ଖୋର୍ଦ୍ଧା/ରବି ନାରାୟଣ ସାହୁ : ଖୋରଧା ଆରକ୍ଷୀ ଅଧିକାରୀଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ମାନଙ୍କ ତରଫରୁ ବେଆଇନ ଚୋରା ମାଙ୍କଡ଼ା ଖଣି ଖନନ ଉତଲନ କରୁଥିବା ସମୟରେ ଅଚାନକ ଚଢ଼ାଉ କରି ଆଠ ଗୋଟି ମାଙ୍କଡ଼ା ପଥର ବୋଝେଇ ଟ୍ରକ କୁ ଜବତ କରି ଡ୍ରାଇଭର ଙ୍କ ନାମରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।ଏହି ଚୋରା ମାଙ୍କଡ଼ା ପଥର ଜବତ ହୋଇଥିବା ର ଅନୁମାନୀ କ ମୂଲ୍ୟ ୭୫/-ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post