Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଅପହରଣ ପରେ ଛାଡ଼ ପାଇଲେ ନିର୍ବାହୀ ଯନ୍ତ୍ରୀ,ପୋଲିସ ତଦନ୍ତ ଆରମ୍ଭ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାର ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ କରି ପରେ ଛାଡ଼ି ଦେଇଥିବା ଖବର ମିଳିଛି। ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ତାଙ୍କୁ ବନ୍ଧୁକ ମୁନରେ ଓ ଭୁଜାଲି ଦେଖାଇ ଏକ ବୋଲେରୋ ଗାଡ଼ିରେ ଅପହରଣ କରିନେଇଥିଲେ।
ସୂଚନାଯୋଗ୍ୟ ଯେ, ଏ…
ମୁଣ୍ଡ ନେବାରେ ଥକୁନି କରୋନା, ଆଖି ବୁଜିଲେ ଶିକ୍ଷୟତ୍ରୀ
ବଲାଙ୍ଗୀର/ନିରୋଜ ମିଶ୍ର : ମୁଣ୍ଡ ନେବାରେ ଥକୁନି କରୋନା । ଲୋକେ ଆହୁରି ଆତଙ୍କିତ ହୋଇ ଉଠୁଛନ୍ତି । ସ୍ଥାନୀୟ ମନୋହରପୁର ପୋଲିସ ୟୁପି. ସ୍କୁଲର ଶିକ୍ଷୟତ୍ରୀ ନଳିନୀପ୍ରଭାବ ନାଏକ(୫୪)ଙ୍କ ଆଜି ଦେହାନ୍ତ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ସ୍ଥାନୀୟ ତୁଳସୀନଗର ନିବାସୀ ସଂପୃକ୍ତ…
ସୋନପୁର ରୁ ତାମିଲନାଡୁ ଶ୍ରମିକ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ ।
http://www.youtube.com/watch?v=6zn1U6q8iCY
ମାଲକାନଗିରି:( ବି ଶ୍ରୀନିବାସ ପାତ୍ର)ଓଲଟି ପଡିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ ଗତ କାଲି ରାତିରେ ଏହି ବସ ଟି ମାଲକାନଗିରି ସହର ଦେଇ ସୋନପୁର ରୁ ତାମିଲନାଡୁ ଯାଉଥିବା ବେଳେ ଚମ୍ପାଖାରି ନିକଟରେ ଓଲଟି ପଡିଥିଲା। ଏହି ବସ ରେ ୨୭ଜଣ…
ହାଇୱା ଗାଡ଼ିରୁ ଡିଜେଲ ଚୋରି ଅଭିଯୋଗରେ ଜଣେ ଗିରଫ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ହାଇୱା ଗାଡ଼ିରୁ ଡିଜେଲ ଚୋରି କରିବା ଅଭିଯୋଗରେ ଝାରସୁଗୁଡ଼ାର ବଡ଼ମାଲ ପୋଲିସ ଜଣକୁ ଗିରଫ କରିଛି। ସୂଚନାନୁସାରେ, ବଡ଼ମାଲ ଥାନା ଅନ୍ତର୍ଗତ ତୁମ୍ବେକେଲା ଗ୍ରାମର ଲବ ବାଗଙ୍କ ୨୮ ବର୍ଷ ବୟସ୍କ ପୁଅ ସୂର୍ଯ୍ୟ ବାଗ ବୃନ୍ଦାମାଲର ରେଲୱେ ଷ୍ଟେସନ ପାଖରୁ ଏକ ହାଇୱା…
ଜୟନ୍ତପୁର ପିଚୁ ଫ୍ଯାକ୍ଟ୍ରିରେ ଲାଗିଲା ନିଆଁ-:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )-ଗୁରୁବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର ଜିଲ୍ଲା ଜୟନ୍ତପୁର ପିଚୁ ଫ୍ଯାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା | ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ପହଂଚି ନିଆକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଲକ୍ଷାଧିକ ଟଂକାର ପିଚୁ ଓ ଆଲକାତରା ପୋଡି ଯାଇଥିବା…
