରିପଦା,(ଦିଲ୍ଲୀପ ମହାନ୍ତି) - ସମସ୍ତଙ୍କୁ ସେବା ବାଣ୍ଟୁଥିଲେ। ମାତ୍ର ନିଜେ ମହାମାରୀ ର ଶିକାର ହୋଇଗଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ଅସ୍ଥାୟୀ ସ୍ୱାସ୍ଥ୍ୟ…
ପୁରୀ ପୋଲିସର ବର୍ବରତା: ଗରିବ ବ୍ୟବସାୟୀଙ୍କୁ କଲା ଲହୁ ଲୁହାଣ, ଧରିତ୍ରୀର ଜିଲ୍ଲା ପ୍ରତିନିଧିଙ୍କୁ ବି ଆକ୍ରମଣ
ପୁରୀ:ପ୍ରଥମେ ଗରିବ ଫଳ ବ୍ୟବସାୟୀଙ୍କୁ ମାଡ ମାରିଲେ, ପରେ କର୍ତ୍ତବ୍ୟରତ ସାମ୍ବାଦିକକୁ ବୁଟ ମାଡ । ଏଭଳି ଘଟଣା ଘଟିଛି ପୁରୀ ବଡଶଙ୍ଖ ବଜାରରେ । ସୀମା ଟପିଛି ପୋଲିସ ।
ସୂଚନା ଅନୁସାରେ, ପୂର୍ବାହ୍ନରେ ଦୋକାନ ପକାଇବାକୁ ନେଇ ହାତାହାତି ହୋଇଥିଲେ ବ୍ୟବସାୟୀ ଓ ପୋଲିସ । ପରିସ୍ଥିତି ଏପରି…
ଧୁଷୁରୀ ଥାନା କାହା ଇଙ୍ଗିତରେ ଚାଲିଛି …ଲୋକେ ନ୍ୟାୟ ପାଇଁ ବାରଦ୍ଵାର ସୁଣ୍ଢିପିଣ୍ଡା !
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଅନେକ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଅଭିଯୋଗ ମଧ୍ୟ ବଢି ଚାଲିଛି ହେଲେ ଥାନାରେ ଥାନାବାବୁ ନ୍ୟାୟ ଦେବାରେ ଅକ୍ଷମ। ଅନେକ ଘଟଣା ଏଠାରେ ଘଟୁଥିଲେ ହେଁ ପୁଲିସ ମାମଲା ସମାଧାନ କରିବାରେ ଫେଲ ମାରୁଛି ! ଫଳରେ ସ୍ଥାନୀୟ…
ଶିକ୍ଷକ ପ୍ରଦୀପ ଭୋଇ ଙ୍କ ବିଯୋଗରେ ଶିକ୍ଷକ ସଂଘର ଶୋକ
ଅଗ୍ରାଧିକାର ଭିତ୍ତିରେ ଟିକାକରଣ ସହ କରୋନା ଯୋଦ୍ଧା ଭାବରେ ଶୀଘ୍ର ଘୋଷଣା କରିବାକୁ ସଂଘର ଦାବି
ପଦ୍ମପୁର-କରୋନା ଯୁଦ୍ଧ ରେ ଜାଗ୍ରତ ପ୍ରହରୀ ରୂପେ ଲଢ଼େଇ କରି ପଦ୍ମପୁର ଅନ୍ତର୍ଗତ କଦଳୀମୁଣ୍ଡା ବିଦ୍ୟାଳୟ ର ଶିକ୍ଷକ ପ୍ରଦୀପ କୁମାର ଭୋଇ ଙ୍କ (୩୬) ଜୀବନ ପ୍ରଦୀପ ଲିଭି ଯାଇଛି। ନିଜ ଗାଁ…
ଚିକିତ୍ସାଧୀନ ଅବସ୍ଥାରେ ଫେମିଲି କୋର୍ଟ କର୍ମଚାରୀ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ ଭୁତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ଫେମିଲି କୋର୍ଟ କର୍ମଚାରୀ ମୃତ ପ୍ରଭାତ ବେହେରାଙ୍କର ଗତ କାଲି ବିଳମ୍ବିତ ରାତିରେ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ତେବେ ଦିବଂଗର ଫେମିଲି…
ପୋଲିସକୁ ସଫଳତା : ହତ୍ୟାକାରୀ ଗିରଫ
କଳାହାଣ୍ଡି /ତୁଳମଣି ନାଗ:କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନ ଖାଇରମାଲ୍ ଗ୍ରାମର ଖିତି ଗଉଡଙ୍କ ନାବାଳକ ପୁଅ ସୁଦାମ ଗଉଡ ବୟସ (୧୫) ସେ ୦୪ ତାରିଖ ରାତିରୁ ନିଖୋଜ ଥିଲା । ୦୬ ତାରିଖ ସକାଳେ ନାବାଳକ ର ମୃତ ଦେହ ନିଜ ଗାଁ ବିଲରେ ପଡିରହି ଥିବା ଗ୍ରାମ ବାସୀ ଦେଖି ଥିଲେ। ସେଠାରେ…
ଯୌତୁକ ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ କଲେ ବାପା ।
ପଦ୍ମପୁର : ପ୍ରଥମେ ପ୍ରେମ ବିବାହ ତାପରେ ଯୌତୁକ ଦାବୀ ଏବଂ ଶେଷରେ ହତ୍ୟା । ଏଭଲ ଅଭାବନୀୟ ଘଟଣାର ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଞ୍ଚଳରୁ । ଅଭିଯୋଗ ଅନୁସାରେ । ଥାନା ବଡ଼ସାହାଜବାହାଲ ଗାଁର ପିଙ୍କି ସାହୁ ତିନି ବର୍ଷ ପୂର୍ବେ ଟୁରଚା ଗାଁର ଅଶୋକ ସାହୁଙ୍କୁ ପ୍ରେମ…