Browsing Category

ଅଘଟଣ

ଦେଶୀ ଓ ବିଦେଶୀ ମଦ ଜବତ ଜଣେ ଗିରଫ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଥାନା ଏଏସଆଇ ଏସକେ ବିଶ୍ବାଲ ଏବଂ ତାଙ୍କ ଦଳ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଝାଙ୍କରପାଲି ଗ୍ରାମ ର ପଙ୍କଜ ସାହା ଙ୍କ ଠାରୁ ୧୦ବୋତଲ ରକଫୋଡ ହୁଇସକି(୧୮୦ଏମଏଲ), ୭ବୋତଲ ମେକଡୋଏଲ ନଂ୧ (୧୮୦ଏମଏଲ), ୮ବୋତଲ ଈମପେରିଏଲ ବ୍ଲୁ…

କଫସିରପ ଜବତ :୨ଗିରଫ ।

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ପୋଲିସ ପଦ୍ମପୁର,ଝାଙ୍କରପାଲି, କୁଡାସିହା, ଚାରପାଲି ଏବଂ ଏହା ଆଖପାଖ ଅଞ୍ଚଳରେ ପେଟ୍ରୋଲିଂ ସମୟରେ ପଦ୍ମପୁର ରଜାପଡାର ଏମଡି ସାଗିର ଓ ଟିକୁ କୁମ୍ଭାର ଙ୍କ ପାଖରୁ ୪୦ ଲିଟର ଅପମିଶ୍ରିତ ଏସକଫ ସିରପ, ୩୦ ବୋତଲ(୧୦୦ଏମଏଲ) ଏସକଫ ସିରଫ, ୪ଷ୍ଟ୍ରିପ ନାଇଟ୍ରୋସନ…

ଫିଲ୍ମ ଷ୍ଟାଇଲରେ ଗଂଜେଇ ଚାଲାଣ

ପଦ୍ମପୁର:  ଗୋଟିଏ ଟ୍ରକରେ ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଂଜେଇ ଚାଲାଣ ହେଉଥିବା ସମୟରେ ଜବତ କରିଛି ପଦ୍ମପୁର ଅବକାରୀ ବିଭାଗ । ଏକ ବାର ଚକିଆ ଟ୍ରକରେ ଉପରକୁ କବାଡି ସାମଗ୍ରୀ ଭଳି ବୁଢ଼ାପଟା ଲଦା ହେଇଥିବା ବେଳେ ଟ୍ରଲି ଭିତରେ 4 ଟି ବସ୍ତାରେ ପାଖାପାଖି 200 କିଲୋ ଗଂଜେଇ ଲୁଚାଇ ରଖାଯାଇଥିଲା,…

୫ନକଲି ମାଓବାଦୀ ଗିରଫ:ନିଜକୁ ମାଓବାଦୀ କହି ଠିକାଦାରମାନଙ୍କୁ ଧମକାଇ କରୁଥିଲେ ଚାନ୍ଦା ଆଦାୟ

କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସ୍ଥାନୀୟ ପୁଲିସ କୁ ମିଳିଛି ବଡ଼ସଫଳତା ୫ ଜଣ ନକଲି ମାଓବାଦୀ କୁ କଲା ଗିରଫ ସେ ମାନେ ହେଉଛନ୍ତି ସେସଖାଲ ପଞ୍ଚାୟତ ହାଣ୍ଡିପାଡୁ ଗାଁର ଗୋପାଳ ମଣ୍ଡିଆ ସାହୁ ୩୪,କାଶୀପୁର ବ୍ଲକ କଞ୍ଜ।ଙ୍ଗମାଣ୍ଡିଗାଁ ବାଲି ମାଝି୪୨,…

କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତାରୋକ

କୋମନା/ ଭାଗିରଥି ଭୋଇ: ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଜାତୀୟ ରାଜପଥ ୩୫୩ ଧରମସାଗର ଛକଠାରେ ଗ୍ରାମବାସୀଙ୍କ ରାସ୍ତାରୋକ । ମଙ୍ଗଳବାର ରାତିରେ ପିକଅପ୍ ଧକ୍କାରେ ବାଇକ୍ ଆରୋହୀଙ୍କ ହୋଇଥିଲା ମୃତ । ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ…

