Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା
ଆଜୀବନ କାରାଦଣ୍ଡ ଭୋଗିବେ ପତ୍ନୀହନ୍ତା ସ୍ୱାମୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୨ ମସିହାରେ ଗଜପତି ଜିଲ୍ଲାର କୁଡିଙ୍ଗଡ଼ା ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ!-->!-->!-->!-->!-->…
ଦେଶୀ ଓ ବିଦେଶୀ ମଦ ଜବତ, ୦୩ ଗିରଫ ।
ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଓ ଅନ୍ତରା ଗ୍ରାମରେ ଚଢ଼ାଉ କରାଯାଇ ୧୫୦!-->!-->!-->…
ସ୍ବାମୀର ପରକୀୟା ପ୍ରୀତିକୁ ପ୍ରତିବାଦ, ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଜେଲ୍ ହାଜତରେ
ବେଲଦୁଆର ଫାର୍ମ ହାଉସରେ ତପସ୍ୱିନୀ ହତ୍ୟା ଘଟଣା — ସାଢ଼େ ୩ ବର୍ଷର ଝିଅ ଏବେ ମାଆକୁ ଖୋଜୁଛି
ଓଡ଼ଗାଁ, ୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତର ବେଲଦୁଆର ଫାର୍ମ ହାଉସରେ ଘଟିଥିବା ତପସ୍ୱିନୀ!-->!-->!-->…
ଗଜପତି ପୋଲିସ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସର୍ବସାଧାରଣଙ୍କ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଉଦ୍ଦେଶ୍ୟରେ ଗଜପତି ପୋଲିସ ପକ୍ଷରୁ ଗତ ଦୁଇ ଦିନ ଧରି ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଓ ନିଶାସକ୍ତ ଅବସ୍ଥାରେ ଉପଦ୍ରବ ସୃଷ୍ଟି!-->…
ଚଳନ୍ତା ବସରୁ ଖସି ମହିଳା ଯାତ୍ରୀ ଗୁରୁତର
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଦେଓଗାଁର ଜଣେ ମହିଳା ଯାତ୍ରୀ ଚଳନ୍ତା ବସ୍ରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣକ ପାଣ୍ଡେରିପଡ଼ା ପଞ୍ଚାୟତ ଦେଓଗାଁର ବବିତା ସ୍ୱାଇଁ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର!-->!-->!-->…
ବୃଦ୍ଧି ପାଉଛି ଡକାୟତି, ଲୁଟତରାଜ, ସବୁଠି ହେଉଛି ଖଣ୍ଡାର ବ୍ୟବହାର
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଲୁଟତରାଜ ବଢ଼ିଚାଲିଥିବାକୁ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି। ଗତ ୩ ଦିନ ମଧ୍ୟରେ ନୟାଗଡ଼ ସଦର, ଗଣିଆ ଓ ଓଡ଼ଗାଁ ଥାନା ଅଞ୍ଚଳରେ ପ୍ରାୟ ସମାନ ଢଙ୍ଗରେ ସଶସ୍ତ୍ର ଡକାୟତି ଘଟିଥିବା ବେଳେ!-->!-->!-->…
ବେଲଗୁଣ୍ଠା ପୋଲିସ ପକ୍ଷରୁ ଗାଡ଼ି ଚେକିଂ
ବେଲଗୁଣ୍ଠା,୧୦/୦୮,-(ଶିବରାମ ଚୌଧୁରୀ )-ଆସନ୍ତା ପର୍ବପର୍ବାଣୀ ଓ ଯାତାୟାତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ଗାଡ଼ି ବ୍ଲକିଂ ଓ ଯାନବାହନ ଯାଞ୍ଚ କରାଯାଇଛି। ଏହି କ୍ରମରେ ସୋମବାର ସନ୍ଧ୍ୟା ପାଞ୍ଚଟାରୁ ରାତି ନଅଟା ପର୍ଯ୍ୟନ୍ତ!-->!-->!-->…
ଜନଶୁଣାଣିରେ ୨ ଚାଷୀଙ୍କ ବିଷ ପିଇବାକୁ ଉଦ୍ୟମ ।
ବେଆଇନ୍ ଚିଙ୍ଗୁଡ଼ି ଘେରିକୁ ବିରୋଧ କରି ଜୋରଦାର ପ୍ରତିବାଦ, ଦୁଇ ଚାଷୀଙ୍କୁ କାବୁ କଲା ପୋଲିସ ।
କେନ୍ଦ୍ରାପଡା:10,08 (ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ରାଜନଗର ବ୍ଲକ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ବେଆଇନ୍ ଚିଙ୍ଗୁଡ଼ି ଘେରିକୁ ବିରୋଧ କରି ଦୁଇ!-->!-->!-->!-->!-->…
ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ମାଲାଙ୍ଗସୁଗା ଗ୍ରାମରେ ଦନ୍ତା ଆତଙ୍କ
ଜି.ଉଦୟଗିରି, ୯/୮(ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ମାଲାଙ୍ଗସୁଗା ଗ୍ରାମରେ ଶନିବାର ରାତି ପ୍ରାୟ ୯ ଟା ସମୟରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଥିଲା। ହଠାତ୍ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଏକ ଦନ୍ତା ଗ୍ରାମକୁ ପ୍ରବେଶ କରି ଧାନ ଖେତ ଓ!-->!-->!-->…
ଚୋରି ସାମଗ୍ରୀ ଜବତ କଲା ରାଉରକେଲା ପୋଲିସ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଛେଣ୍ଡ ଥାନା ପୋଲିସ ଏକ ଘରଚୋରି ମାମଲାର ତଦନ୍ତ କରି ଚୋରି କରୁଥିବା ଏକ ଆନ୍ତଃସଂଯୁକ୍ତ ଗ୍ୟାଙ୍ଗର ସମ୍ପୃକ୍ତି ଉନ୍ମୋଚନ କରିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବହୁ ଚୋରି ସାମଗ୍ରୀ ଜବତ!-->!-->!-->!-->!-->…