Browsing Category

ଅଘଟଣ

ବନ୍ଧୁକ ଓ କାତି ଦେଖାଇ ୮୦ହଜାର ଟଙ୍କା ଲୁଟିନେଲେ ଦୁଇ ହେଲମେଟ ପିନ୍ଧା ଦୁର୍ବୃତ୍ତ

କାମାକ୍ଷାନଗର/ ରିତେଶ ବ୍ରହ୍ମା: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୂବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତା ରେ ଜନ ସେବା କେନ୍ଦ୍ର ଏଜେଣ୍ଟ ଙ୍କ ଠାରୁ ୮୦ ହଜାର ଟଙ୍କା ଲୋଟ ହୋଇଛି |ଏକ କଳା ପଲସର ରେ ଦୁଇ ହେଲମେଟ ପିନ୍ଧା ଦୁର୍ବୁତ୍ତ, ବନ୍ଧୁକ ଓ କାତି ଦେଖାଇ ଏହି ଲୁଟ…

ସ୍ୱାମୀ-ସ୍ତ୍ରୀ କଳହ: ରଶି ଲଗାଇ ଆତ୍ମହତ୍ୟା କଲେ ସ୍ୱାମୀ

ଶବ ସତ୍କାର ବେଳେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଲା ପୋଲିସ। କାମାକ୍ଷାନଗର/ ରିତେଶ ବ୍ରହ୍ମା:-ସ୍ୱାମୀ ସ୍ତ୍ରୀ କଳହର କରୁଣ ପରିଣତି। ସ୍ବାମି ରଶି ଲଗାଇ ଆତ୍ମହତ୍ୟା କଲେ। ପରାବାର ଲୋକେ ବ୍ୟବଛେଦ ନକରାଇ ଶବ ଶତ୍କାର ବେଳେ ଶବ ଜବତ କଲା ପୋଲିସ । ଘଟଣା ଘଟିଛି ଢେଙ୍କାନଳ ଜିଲ୍ଲା…

ହୋଟେଲ ଛାତରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ (ଅନିମେଶ ପଟ୍ଟନାୟକ): ହୋଟେଲ ଛାତରୁ ପଡି ଜଣେ ପର୍ଯ୍ୟଟକ ମୃତ । ମୃତକ ଜଣକ ଛତିଶଗଡର ଅଶୋକ ଅଗ୍ରୱାଲ ବୋଲି ଜଣା ପଡିଛି । ସ୍ଥାନୀୟ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପ୍ରାଥମିକ ତଦନ୍ତ ଅନୁସାରେ ମୃତ ଅଶୋକ ନୂଆବର୍ଷ ପାଳିବାକୁ ପୁରୀ ଆସିଥିଲେ ।…

ଯାତ୍ରୀବାହୀ ବସ ଡ୍ରାଇଭରକୁ ରକ୍ତାକ୍ତ ଆକ୍ରମଣ

ଜଗତସିଂହପୁର/ସୁମନ୍ତକୁମାରଦାସ:ଯାତ୍ରୀବାହୀ ବସ ଡ୍ରାଇଭରକୁ ରକ୍ତାକ୍ତ ଆକ୍ରମଣ।ଘଣ୍ଟାଏ ଧରି ଯାତ୍ରୀଙ୍କ ସହ ଅଟକି ରହିଲା ଯାତ୍ରୀବାହୀ ବସ। ଗୁରୁତର ଆହତ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ପୋଲିସ l ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ…

ବଣଭୋଜି ହେଲା କାଳ, ମହାନଦୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଏକ ଘୋରେଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ବାର୍ଷିକ ଉତ୍ସବ ଅବସରରେ ନିକଟସ୍ଥ ମହାନଦୀ ପଠାକୁ ବଣଭୋଜି ପାଇଁ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀ ମାନେ ଖେଳକୁଦ କରିବା ପରେ ସମସ୍ତ…

