ଝାରସୁଗୁଡା ଜିଲ୍ଲା ବିଜେଡି ତରଫରୁ ସ୍ବର୍ଗତ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

0

ଝାରସୁଗୁଡା/ ସୁବାଷ ସାହାରେ : ବିଜେଡିର ଦିବଂଗତ ବିଧାୟକ ତଥା ଦଳର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କୁ ଝାରସୁଗୁଡା ଜିଲ୍ଲା  ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି |  ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ  ବିଜେଡି ଏସସି ସେଲ୍ ଜିଲ୍ଲା ସଭାପତି ଶ୍ରୀ ଜୟ ପ୍ରକାଶ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ |  ଏହି ସଭାରେ ଯୋଗ ଦେଇଥିବା ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ବିଷ୍ଣୁ ଚରଣ ଦାସ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ତାଙ୍କ ଅମର ଆତ୍ମାର ମଙ୍ଗଳ ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା କରିଥିଲେ।  ଏହି ବୈ ଠକରେ ବରିଷ୍ଠ ସଦସ୍ୟ ଶ୍ରୀ ତାପସ ରାୟ ଚୌଧୁରୀ, ଶ୍ରୀ ସନ୍ଦୀପ ଅବସ୍ତି ଯୋଗ ଦେଇଥିଲେ।   ତ୍ରିନାଥ ଗୁଆଲ, ଜୟ କୁମାରୀ ପଟେଲ,  ମନୋରଂଜନ ମହାପାତ୍ର, ପ୍ରଶାନ୍ତ ଜେନା,  ତୁଲସୀ ପ୍ରସାଦ ଦାସ,  ଦାମୋଦର ନାଥ,  ଦିଗମ୍ବର ଭୋଇ, ନାରାୟଣ ଦାର,  ଶଶିଭୂଷଣ ତିୱାରୀ, ଅରୁଣ ଚଇନୀ,  ଭୁବନେଶ୍ୱର ହାତି,  ବାସୁଦେବ ସେଠୀ,  ମନୋଜ ଦୋରା,  ସୁବାଷ ସେଟ୍, ଲିଙ୍ଗରାଜ ମହାପାତ୍ର, ଶ୍ଦେବେନ୍ଦ୍ର ମହାପାତ୍ର, ଉଦିତ ଚୌଧୁରୀ, ଶ୍ରୀ ଗୁରୁଚୁରନ୍ ଛୁରା, ଶ୍ରୀ ଜିତେନ୍ଦ୍ର ନାୟକ, ଶ୍ରୀ ହିମାଂଶୁ ବେଶନ ,ନରେଶ ସିଂ ,ନନ୍ଦଲାଲ ପଟେଲ  ’ଦିବସ ପାଳନ ଉତ୍ସବ ପାଳନ କରାଯାଇଥିଲା ଏବଂ ପରେ କୋଭିଡ -୧୯ ଅଧିନିୟମ, ସାମାଜିକ ଦୂରତାକୁ ବି ପାଳନ କରାଯାଇଥିଲା  |  ଶେଷରେ ଶୋକସନ୍ତପ୍ତ ପରିବାରଙ୍କ ଉଦ୍ଦେଶ୍ୟରେ  ସମବେଦନା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.