Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପଦ୍ମପୁର ଅବକାରୀ ବିଭାଗର ଧରପଗଡ ବ୍ୟାପକ ମହୁଲ ପୋଚ ଜବତ
ପଦ୍ମପୁର (ଶାସକ ପ୍ରଶାସକ)- ବରଗଡ଼ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ହେମକାନ୍ତ ସୁନା ସଦଳବଳେ ବୁଡେନ ଥାନା ଅନ୍ତର୍ଗତ ଗୁଠୁର୍ଲା ଗାଁର ରାଜେନ୍ଦ୍ର କନ୍ଦା ତାର ଜମିରେ ମଦ ରାନ୍ଧୁଥିବା ସମୟରେ ଅତର୍କିତ ଚଢ଼ାଉ…
ଚୋରି ସାମଗ୍ରୀ ସମେତ ୨ ଗିରଫ, ଗାଡ଼ି ଜବତ
ରାଉରକେଲା, (ବସନ୍ତ କୁମାର ଜେନା): ଲହୁଣୀପଡ଼ା ପୋଲିସ ଗତ ୨୧ ତାରିଖରେ ଚୋରି ହୋଇଥିବା ୪ ଲକ୍ଷ ଟଙ୍କାର ଗରମ କପଡ଼ା ସହିତ ୨ ଅଭିଯୁକ୍ତ ଓ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଚୋରି ଅଭିଯୋଗରେ ପୋଲିସ ଅନ୍ୟଜଣେ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି । ମିଳିଥିବା ସୂଚନାନୁଯାୟୀପଡ଼ା ଥାନା ଅନ୍ତର୍ଗତ…
ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୀଷଣ ଅଗ୍ନିକାଣ୍ଡ
ବାଣପୁର ( ସେକ୍ କୌଶର ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ…
କଫ ସିରପ ଜବତ : ଯୁବକ ଗିରଫ।
ପଦ୍ମପୁର-ଶାସକ ପ୍ରଶାସକ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏସ.ଡି.ପି.ଓ ବିଭୁତି ଭୂଷଣ ଭୋଇ ଙ୍କ ନିର୍ଦେଶ କ୍ରମେ ଗାଇସିଲେଟ ଥାନା ପୋଲିସ ଲୋଇସିଂହା ଥାନା ଗୁଣ୍ଡୁରୁମୁଣ୍ଡା ଗ୍ରାମ ର ରାଜକିଶୋର ସାହୁ ପିତା ଠାକୁର ସାହୁ କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ନିକଟରୁ ୩୦ବୋତଲ ଏସକଫ ସିରପ, କିଛି…
ବିଳମ୍ବିତ ରାତ୍ରରେ ୨୨ଟି ଛେଳି ଚୋରି
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)-ଗତକାଲି ରାତ୍ରର ବିଳମ୍ବିତ ପ୍ରହରରେ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଗ୍ରାମପଂଚାୟତ ମୁରଦାବାଦ ଗ୍ରାମର ଜଣକ ଗୁହାଳ ଘରୁ କେହି ଦୁର୍ବୃତ୍ତ ୨୨ଟି ଛେଳି ଚୋରି କରି ନେଇଥିବାର ଅଭିଯୋଗ ହୋଇଛି । ମୁରୁଦାବାଦ ଗ୍ରାମର ବିଜୟ କୁମାର ପରିଡ଼ା ଓ ରଞ୍ଜନ କୁମାର…
ଭିଜିଲାନ୍ସ ହାତରେ ଧରାପଡିଗଲେ ଟିପିଏନଓ ଡ଼ିଏଲର ବାଙ୍ଗିରିପୋସି କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା ।
ବାରିପଦା(ଦିଲ୍ଲୀପ ମହାନ୍ତି )- ଲାଞ୍ଚ ନେବାବେଳେ ବାରିପଦା ଭିଜିଲାନ୍ସ ହାତରେ ଧରାପଡିଗଲେ ବାଙ୍ଗିରିପୋଷୀ ଇଲେକ୍ଟ୍ରିକ ବିଭାଗର କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା। ସୁଚନା ମୁତାବକ ବାଙ୍ଗିରିପୋଷୀ ବ୍ଲକର ନୁଆବସାଣ ଅଞ୍ଚଳର ଅସିତ ସାହୁ ନାମକ ଜଣେ ଗ୍ରାହକଙ୍କ ଘରକୁ ୬ଟି ଖୁଣ୍ଟ ସହ ବିଦ୍ୟୁତ…
ହୃଦଘାତରେ ଛାତ୍ରଙ୍କ ମୃତ୍ୟୁ
ଜଗତସିଂହପୁର / ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ରାଜସ୍ୱ ଗ୍ରାମରେ ରହୁଥିବା ବନଜ ଭୂୟାଁ ଙ୍କ ପୁଅ ଆଶୁତୋଷ ଭୂୟାଁ (କାନ୍ହା ୧4) ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ସୂଚନା ମୁତାବକ କାହ୍ନଙ୍କ ର ଆଜି ଜନ୍ମ ଦିନ ଥିଲା. ସେ ରାହାମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ୯ ମ…
ହାତୀ ଆକ୍ରମଣରେ ଜଣେ ମହିଳା ମୃତ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ ): ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ପଞ୍ଚାୟତର "ଲଡଙ୍ଗାଭଟା" ଗାଁର ମାର୍କଣ୍ଡ ସାଣ୍ଡଙ୍କ ସ୍ତ୍ରୀ ପ୍ରତିମା ସାଣ୍ଡକୁ ଗତ ରାତି ଏକ ଘଣ୍ଟା ସମୟରେ ଏକ ବଣୁଆ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ମୃତ ହୋଇଛି। ହାତୀ ପ୍ରଥମେ ଆସି ଘର ଭିତରକୁ ପଶି…
ଗନ୍ଧମାର୍ଦ୍ଦନ ରେ ପୁଣି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ
ବରଗଡ :- ଆଜି ସକାଳରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଭୁଲିଆବନ୍ଧ ଗ୍ରାମ ନିକଟରେ ବିଜୁ ଏକ୍ସପ୍ରେସ ୱେ କଡରେ ମାଓବାଦୀ ମାନଙ୍କର ଦ୍ୱାରା ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ନର୍ବାଚନ ପୂର୍ବରୁ ହଠାତ ଏହି ଭଳି ଘଟଣା ଲୋକଙ୍କୁ କିଛିଟା ବ୍ୟସ୍ତ କରୁଥିବାର ଦେଖିବାକୁ…
ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ୪ ଟ୍ରଲର ଜବତ , ୩୨ ଧୀବର ଅଟକ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ଜଙ୍ଗଲ ବିଭାଗ ଓ ମତ୍ସ୍ୟ ବିଭାଗକୁ ମିଳିଛି ବଡ ସଫଳତା । ବର୍ତ୍ତମାନ ଅଲିଭରିଡ଼ଲ କଇଁଚଙ୍କ ର ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବାରୁ ସରକାର ସମୁଦ୍ରକୂଳ ଠାରୁ ୨୦ କି ମି ପର୍ଯ୍ୟନ୍ତ ମାଛଧରା ଉପରେ ରୋକ ଲଗାଇଥିଲା ବେଳେ ଏହାକୁ ଅମାନ୍ୟ…