24 ଟନ ଗୋମାଂସ ଜବତ କଲେ ବିଏଚପି, ବଜରଙ୍ଗ କର୍ମୀ, ଦେଲେ ପୋଲିସ ଜିମା

0

ଖୋର୍ଦ୍ଧା/ରବି ନାରାୟଣ ସାହୁ-ଗୋମାଂସ ଚାଲାଣ ଦିନ କୁ ଦିନ ବଢିବାରେ ଲାଗିଛି। ଭୋର ସମୟରେ କଲିକତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ 24ଟନ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ 16ନମ୍ବର ଜାତୀୟ ରାଜପଥ ଗ୍ରୀନ ଚିଲି ନିକଟରେ ଅଟକାଇଥିଲେ। ଏଥିରେ ଗୋମାଂସ ଚାଲାଣ ଥିବା ଜଣାପଡିବା ପରେ ଟାଉନ ପୋଲିସ ଜିମା ଦେଇଥିଲେ। ପୋଲିସ ଡ୍ରାଇଭର ଙ୍କୁ ଅଟକ ରଖିଛି।

Leave A Reply

Your email address will not be published.