Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ) - ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମର ଭୋଇ! ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଳକି ପି.ଇ.ଓ. ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି!ସୂଚନା ଅନୁସାରେ ଏକକାଳୀନ…
ବାଇକ ଦୁର୍ଘଟଣାରେ ମହିଳା ମୃତ
ପାଇକମାଳ: ବରଗଡ : ପାଇକମାଳ ଛକ ନିକଟ ୟଜିବି ବ୍ୟାଙ୍କ ସାମନ୍ନାରେ ବୁଧବାର ସନ୍ଧ୍ୟା ୭ଟାରେ ବାଇକ ଦୁର୍ଘଟଣାରେ ମହିଳା ଗୁରୁତର ହୋଇଥିଲେ । ଆହତ ମହିଳା ଲାଲିତା କୁମ୍ଭାର (୫୦) । ଆହତ ମହିଳାକୁ ଏକ ଅଟୋରେ ପାଇକମାଳ ସରକାରି ଚିକିତ୍ସାଳୟକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ୧୦୮…
ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ରଙ୍କ ପିତୃ ବିୟୋଗ
ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ସଂଯୋଜକ ତଥା ସାମ୍ବାଦିକ ଶ୍ରୀ ଦୀପକ କୁମାର ମହାପାତ୍ରଙ୍କ ପିତା ସ୍ୱର୍ଗତ ରମେଶ ଚନ୍ଦ୍ର ମହାପାତ୍ର ଗତକାଲି ଦିନ ୪ଘଟିକା ସମୟରେ ୭୭ ବର୍ଷ ବୟସରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି…
ବେଲପଡ଼ା: କଫ ସିରଫ କାରବାରରେ ୨ ଜଣଙ୍କୁ କୋର୍ଟ ଚାଲାଣ, ବିପୁଳ ମାତ୍ରାର କଫ ସିରଫ ଓ ନିଶାବଟିକା ଜବତ
ପାଟଣାଗଡ଼,ଶାସକ ପ୍ରଶାସକ ( ଯତୀନ୍ଦ୍ର ନନ୍ଦ ) :ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଅଞ୍ଚଳଟି ସବୁ ବେଳେ ସବୁ ସମୟରେ କିଛିନା କିଛି ନିଶା ଦ୍ରବ୍ୟର କାରବାରକୁ ନେଇ ଚର୍ଚ୍ଚାରେ ରହି ଆସିଛି ! ଯେଉଁଥି ପାଇଁ ଜିଲ୍ଲା ପୋଲିସର ମାନଚିତ୍ରରେ ବେଲପଡ଼ାକୁ ନାଲି ରଙ୍ଗରେ ଚିହ୍ନଟ…
ଉତ୍କଳ ଆଲୁମିନା ସିକ୍ୟୁରିଟି ମ୍ୟାନେଜରଙ୍କ ସାନଭାଇଙ୍କ ମୃତ୍ୟୁ
କାଶୀପୁରରୁ ବୈକୁଣ୍ଠ ନାଥ ଦୁରିଆ: ଟିକିରି ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କମ୍ପାନୀ ଇଣ୍ଟରନ୍ୟାସନାଲର ସିକ୍ୟୁରିଟି ମ୍ୟାନେଜର ଡମ୍ବରୁ ନାଏକଙ୍କ ସାନ ଭାଇ ଗଣେଶ୍ୱର ନାଏକଙ୍କ ସୋମବାର ଦିନ ୩୯ବର୍ଷ ବୟସରେ ହୃଦୟଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କରି ମୃତ୍ୟୁରେ ପତ୍ନୀ ଏବଂ ୧୧ବର୍ଷର…
ଅବକାରୀ ଧରପଗଡରେ ୩୫୬୦ ଲିଟର ମହୁଲ ପୋଚ ଓ ୭୭୨ ଲିଟର ଦେଶୀ ରନ୍ଧା ମଦ ଜବତ
ରାୟଗଡାରୁ ସରୋଜ କୁମାର ସାହୁ: ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତି ନୀନା ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ, ଅବକାରୀ ସଦର ଭାରପ୍ରାପ୍ତ…
ଲଇଣ୍ଡାମାଲ ମୁଣ୍ଡାପଡାରେ ବିଧବା ମହିଳାଙ୍କୁ ପନଖିରେ ହାଣି ହତ୍ୟା , 4 ଅଟକ
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ବିଧବା ମହିଳାଙ୍କୁ ପନିଖିରେ ହାଣି ହତ୍ୟା ହୋଇଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡା ମାଲ ଗାଁର ମୁଣ୍ଡାପଡାରେ ଘଟିଛି…
୬ ଶିଶୁ ଚାଲାଣ ବେଳେ କୁର୍ତମଗଡ଼ ଗ୍ରାମବାସୀମାନଙ୍କ ଦ୍ଵାରା ଅଟକ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ସାରା ଭାରତରେ ଗୁରୁଦିବସ ପାଳନ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଅନ୍ତର୍ଗତ ପାରିଗଡ଼ ଗ୍ରାମପଞ୍ଚୟତର ଅଦଗାଁ ଗ୍ରାମରୁ ୬ ଶିଶୁ ଚାଲାଣ ବେଳେ କୁର୍ତମଗଡ଼ ଗ୍ରାମବାସୀମାନଙ୍କ ଦ୍ଵାରା ଅଟକ ରଖାଯାଇ ଥିଲା I ଆଜକୁ ଦୁଇ ଦିନ ହେବ ଗଞ୍ଜାମ ଜିଲ୍ଲା…
ପାଟ୍ରୋଲିଂ ସମୟରେ ଦୁଇ ଚୋରଙ୍କୁ କାବୁକଲା ପଦ୍ମପୁର ପୋଲିସ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ପୋଲିସ ପକ୍ଷରୁ ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଓ ତାଙ୍କ ଟିମ ରାତ୍ରି କାଲିନ ପେଟ୍ରୋଲିଂ ସମୟରେ ପଦ୍ମପୁର ବଜାରପଡାର ବଲିଆର ମଲ୍ଲିକ ଓ ରଜାପଡାର ଦୀପକ ପଧାନ ନାମକ ଦୁଇ ଜଣ ଯୁବକ ବୁଲୁଥିଲା ଦେଖି ଯୁବକ ମାନଙ୍କୁ ପଚରା ଉଚରା କରିଥିଲେ ।…
୮ ଜଣ ଚାଷୀ ଧାନ ବିକ୍ରି କରି ଠକେଇର ଶିକାର,୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର।
ଚାଷୀ କୋର୍ଟର ଦ୍ୱାରସ୍ଥ।
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଡ଼ମାଳ ଅଞ୍ଚଳର ୮ ଜଣ ଚାଷୀ ଠକାମୀର ଶିକାର ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର ମାରିଛି। ଆଜକୁ ୬ ମାସ ହେଲା ବେପାରୀ ଧରାଛୁଆଁ ଦେଉ…