Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
କାର ଧକ୍କାରେ ଛାତ୍ରୀ ଗୁରୁତର
ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ବ୍ଲକ ରୋଡ୍ରେ ଅଜଣା କାର ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ନିକଟ ଗନ୍ଧବାରଣ ଗ୍ରାମ ଯୋଗେନ୍ଦ୍ର ସାହୁଙ୍କ ଝିଅ ସୁନିତା ସାହୁ!-->!-->!-->…
ନୀଳଗିରି ଅବକାରୀ ବିଭାଗର ଚଢାଉ, ୧୮୦ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ସହ ମହିଳା ଗିରଫ।
ନୀଳଗିରି, ୨୪/୮: ନୀଳଗିରୀ ଅବକାରୀ ବିଭାଗ ନୀଳଗିରି ଉପଖଣ୍ଡର ଦକ୍ଷିଣ ନରସିଂହପୁର ଗ୍ରାମରେ ଚଢାଉ କରି ଜଣେ ମହିଳାଙ୍କ ନିକଟରୁ ୧୮୦ଗ୍ରାମ୍ ବ୍ରାଉନ ସୁଗାରର ଜବତ କରିବା ସହ ମହିଳାକୁ ଗିରଫ କରିଛନ୍ତି। ଗିରଫ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ନରେନ୍ଦ୍ର ମଲ୍ଲିକ ର ସ୍ତ୍ରୀ ମିନତି ମଲ୍ଲିକ୍!-->…
ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ
ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ଚାଞ୍ଚଲ୍ୟ — ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ
ବେଲଗୁଣ୍ଠା,୨୩/୦୮,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବତୀଙ୍କୁ ଛୁରାମାଡ଼!-->!-->!-->…
ଅବକାରୀ ବିଭାଗର ସଫଳତା: ୨ ବାଇକ୍ ସହ ବ୍ରାଉନସୁଗାର ଓ ବିଦେଶୀମଦ ଜବତ।
ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ଭାରିଗଡ ଗ୍ରାମର ବାଲିଯାତ୍ରା ପଡିଆ ନିକଟରେ ଥିବା ଗଣେଷ ମନ୍ଦିର ସମ୍ମୁଖରୁ ଜଣେ ନିଶା ମାଫିଆଙ୍କୁ କାବୁ କରିଛି ବାଲିକୁଦା ଅବକାରୀ ଥାନା। ଯାଞ୍ଚ ପରେ ତାଙ୍କ ପାଖରୁ ୮୦ ଗ୍ରାମର ହେରୋଇନ୍ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ହିରୋ ଗ୍ଲାମର ମୋଟର!-->…
ଡିମିରିପଲ୍ଲୀରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ୭ ଗିରଫ, ୫୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଓ ବାଇକ୍ ଜବତ
ବେଲଗୁଣ୍ଠା-୨୧/୮--(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ଗଙ୍ଗାପୁର ଥାନା ଅନ୍ତର୍ଗତ ଡିମିରିପଲ୍ଲୀ ହରିଜନ ସାହି ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଗତ ୨୦ ତାରିଖ ସନ୍ଧ୍ୟାରେ!-->!-->!-->…
ଦେଶୀ ମଦ ଜବତ, ୦୨ ଗିରଫ ।
ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନ ବଜାର, ବଣା ଓ ରାମ୍ପୋ!-->!-->!-->…
ବାପା ପୁଅ ହତ୍ୟା ଉଦ୍ୟମ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।
ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ନିକଟରେ ଗତ ୭ ତାରିଖ ରାତିରେ ଉଦ୍ଧବ ପାଢ଼ୀ ନାମକ ଜଣେ ବ୍ୟକ୍ତି ମୋଟରସାଇକେଲରେ ନିଜ ଘରକୁ ଯିବା ବେଳେ ଜଣେ ଅଜଣା ବ୍ୟକ୍ତି ଲିଫ୍ଟ୍ ମାଗିଥିଲେ ଓ କଥା ରକ୍ଷା କରି ଉଦ୍ଧବ ଗାଡ଼ିରେ ବସାଇ ନେବା ବେଳେ ପଛରେ ବସିଥିବା!-->…
ହାତୀ ଆକ୍ରମଣରେ ଜଣେ ଗୁରୁତର
କେନ୍ଦୁଝର,ତା୧୯/୮- କେନ୍ଦୁଝର ଜିଲ୍ଲାର ଘଟଗାଁ ରେଞ୍ଜ, ଢେଙ୍କିକୋଟ ସେକ୍ସନ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତର ବଡ଼ମହୁଲଡିହା ଗ୍ରାମ ଜଙ୍ଗଲରେ ୨୪ ଟିକିଆ ହାତୀପଲ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ତେବେ ପୁଣିଥରେ ହାତୀ ପଲକୁ ଘଉଡେଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ!-->…
ଆକସ୍ମିକ ଦୁର୍ଘଟଣା ରେ ଚାଲିଗଲା ଯୁବକ ଙ୍କ ଜିବନ ବାହୁନୀ କାନ୍ଦୁଛନ୍ତି ବାପା ମାଁ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଶିଶୁ ମନ୍ଦିର ପାର୍ଶ୍ଵରେ ତଥା ଉକ୍ତ ସ୍ଥାନର ଜାମପଲ୍ଲୀ ରାସ୍ତା ଛକ ପାଖରେ ଥିବା ଏକ ଦୋକାନ ଘର ଉପରେ ଥିବା ବିଦ୍ୟୁତ ତାରରେ ଲୁହା ଫ୍ଲେକ୍ସ ବେନେର୍ ଫ୍ରେମ ଲାଗି ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
କୁଲାଡ଼!-->!-->!-->!-->!-->…
ଏସ୍ଆଇଆର୍ରେ ଅନିୟମିତତା ଅଭିଯୋଗ: ଅଗଷ୍ଟ ୨୩ରୁ ମୁତୟନ ହେବେ ବିଜେଡିର ଆଇନଜୀବୀ
ଝାରସୁଗୁଡ଼ା, : ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଥିବା ଏସ୍ଆଇଆର୍ ପ୍ରକ୍ରିୟାରେ ଫର୍ମ-୭ ଆବେଦନକୁ ନେଇ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ (ବିଜେଡି)। ଏନେଇ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ଦଳ ପକ୍ଷରୁ ପ୍ରେସମିଟ୍ରେ ରାଜ୍ୟ ବିଜେଡି ପରିଷଦ ସଦସ୍ୟ ତାପସ!-->!-->!-->…