Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସମସ୍ତ ପୂର୍ବାନୁମାନ ଭୂଲ : ଝଟକିଲେ ସପ୍ତଗିରି
ରାୟଗଡା (ସରୋଜ କୁମାର ସାହୁ) – ଓଡିଶାରେ ଥିବା ୨୧ ଗୋଟି ଲୋକସଭା ଆସନରୁ କଂଗ୍ରେସ ଦଳ ଗୋଟିଏ ମାତ୍ର କୋରାପୁଟ ଲୋକ ସଭା ଆସନ ଜିତି କଂଗ୍ରେସର ସମ୍ମାନକୁ ବଜାୟ ରଖିଛି । କୋରାପୁଟ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲ୍ଲାକା ବିଜେଡି ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କୁ ୪୦୫୬ ଭୋଟ…
ରାତିରେ ଉଇଁଲା ସୁରୁଜ, ବାଜି ମାରିନେଲେ ଅଧିରାଜ
ନୂଆପଡା /ପ୍ରିୟବ୍ରତ ପଣ୍ଡା ,ବାଜି ମାରିନେଲେ ଅଧିରାଜ ଖଡ଼ିଆଳ ବିଧାନସଭା ଚାଲିଥିଲା ଘମାଶାନ ବିଜେଡି ଓ ବିଜେପି ର ଜବରଦସ୍ତ ପଲଟବାର ହୋଇଥିଲା | ଜନସମର୍ଥନ ରୂପୀ ରଣକ୍ଷେତ୍ର ରେ ହେଲେ ନିଜ ନିଆରା ଗୁଣ ଯୋଗୁଁ ସବୁଠାରେ ଲୋକପ୍ରିୟତା ପ୍ରାପ୍ତ କରିଥିବା କଂଗ୍ରେସ ପ୍ରତ୍ୟାଶି ହୋଇଛନ୍ତି…
ପଦ ଛାଡିଲେ ନିରଞ୍ଜନ
ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟକୁ ନେଇ ବିବାଦରେ ଓ ଟାର୍ଗେଟରେ ଥିବା ପିସିସି ସଭାପତି ନିରଞ୍ଜନ ପଟନାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ନିକଟକୁ ପଠାଇ ଦେଇଛନ୍ତି | ବିଧାନସଭାରେ ଗତଥର ଅପେକ୍ଷା ଅଧିକ ଆସନ…
ମହକିଲେ କୁସୁମ, ଝାଉଁଳିଲେ ଯୋଗେଶ
ସୁନ୍ଦରଗଡ ବିଧାନସଭା ଆସନରେ ବଜାୟ ରହିଲା ପରମ୍ପରା
ତଳସରାରେ ବିଜେପିର ପ୍ରଥମ ବିଜୟ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡରେ ମହକିଛନ୍ତି କୁସୁମ | ଫୁଟିଛି ଫୁଲ | ଝାଉଁଳି ଯାଇଛନ୍ତି ଯୋଗେଶ | ସୁନ୍ଦରଗଡ଼ ବିଧାନସଭାରେ ବାଜି ମାରିଲେ କୁସୁମ ଟେଟେ। ବିଜେପି ପ୍ରାର୍ଥୀ ଭାବେ ସେ …
ରବି ଧରାଶାୟୀ, କିଶୋର ବିଜୟୀ
କୁଚିଣ୍ଡା (ଅଜୟ କୁମାର ବାଘ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା ଆସନରେ ରେ ଶଙ୍ଖ ବାଜିଛି l ବିଜେଡ଼ି ପ୍ରାଥୀ କିଶୋର ଚନ୍ଦ୍ର ନାୟକ ୭୨,୪୪୦ ବିଜୟ ଲାଭ କରିଛନ୍ତି l ସେ ବିଜେପି ପ୍ରାଥୀ ତଥା ଟାଣୁଆ ନେତା ରବିନାରାୟଣ ନାୟକଙ୍କୁ ୩୯୦୦ ଖଣ୍ଡ ଭୋଟରେ ହରାଇଛନ୍ତି l ରବି ଙ୍କୁ ୬୮,୫୪୦ ଖଣ୍ଡ…
ରେକର୍ଡ ଭାଙ୍ଗିଲେ ମନ୍ତ୍ରୀ ସୁଶାନ୍ତ
ବରଗଡ : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଇ ଜାତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ସେହିପରି ଭଟଲି ନିର୍ବାଚନମଣ୍ଡଳୀ ଇତିହାସରେ ବି ରେକର୍ଡ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ | ଭଟଲି ବିଧାନସଭା ନିର୍ବାଚନ…
ଏଇ ଐତିହାସିକ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର : ବିଜୟ
ଭୁବନେଶ୍ୱର; ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ବିଜୟକୁ ଅନନ୍ୟ ଓ ଐତିହାସିକ ବୋଲି ଅଭିହିତ କରି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏହି ବିଜୟର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ…
ଯାହା କହୁଛି କହୁଥାଉ ଏକଜିଟ ପୁଲ, ଫଳାଫଳ ବନାଇପାରେ ଫୁଲ
କିଏ ଜିତିବ ଓ ସରକାର ଗଢ଼ିବ, ଦୁଇ ରାତି ପହିଲେ ଇଭିଏମ କହିବ
ବାରିପଦା- ମୁଖ୍ୟ ନିର୍ବାଚନ କମିଶନର ୨୦୧୯ ମାର୍ଚ୍ଚ ୧୦ ରବିବାର ଭାରତରେ ୭ ପର୍ଯ୍ୟାୟରେ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇଥିଲେ ଓ ଏହି ମହାସମର ଗତ ମେ ୧୯ରେ ଶେଷ ହୋଇଥିଲା । ଇଭିଏମ ମଧ୍ୟରେ ପ୍ରାର୍ଥୀମାନଙ୍କର ଭାଗ୍ୟ…
ଲୋକଙ୍କ ମୁଡ଼ : ହେଟ୍ରିକ କରିବେ ମନ୍ତ୍ରୀ ସୁଶାନ୍ତ, ଖାଲି ଔପଚାରିକତାକୁ ଅପେକ୍ଷା
ବରଗଡ : ରାଜନେତା ଭାବେ ନୁହେ, ଭଟଲି ଅଂଚଳରେ ନିଜର ସହଯୋଗ ଓ ସେବା ମାନସିକତା ପାଇଁ ପରିଚିତ ଯୁବନେତା ତଥା ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିପକ୍ଷଙ୍କୁ ବ୍ୟୁହଭେଦ କରି ଏଥର ହ୍ୟାଟ୍ରିକ ମାରିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକଙ୍କ ମୁଡ଼ରୁ ପ୍ରତିଫଳିତ ହେଉଛି | କେବଳ ଭଟଲି…
ଏକଜିଟ ପୋଲ ରିପୋର୍ଟ ସତ୍ତ୍ୱେ ବାଙ୍ଗିରିପୋଷି ଉପରେ ସମସ୍ତଙ୍କ ନଜର
କାକା-ପୁତୁରା ଲଢେ଼ଇରେ ହାରଜିତକୁ ନେଇ ଚାଲିଛି ଅଙ୍କକଷା
ବାରିପଦା(୦୪/୦୪)- ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ ଗଠିତ ହୋଇଥିବା ଓଡ଼ିଶା ବିଧାନସଭାର ୨୯ ନମ୍ବର ବାଙ୍ଗ୍ରିପୋଷି(ସଂ) ବିଧାନସଭା କ୍ଷେତ୍ର ଉପରେ ରହିଛି ମୟୂରଭଞ୍ଜବାସୀଙ୍କ ନଜର । ଗତ…