ସୁନ୍ଦରଗଡ଼ ପୋଲିସ ଏବଂ ଅବକାରୀ ବିଭାଗର ଚୋରାମଦ ଆଡ଼ା ଗୁଡିକରେ ମିଳିତ ଚଢ଼ାଉ
ଦୁଇଦିନରେ ଚାରୋଟି ଗ୍ରାମରୁ ୧୨୦୦ ଲିଟର ଚୋରାମଦ ଏବଂ ୧୫ କୁଇଣ୍ଟାଲ ମହୁଲଫୁଲ ଜବତ
ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ :- ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଚୋରା ମଦ କାରବାର | ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଜିଲ୍ଲାର କୋଣ ଅନୁକୋଣରେ ପୋଲିସ ଏବଂ ଅବକାରୀ ବିଭାଗ ଦ୍ଵାରା ହେଉଛି ମିଳିତ…
ଆର୍ଥିକ ଅଭାବରୁ ଯୁବକର ଆତ୍ମହତ୍ୟା
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ଆଜି ଦିପହର ସମୟରେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ପତ୍ରାପାଳି ଗ୍ରାମର ଧନେସ ହାତୀ ନାମକ ଜଣେ ଯୁବକ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ଖବର ଦେଇଥିଲା ଯେ ତାର ଭାଇ ବିସିକେସନ ହାତୀ ଟେମରିମାଲ ସ୍ଥିତ ଗନ୍ଧମାର୍ଦ୍ଦନ…
ଗାଡ଼ି ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା -ଭୋଜପୁର ୪୯ନଂ ଜାତୀୟ ରାଜପଥ ରାସ୍ତା କଡ଼ ବିଲରେ ଥିବା ଏକ ମହୁଲ ଗଛରୁ ଗାଡ଼ି ଡ୍ରାଇଭରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି l ମୃତ ଡ୍ରାଇଭର ଜଣକ ହେଲେ କୁଚିଣ୍ଡା ଥାନା କୁଚିଣ୍ଡା-ସର୍ଗିଡିହି ୱାର୍ଡ…
ତୁଷୁରା ଓକିଲ ସଂଘ ସଭାପତିଙ୍କୁ ଅଚିହ୍ନା ଯୁବକ ମାଡ ମାରି ଫେରାର
ବଲାଙ୍ଗୀର/ତୁଷୁରା- ବଲାଙ୍ଗୀର ଜିଲ୍ଲା ତୁଷୁରା ତହସିଲ ସମ୍ମୁଖରେ ତୁଷୁରା ଓକିଲ ସଂଘର ସଭାପତି ଆର୍ତ୍ତତ୍ରାଣ ପୁରୋହିତକୁ ଅଚିହ୍ନା ଯୁବକ ମାଡ ମାରି ଫେରାର ହୋଇ ଯାଇଥିବା ବେଳେ ଏନେଇ ତୁଷୁରା ଥାନାରେ କେଶ ନଂ ୧୨୯/୨୦୨୦ ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଥିବା ତୁଷୁରା ଥାନାଧିକାରୀ…
କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ସଫେଇ ନଦୀରୁ ଉଦ୍ଧାର
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :- ଝାରସୁଗୁଡା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ଆଷ୍ଟିମେଟର କାର୍ୟ୍ଯ କରୁଥିବା କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ନାଏକ ୪୫ ଗତକାଲି ଅପ୍ରନ୍ହ ସାଢ଼େ ୫ ଟା ସମୟରେ ଅଫିସ କାର୍ଯ୍ୟାଳୟ ଠାରୁ କାମ ସାରି ନିଜ ଘର ଭେଡ଼ାବାହାଲ ଅଭିମୁଖେ ବାହାରିଥିବା ସୂଚନା…