କେନ୍ଦୁଝର:ସାହରପଡ଼ା ବ୍ଲକ ଅନ୍ତର୍ଗତ କୁମୁଡ଼ା ବହାଳି (ଦମାହୁଦା ପଂଚାୟତ) ଗ୍ରାମରେ ଭାଲୁ ଆକ୍ରମଣ ରେ ଜଣେ ମହିଳା ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସିତ ଅଛନ୍ତି। ଆଜି ସକାଳେ ଶୌଚ କରିବାକୁ ପାଖ ପଡିଆ କୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ ।ତାଙ୍କର କାନ୍ଧ ର ହାଡ ଭାଙ୍ଗି ଯାଇଥିବା ବେଳେ ଭାଲୁ ଆକ୍ରମଣ ରେ ମୁଣ୍ଡ ଓ ମୁହଁ କ୍ଷତ ବିକ୍ଷତ ହୋଇଛି।
Sign in
Sign in
Recover your password.
A password will be e-mailed to you.