ହୋଲି ଖେଳ ଵେଳେ ଯୁକଙ୍କୁ ଛୁରା ମାଡ ଯୁଵକ ଗୁରୁତର ।

0

କାଶୀପୁର/ ବୈକୁଣ୍ଠ ଦୁରିଆ:ରାୟଗଡା ଜିଲା କାଶିପୁର ବ୍ଲକ ଶଙ୍କରଡା ଗ୍ରାମ ହରିଜନ ସାହିରେ ହୋଲି ଖେଳ ଚାଲିଥିବା ସମୟରେ ରାଜ କୁମାର ହଲୱା ଙ୍କୁ ଧାରୁଆ ଛୁରି ସାହାଯ୍ୟ ଆଘାତ କରିବାରୁ ଯୁଵକ ଗୁରୁତର ଆଘାତ ଲାଗିବାରୁ ଯୁବକଙ୍କୁ ପରିବାର ଲୋକେ ଅଷାପଡା ଉତ୍କଳ ହସ୍ପିଟାଲରେ ଭର୍ତି କରିଛନ୍ତି । ଅପରାନ୍ନ ୧ଘଣ୍ଟା ୩୦ ମିନିଟ ସମୟରେ ସାଉଣ୍ଡ ସିଷ୍ଟମ ଲଗାଇହୋଲି ଖେଳୁଥିବା ସମୟରେ ରାଜକୁମାର ଆସି ସମୟ ହେଇଗଲାଣି ଖେଳ ବନ୍ଦ କର କହି ସାଉଣ୍ଡ ସିଷ୍ଟମ ବନ୍ଦ କରିଦେଇଥିଲାlଏହି କଥା କୁନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ବୁଟୁ ହିଆଲ  ରାଜକୁମାର ହୋଲ୍ବା ନାମକ ଯୁବକକୁ ଏକ ଧାରୁଆ ଅସ୍ତ୍ରରେ ଛାତି ଏବଂ ପେଟରେ ଆଘାତ କରିବା ଦ୍ଵାରା ଗୁରୁତର ହୋଇପଡିଥିଲେlପରିବାର ଲୋକ ଉଷାପଡା ସ୍ଥିତ ଉତ୍କଳ ହୋଷ୍ପିଟାଲ ରେ ଭର୍ତି କରି ଏବିଷୟରେ ଟିକିରି ଥାନାରେ ଏକ ଏତଲା ଦେଇଛନ୍ତିlଟିକିରି ପୋଲିସ ଅଭିଯୁକ୍ତ ଙ୍କୁ ଥାନାରେ ଅଟକ ରଖିଛନ୍ତିl

Leave A Reply

Your email address will not be published.