ହିଞ୍ଜିଳି ଅବକାରୀ ବିଭାଗ ପକ୍ଷରୁ ସଦଳବଳେ ଯାଞ୍ଚ ସମୟରେ ପୋଚିଲିମା ଛକରେ ଜଣେ ଯୁବକକୁ ସନ୍ଦେହ କରି ପଚରାଉଚରା କରିଥିଲେ। ସେ ଗୋଟିଏ ଅଖା ମୁଣି ଧରି ବସ୍ କୁ ଅପେକ୍ଷା କରିଥିଲେ। ଅବକାରୀ ପୋଲିସ ଅଧିକାରୀ ସଂଗ୍ରାମ କେଶରୀ ମାରାଣ୍ଡି ଙ୍କ ନେତୃତ୍ବରେ ଅନ୍ୟ କର୍ମଚାରୀ ମାନେ ଅଖା ମୁଣି କୁ ଯାଞ୍ଚ କରିବା ବେଳେ ସେଥିରେ ପ୍ରାୟ ୪ କିଲୋ ଗଞ୍ଜେଇ ଥିବା ଜାଣି ସେ ଗଞେଇ ଜବତ କରିବା ସହ ଚାଲାଣକାରୀ ଜୁନାଇଦ୍ ଏ କୁ ଥାନା ରେ ରଖି ଜେରା କରିବା ପରେ ତାଙ୍କୁ ମାମଲା ନଂ ୬୬/୨୬,୨୭ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଚାଲାଣକାରୀ ଯୁବକ ର ଘର କେରଳ ରାଜ୍ୟର ଥାଲାକୁଡି ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Next Post