ବରିଷ୍ଠ ସାମ୍ବାଦିକ ସଂଜୀବ ଦାସଙ୍କ ମାତୃ ବିୟୋଗ

ଭୁବନେଶ୍ୱର-- ଶାସ୍ତ୍ରୀନଗର ଅଞ୍ଚଳର ଧର୍ମପରାୟଣ ମହିଳା ପ୍ରମିଳା କୁମାରୀ ଦାସଙ୍କ ଆଜି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ସ୍ବର୍ଗତଃ ପ୍ରମିଳା ଦେବୀଙ୍କ ବୟସ ୮୮ ବୟସ ହୋଇଥିଲା।ସ୍ବର୍ଗତଃ ପ୍ରମିଳା ଦେବୀ ଜଣେ ବନ୍ଧୁବତ୍ସଳ,ସ୍ନେହୀ,ପରୋପକାରୀ ଧର୍ମପରାୟଣ ମହିଳା ଭାବେ…

ଦୁର୍ଘଟଣାଗସ୍ତ ଯୁବକଙ୍କୁ ଉଦ୍ଧାର କଲେ ବିୱାଇଜେଡ଼ି ସଭାପତି

ବରଗଡ଼: ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତ ବାଇକ ଆରୋହୀଙ୍କୁ ଉଦ୍ଧାର କଲେ ବିୱାଇଜେଡ଼ି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ । ଆହତଙ୍କ ପରିଚୟ ମିଳିନଥିବା ବେଳେ ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ରେଙ୍ଗାଲପାଲି ନିର୍ମାଣାଧୀନ ବଡ଼ନାଲ ଠାରେ ।ସୂଚନା ମତେ ବଡ଼ନାଲ ନିର୍ମାଣାଧୀନ ପୋଲରେ ଜଣେ ବାଇକ୍…

ଦେଶୀ ରନ୍ଧା ମଦ ସହ ବେପାରୀ ଗିରଫ

ମେଲଛାମୁଣ୍ଡା,(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ଥାନା ଅଂଚଳରେ ଦେଶୀ ରନ୍ଧା ମଦର କାରବାର ବୃଦ୍ଧି ପାଇବା ବିଷୟ ଜନସାଧାରଣରେ ଅଭିଯୋଗ ହେବା ପରେ ମେଲଛାମୁଣ୍ଡା ଥାନାଧିକାରୀ ମାନସ କୁମାର ଭୋଇଙ୍କ ନିର୍ଦେଶରେ ବିଭିନ୍ନ ଅଂଚଳରେ ଚଢାଉ ହୋଇଥିଲା । ଏଏସଆଇ କେତନ ଧରୁଆଙ୍କ ଟିମ ସକାଳ ୧୦.୪୫ରେ…

ଧନ ସମ୍ପତି ପାଇବା ଲୋଭ ରେ ଜେଜେ ଙ୍କୁ ଜୀବନରୁ ମାରିଦେବା ସହ ଜେଜେମାଆ ଙ୍କୁ ମରଣାନ୍ତକ ଆକ୍ରମଣ କରିଛି ନାତି ଓଂକାର l

(ନିଶ୍ଚିନ୍ତକୋଇଲି - ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା କଳମିଶ୍ରି ଗ୍ରାମ ପଞ୍ଚାୟତ ଲେଣ୍ଡୁରାଭଗବାନପୁର ଗ୍ରାମରେ ଘଟିଛି ଚୋରି, ହତ୍ୟା ଘଟଣା l ନାତି ଧନ ସମ୍ପତି ପାଇବା ଆଶାରେ ଜେଜେଙ୍କୁ ଜୀବନରୁ ଗଳା କାଟି ହତ୍ୟା କରିବା ସହ ଜେଜେ ମାଆଙ୍କୁ…

ଚାଲିଗଲେ ବିଜୁ ବାବୁ ଙ୍କର ବରିଷ୍ଠ ସହଯୋଗୀ

ଶେଷ ଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ ଓ ମହେନ୍ଦ୍ର ବଢ଼େଇ ଜନ୍ମମାଟି ରେ ହେଲା ଅନ୍ତିମ ସଂସ୍କାର ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ମାହୋଲ ସରଗରମ ଥିବା ବେଳେ ଆଜି ସକାଳୁ ପାଇକମାଲ ବ୍ଲକ ଜାମସେଠ ଗ୍ରାମରୁ ଆସିଛି ଏକ ଦୁଃଖଦ ଖବର । ଜାମସେଠ ଗ୍ରାମର ବରିଷ୍ଠ ବିଜୁ…