ଦୁଇ ବାଇକ ଚୋର ସମେତ ଗୋଟିଏ ମୋବାଇଲ ଚୋର ଗିରଫ

0

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ଆଜି ସୁନ୍ଦରଗଡ଼ ଟାଉନ ପୋଲିସ ପକ୍ଷରୁ  ଦୁଇଟି ବାଇକ ଚୋର ଏବଂ ଗୋଟିଏ ମୋବାଇଲ ଚୋର କୁ ଗିରଫ କରିଛି | ପ୍ରାପ୍ତ ସୂଚନା ରୁ ଜାହାଜଣାପଡିଛି ଦୁଇ ବାଇକ ଚୋର କିଛିଦିନ ଆଗରୁ ମହେଶଡ଼ିହି ଅଞ୍ଚଳରୁ ଗୋଟିଏ ବାଇକ ଚୋରୀ କରିଥିବା ବେଳେ ଆଜି ସେହି ଚୋରୀ ବାଇକ ଯୋଗେ ଆସି ଆହୁରି ଗୋଟିଏ ବାଇକ ଚୋରୀ କରିବା ପାଇଁ ଖମାରିପଡ଼ା  ଅଞ୍ଚଳରେ ପ୍ରୟାସ କରୁଥିବା ସମୟରେ ହିଁ ଟାଉନ ଥାନା ପୋଲିସ ସେମାନଙ୍କୁ କାବୁ କରିଥିବା ଜଣା ପଡିଛି |

        

Leave A Reply

Your email address will not be published.