Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
୭୨ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଆକ୍ରମଣ, ଦୁଇ ଜଣ ଅଟକ।
ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା )ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତ ବାଦୁଆ ଗ୍ରାମର ଜଣେ ୭୨ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିବା ଆଭିଯୋଗ ରେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଅଭିଯୋଗ ପ୍ରକାରେ ବାଦୁଆ ଗ୍ରାମର…
୩କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଚୋରାଚାଲାଣ ବେଲେ ଧରିଲା ଏସଟିଏଫ,ଜଣେ ଅଟକ ।
ପଦ୍ମପୁର :ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ । ପଦ୍ମପୁର ବନଖଣ୍ଡ ଗାଇସିଲାଟ କେନ୍ଦୁଭଟା ଛକ ନିକଟରେ ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନୂ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ ।…
ମହିଳାଙ୍କୁ କଟୁରୀ ଦେଖାଇ ୭୩ ହଜାର ଟଙ୍କା ଝାମ୍ପିନେଲା ଦୁର୍ବୃତ୍ତ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) :ଓଡ଼ଗାଁ ଥାନା ଓଡ଼ଗାଁ-ଦରପଦା ରୋଡରେ ଭାରତ ଫାଇନାନ୍ସର ମର୍ଚ୍ଚାଣ୍ଟ ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁ(୩୫)ଙ୍କ ଠାରୁ କେହି ଦୁବୃର୍ତ୍ତ କଟୁରୀ ଦେଖାଇ ଭୟଭିତ କରି ମନିପର୍ଷ ସହିତ ୭୨ ହଜାର ୬ଶହ ଟଙ୍କା ଲୁଟ୍ କରିନେଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଆଜି ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଦ୍ୟାବଧି ମିଳିଥିବା ରିପୋର୍ଟ ଅନୁସାରେ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ଝେଙ୍ଗନାଦିହି ଗ୍ରାମର ତିନି ଜଣ ଯୁବକ ଏକ ବାଇକ ରେ ଯାଉଥିବା ସମୟରେ ପାଇକମାଲ ଯମୁନା କନ୍ଧୁଣି ସ୍କୁଲ ପାଖରେ ଦୁର୍ଘଟଣାର…
ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନାଁ ଆତ୍ମହତ୍ୟା
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଧୁମାଭଟା ପଞ୍ଚାୟତ ହଟକଟ ଗାଁ ରାସ୍ତା କଡ଼ରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ, ବେଲପଡା ଥାନା ଧୁମାଭଟା ଗ୍ରାମର ସଞ୍ଜିବ ମଲ୍ଲିକ (୨୬) ପିତା-ରୁଦ୍ର ମଲ୍ଲିକ (୪୭) ଙ୍କ ମୃତଦେହ ରାତିରେ ଦେଖିବାକୁ ପାଇଥିଲେ।…
ଲୋକପ୍ରିୟ ଚିକିତ୍ସକ ଡାକ୍ତର ସୁରେନ୍ଦ୍ର ଷଢଙ୍ଗୀଙ୍କ ଅକାଳ ବିୟୋଗ
ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଭାବେ ଥିଲେ କାର୍ଯ୍ୟରତ
ନୟାଗଡ଼, ଶରଣକୁଳ ଓ ଜନ୍ମ ସ୍ଥାନ ଗୋଠବଣରେ ଜନସମୁହ ଜଣାଇଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତଥା ସ୍ତ୍ରୀ…
ଗଞ୍ଜେଇ ଓ ବାଇକ ଜବତ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଏବଂ ଝାରବନ୍ଧ ତହସିଲଦାର ସୀମାସବିତା କୁଳୁଙ୍କ ପକ୍ଷରୁ ସୁକୁଲିପାହାଡ଼ ଗ୍ରାମରେ ଯାନବାହନ ଚେକିଂ ବେଳେ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରାଯିବା ସହ ଜଣ କୁ ଗିରଫ କରାଯାଇଛି।ତା ଉପରେ ସନ୍ଦେହ ହେବାରୁ ଅଟକାଇ ଯାଞ୍ଚ…
ଅଜଣା ମହିଳାଙ୍କ ମୃତ ଶରୀର ଉଦ୍ଧାର କଲା ପୁଲିସ
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସିକରପାଇ ପଞ୍ଚାୟତର ତାଳସାଜା ନଦୀ ଘାଟରେ ଅଜଣା ମହିଳାଙ୍କ ଗଳିତ ମୃତ ଶରୀର ଉଦ୍ଧାର କଲା ପୁଲିସ । ସୂଚନା ଅନୁଯାୟୀ ଆଜି ତାଳସାଜା ଗାଁର କିଛି ଲୋକ ଜାଳେଣି କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ନାଗାବଳୀ ନିକଟକୁ…
ଫ୍ରି ଫାୟାର ଖେଳ ହେଲା କାଳ
ଝୁଲନ୍ତା ଅବସ୍ଥାରେ କାଜୁ ଜଙ୍ଗଲରୁ ମୃତଦେହ ଉଦ୍ଧାର କଲେ ପରିବାର ଲୋକ
ଓଡ଼ଗାଁ: (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ଦଳେଇଭାଗ ଗ୍ରାମରୁ ନିଖୋଜ ହୋଇଥିବା ଜଣେ ଯୁବକର ମୃତଦେହ କାଜୁ ବଗିଚାରୁ ଉଦ୍ଧାର ହୋଇଛି। ଯୁବକ ଜଣକ କାଜୁ ବଗିଚାରେ ଆତ୍ମହତ୍ୟା…
ଚୋରା ଚାଲାଣ ବେଲେ ତିନି ଲକ୍ଷ ଟଙ୍କାର ନିଶା ଔଷଧ ସହ ମାରଣାସ୍ତ୍ର ଜବତ, ଦୁଇ ଗିରଫ ।
ପଦ୍ମପୁର (ଶାସକ ପ୍ରଶାସକ)-ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୋଟିଏ ଟିମ ନିଶା ଔଷଧ ଚୋରା ଚାଲାଣ ବିରୁଦ୍ଧରେ ଚଢ଼ାଉ କରି ଗୋଟିଏ ଜାଏଲୋ ଗାଡ଼ିକୁ କଫସିରଫ ସହ ଜବତ କରିଥିଲେ ଏବଂ ଦୁଇଜଣଙ୍କୁ ଗିରଫ କରିଥିଲେ । ଦୁଇ…