ରାଉରକେଲା ଅବକାରୀ ବିଭାଗ ଦ୍ୱାରା ମହୁଲି ନେଇ ଯାଉଥିବା ଏକ କାର ଜବତ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ଅବକାରୀ ଅଧିକ୍ଷକଙ୍କ ଆଦେଶ କ୍ରମେ ରାଉରକେଲା ଅବକାରୀ ବିଭାଗର ଇନ୍ସପେକ୍ଟର ଓ ତାଙ୍କ ଷ୍ଟାଫଙ୍କ ସହ ବିଶ୍ରା ଥାନା ଅନ୍ତର୍ଗତ କରକଟା ଖୁଟଗାଁ ରେ ମଦ ଧରପଗଡ ଓ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ମହୁଲି ନେଇ ଯାଉଥିବା ଏକ କାରକୁ ଜବତ କରିଛନ୍ତି |…

ଇଟାମାଟି ପୋଲିସକୁ ବଡ ସଫଳତା

ନୟାଗଡ଼(ବିଶ୍ୱଜିତ ନାୟକ)- ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । କଟକରୁ ନୟାଗଡ଼ ଅଭିମୁଖେ ଆସୁଥିବା ଏକ ଗାଡିକୁ ଇଟାମାଟି ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇ ସେହି ଗାଡି ଉପରେ ଚଢ଼ଉ କରିଥିବା ବେଳେ ସେହି ଗାଡିରୁ ୨୨୪୦ଟି କଫ ସିରଫ ବୋତଲ ଜବତ କରିଥିଲା ।…

କଫସିରପ ଜବତ : ଜଣେ ଗିରଫ ।

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ପୋଲିସ ପେଟ୍ରୋଲିଂ ସମୟରେ ପଦ୍ମପୁର ସାହୁପଡାର ନିର୍ମଲେନ୍ଦୁ ସାହୁ ଓରଫ ସମିର ରାଜବୋଡାସମ୍ବର ବ୍ଲକ ସାଇଡ ରାସ୍ତାରେ କଫସିରପ ବିକ୍ରୀ କରୁଥିବା ସମୟରେ ତାଙ୍କୁ କାବୁ କରିନେଇଥିଲେ । ତାଙ୍କ ପାଖରୁ ୨୦ଲିଟର କଫସିରପ, ୨୦ବୋତଲ ସିଲ୍ କଫସିରପ, ୪ଷ୍ଟ୍ରିପ…

ଆଉ ନାହାନ୍ତି ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁ

କେନ୍ଦୁଝର (ସିଦ୍ଧେଶ୍ୱର ସାହୁ) କେନ୍ଦୁଝର ନାଗରିକ ମଂଚର ସଭାପତି ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ଆଜି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଛି । ବାୟୁସେନାର ଅବସରପ୍ରାପ୍ତ ଯୋଦ୍ଧା କେନ୍ଦୁଝରରେ ରହି ଏହାର ମାଟି ପାଣି ପବନ ସହ ଏକାକାର ହୋଇ ଯାଇଥିଲେ । ବିଭିନ୍ନ ଗଣସଂଗଠନ ର ନେତୃତ୍ୱ ନେଇ…

ଏମିତି ତଦନ୍ତର ଗତି : ୭ବର୍ଷ ପରେ ବି ଦାଖଲ ହୋଇପାରିଲାନି ଷ୍ଟାଟସ ରିପୋର୍ଟ ଚାର୍ଜସିଟ

ସର୍ଗିପାଲିର ସ୍ନେହଲତା ଛତ୍ରୀଆ ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣାର ୭ବର୍ଷ ପରେ ବି ଷ୍ଟାଟସ ରିପୋର୍ଟ ଚାର୍ଜସିଟ ଦାଖଲ ହୋଇନି\ ମାମଲାର ତଦନ୍ତର ଷ୍ଟାଟସ ରିପୋର୍ଟ ସହିତ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ପୋକ୍ସୋ କୋର୍ଟ ପାଟଣାଗଡ଼( ଯତୀନ୍ଦ୍ର ନନ୍ଦ ) - ରାଜ୍ୟର…