Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ରାଜ୍ୟରେ ଭୁଷୁଡି ପଡିଛି ଆଇନଶୃଙ୍ଖଳା ପରିସ୍ଥିତି
ଆସନ୍ତା କାଲି ସମସ୍ତ ଜିଲ୍ଲା ସଦର ମହକୁମା ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର (ଶାସକ ପ୍ରଶାସକ) – ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି । ବିଶେଷକରି ନାରୀ ଅପହରଣ ଓ ଦୁଷ୍କର୍ମ ଆଶାତୀତ ଭାବେ ବୃଦ୍ଧି ପାଇଛି । ନାବାଳିକା ଅପହରଣ ଏବଂ ବଳାକ୍ରାର ଘଟଣା…
କଥା ରଖି କଲେ ଜନଶୁଣାଣୀ ମନ୍ତ୍ରୀ ଅରୁଣ ସାହୁ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :ନିର୍ବାଚନରେ ଜିତିବା ପରେ କୃତଜ୍ଞତା ଜଣାଇବାକୁ ଆସି ଦେଇଥିବା ପ୍ରତିଶ୍ରୁତି ଆଧାରରେ ନୟାଗଡ ବିଧାୟକ ତଥା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ରବିବାର ଓଡଗାଁରେ କରିଛନ୍ତି ତାଙ୍କର ଜନଶୁଣାଣୀ | ଲୋକମାନଙ୍କ ସହିତ ସିଧାସଳଖ ବାର୍ତ୍ତାଳାପ…
“ହମ ନାଲି ୟା ଶୌଚାଳୟ ସାଫ କରନେ କେ ଲିୟେ ସାଂସଦ ନହିଁ ବନେ ହେ “
ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ପୁଣି ଏକ ବିବାଦୀୟ ବୟାନ
ଭୋପାଲ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଛତାକୁ ନେଇ ଗୁରୁତ୍ୱର ସହ ଚିନ୍ତା କରୁଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଜାରିରହିଛି | ପ୍ରଧାନମନ୍ତ୍ରୀ ମଧ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ…
ଭାଜପାର ଜିଲ୍ଲା ସ୍ତରୀୟ ସଂଗଠନ ପର୍ବ ଓ ସଦସ୍ୟତା ସଂଗ୍ରହ ଅଭିଯାନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ପକ୍ଷରୁ ଜିଲ୍ଲା ସ୍ତରୀୟ ସଂଗଠନ ପର୍ବ ଓ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାଜପାର ପୂର୍ବ ସଂଗଠକ ସମ୍ପାଦକ ସାରଦା ଶତପଥୀ ଅତିଥି…
ଏଥର ସାଂସଦଙ୍କ ପରୀକ୍ଷା, ପ୍ରତି ଦି ମାସରେ ଥରେ ହେବ ପରଫରମାନ୍ସ ଅଡିଟ
ସଂସଦ ମାନଙ୍କୁ ପତ୍ର ଲେଖିଲେ ନବୀନ
ଭୁବନେଶ୍ୱର,: ବିଜୁ ଜନତା ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ସଠିକ୍ ଭାବରେ ଉପସ୍ଥାପନ କରିବାପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଏକ ପତ୍ର ଲେଖି ଦଳର ସାଂସଦ…
ବିଜୟଙ୍କ ବିଜୟ ସୁନିଶ୍ଚିତ : ଧର୍ମେନ୍ଦ୍ର
ପାଟକୁରାରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର
ବିଜୟ ବାବୁ ବିଧାୟକ ହେଲେ ମୋଦି ଦେଉଥିବା ଟଙ୍କାର ହିସାବ ପାଟକୁରାର ଲୋକମାନେ ପାଇପାରିବେ ଓଡିଶାରେ ଗୋଟିଏ ଦଳ ଦୀର୍ଘ ୨୦ ବର୍ଷ ଧରି ଶାସନରେ ରହି ମଧ୍ୟ ଗରିବ ଲୋକମାନଙ୍କ ସମସ୍ୟାର ସମାଧାନ ହୋଇନାହିଁ ପାଟକୁରାବାସୀଙ୍କ ଅହେତୁକ…
ରେଳ ବଜେଟରେ ମୟୂରଭଞ୍ଜକୁ ଅଣଦେଖା- କ୍ଷୋଭ ପ୍ରକାଶ କଲେ ସରୋଜିନୀ
ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରୀୟ ରେଳ ବଜେଟରେ ମୟୂରଭଞ୍ଜ ଜିଲ୍ଲାକୁ କ୍ରମାଗତ ଅବହେଳା ପ୍ରଦର୍ଶନ କରାଯାଇଆସୁଛି । ଜିଲ୍ଲାରେ ନୂତନ ରେଳପଥର ବିକାଶ ଓ ସମ୍ପ୍ରସାରଣ ସହ ନୂତନ ଟ୍ରେନ ଚଳାଚଳ ଆଦି ବିଭିନ୍ନ ଦାବିକୁ ନେଇ ମୟୂରଭଞ୍ଜବାସୀ ଆନେ୍ଦାଳନ କରିଆସୁଥିଲେ ମଧ୍ୟ ରେଳ ବଜେଟରେ…
ମୋ ନିର୍ବାଚନମଣ୍ଡଳୀ ଲୋକଙ୍କ ସମସ୍ୟା ମାନେ ମୋର ସମସ୍ୟା : ବିଧାୟକ ଶ୍ରୀ ମେହେର
ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଜେଲରୁ ଜାମିନ ପାଇଁ ମୁକୁଲିବା ପରେ ପାଟଣାଗଡ ବିଧାୟକ ଶ୍ରୀ ସରୋଜ ମେହେର ସମାଜ ସେବାରେ ନିୟୋଜିତ ହେବାର ଦେଖିବାକୁ ମିଲିଛି | ଆଜି ବେଲପଡାବ୍ଲକ ଅଞ୍ଚଲରେ ଶ୍ରୀ ମେହେର ପ୍ରଧାନମନ୍ତ୍ରୀ ଆବାସ ଏବଂ ବାର୍ଦ୍ଧକ୍ୟ ଭତ୍ତା କାର୍ଡ…
ଓଡିଶାର ଐତିହ୍ୟ ସମ୍ପନ୍ନ କିର୍ତୀରାଜି ତଥା ପର୍ଯ୍ୟଟନ କ୍ଷେତ୍ର ପ୍ରତି କେନ୍ଦ୍ର ମୋଦି ସରକାରଙ୍କ ଅବିଚାର…
ଭୁବନେଶ୍ୱର (ଶାସକ ପ୍ରଶାସକ)– କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର’ ତାଲିକାରେ ଓଡିଶାର ନାମକୁ ବିଚାରକୁ ନ ନିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତବ୍ୟକ୍ତ କରିଛି କଂଗ୍ରେସ । ଆଜି ଏକ ପ୍ରେସ୍ ଇସ୍ତାହାରରେ ଓଡିଶା ପ୍ରତି ଏଭଳି…
ବାରବାଟୀ ଠାରେ ସଦସ୍ୟତା ଅଭିଯାନରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଓ ସଦର ବିଧାୟକ
ଜିଲ୍ଲା ସଂଗଠନକୁ ମଜବୁତ କରିବା ପାଇଁ ନେତାଙ୍କ ଆହ୍ୱାନ
ବାଲେଶ୍ୱର(ଉଜ୍ଜ୍ୱଳ କର): ଭାରତୀୟ ଜନତା ପାର୍ଟିିର ସଂଗଠନ ପର୍ବ ଅନ୍ତର୍ଗତ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଚାଲୁଥିବା ବେଳେ ଅନୁରୂପ ବାଲେଶ୍ୱର ସହରର ବାରବାଟୀଠାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ଜିଲ୍ଲା…