ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

0 2

ଯାଜପୁର (ଶାସକ ପ୍ରଶାସକ) ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ। ବିଧାୟକ ସଂଜୀବ ଶ୍ରୀ ମଲ୍ଲିକ ଆଜି ଭୁବନେଶ୍ୱର ରୁ ଭଦ୍ରକ ଫେରୁଥିବା ବେଳେ ଜାତୀୟ ରାଜପଥ ନିକଟ ଯାରକା ପାଖରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଛି। ଶ୍ରୀ ମଲ୍ଲିକ ନିରାପଦ ଥିବା ବେଳେ ଜାରକା ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡିଛି |

Leave A Reply

Your email address will not be published.