Browsing Category

ରାଜନୀତି

 ‘ଜଷ୍ଟିସ୍ ଡ଼ିଲେଡ଼୍ ଜଷ୍ଟିସ୍ ଡ଼ିନାଏଡ଼୍’ : ବିଳମ୍ବିତ ନ୍ୟାୟ , ନ୍ୟାୟ ନୁହେଁ-ଧର୍ମେନ୍ଦ୍ର ପ୍ରଧାନ

ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ମତ ଭୁବନେଶ୍ୱର-ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପ୍ରସଙ୍ଗରେ ବିଲମ୍ବିତ ନ୍ୟାୟ , ନ୍ୟାୟ ନୁହେଁ ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪…

ପୁଣି ନବୀନଙ୍କୁ ପୋଡା ଟ୍ରାନଫର୍ମର କହି “ଉଖାଡ କେ ଫେଂକ ଦୋ” ବୋଲି ଆହ୍ୱାନ ଦେଲେ ଶାହା 

 ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନରେ ଶାହା ଗର୍ଜନ  ପୁରୀ:  ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନର ଦ୍ୱିତୀୟ ଦିନରେ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗଦେଇ ତାଳବଣିଆ ହେଲିପ୍ୟାଡ୍ ନିକଟରେ ଆୟୋଜିତ ସାଧାରଣ…

ସପ୍ତାହକ ମଧ୍ୟରେ ୧୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ 

 ଛାତ୍ର ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ପ୍ରଥମ ଦିନରେ ୬୭୩ ୟୁନିଟ୍‍ ରକ୍ତ ସଂଗ୍ରହ ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ…

“ଅସାଧୁ, ଅଯୋଗ୍ୟ କଳାପାହାଡ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଆୟୁଧ କରି ମିଛ କହୁଛନ୍ତିି”

ନୂଆ ଭାରତ ଗଢି ତୋଳିବାର ଲମ୍ବାଦୌଡ ପାଇଁ କେନ୍ଦ୍ର ବଜେଟ୍ ଏକ ଭିତିଭୂମି -ଧର୍ମେନ୍ଦ୍ର ଭୁବନେଶ୍ୱର,-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଥମ ଦିନରୁ ସ୍ପଷ୍ଟତା ଥିଲା ଯେ ତାଙ୍କ ସରକାର ଗରିବ ଲୋକଙ୍କ ପାଇଁ ସମର୍ପିତ ରହିବ । ଭାରତ ସରକାର ଆଣିଥିବା ଯୋଜନା ଗୁଡିକ ଲମ୍ବା ସମୟର ରଣନୀତିର…

ଅନୁସୂଚିତ ଜାତି ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି କାଟର ପ୍ରତିବାଦ : ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦସ୍ତଖତ ଅଭିଜାନ…

ନୂଆପଡ଼ାରୁ ଜିଲ୍ଲା ପ୍ରତିନିଧି ଅମିତ କୁମାର ପୁରୋହିତ    କେନ୍ଦ୍ର ସରକାର ରାଜ୍ୟର ଅନୁସୂଚିତ ଜାତିରେ ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଅନୁଦାନ ଅଂଶଧନ କାଟ୍ ପ୍ରତିବାଦରେ ଆଜି ଜିଲ୍ଲାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଦସ୍ତଖତ ସଂଗ୍ରହ ଅଭିଜାନ ଆରମ୍ଭ ହୋଇ ଯାଇଛି । କେନ୍ଦ୍ର…

ମୋଦିଜୀଙ୍କ ପରଫର୍ମାନସକୁ ଫେଲ ମାର୍କ !!!!

ଭୁବନେଶ୍ୱର :  ପ୍ରଥମ ଥର ପାଇଁ ନବୀନ ବାବୁ ଖାତାପତ୍ର ହିସାବ କରି  ମାର୍କ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ | ଆଗରୁ ଜେନେରାଲଇଜ କରି କହୁଥିବା ନବୀନ ବାବୁ ମୋଦିଜୀଙ୍କ ବଜେଟକୁ ଏଥର ଫେଲ ମାର୍କ ଦେଇଛନ୍ତି | ମାନେ ୧୦ ମାର୍କରୁ ଅଢେଇ ମାର୍କ |  ମାନେ ଆମେ ଜାଣିଛେ ପାସ ହେବାପାଇଁ କୌଣସି…

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ହତାଶାକୁ ଦର୍ଶାଉଛି : ବିଜେଡି 

ଭୁବନେଶ୍ୱର, - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ସପୋ ଓ ସରୋଜ ସାହୁଙ୍କ ସହ ସମ୍ପର୍କ ଅଭିଯୋଗ ଆଣି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ବିଜେଡି ସମାଲୋଚନା କରିଛି । ତାହା ଶ୍ରୀ ପ୍ରଧାନଙ୍କ ନିମ୍ନମାନର ଚିନ୍ତାଧାରା ଓ ହତାଶାକୁ ପଦାରେ…

ଅନ୍ତରୀଣ ବଜେଟ୍ ଦେଶରେ ନୂଆ ଅର୍ଥନୈତିକ ସମ୍ଭାବନା ଆଣିବ, ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଏହା ଯୁଗାନ୍ତକାରୀ ବଜେଟ୍ …

ନୂଆଦିଲ୍ଲୀ/ଭୁବନେଶ୍ୱର,(Sanjib Nayak) - ଅର୍ଥମନ୍ତ୍ରୀ ପିୟୂଷ ଗୋଏଲଙ୍କ ବଜେଟ  ଅର୍ଥନୈତିକ  ସମ୍ଭାବନା ଆଣିବ । ବିଶେଷ କରି ଗରିବ ଲୋକ ବସବାସ କରୁଥିବା ରାଜ୍ୟ ଗୁଡିକରେ ଏହି ବଜେଟ୍ର ପ୍ରଭାବରେ ଏହି  ସମାଜର ପ୍ରଗତିକୁ କେହି ରୋକିପାରିବେ ନାହିଁ । ନରେନ୍ଦ୍ର ମୋଦିଙ୍କ ସରକାର ବିଗତ ୫…

– ରାହୁଳଙ୍କ ପ୍ରତି ବିଜେପିର ଭୟ ବଜେଟରେ ପ୍ରତିଫଳିତ, ମଧ୍ୟବିତଙ୍କୁ ପ୍ରଲୋଭିତ କରିବାକୁ ପ୍ରଚେଷ୍ଟା  : ନିରଂଜନ

ଭୁବନେଶ୍ୱର,୦୧ ଫେବୃଆରୀ -  କେନ୍ଦ୍ରର ବିଜେପି ସରକାର ସଂସଦରେ ଆଗତ କରିଥିବା ଅନ୍ତରୀଣ ବଜେଟରେ ନିର୍ବାଚନୀ ବାଧ୍ୟବାଧକତା ପ୍ରତିଫଳିତ ହୋଇଛି । ଗତ ଚାରିବର୍ଷ  ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟବିତ ଶ୍ରେଣୀକୁ ଚରମ ଅବହେଳା ପ୍ରଦର୍ଶନ କରିଥିବା ନରେନ୍ଦ୍ର ମୋଦିଙ୍କ ସରକାର ଏହି କାମଚଳା ବଜେଟରେ…

ଭଦ୍ରକ ଲୋକସଭା ଆସନ ପାଇଁ ବିଧାନସଭାଓ୍ୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର : ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି କଂଗ୍ରେସ । କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ଆସନ ପର୍ଯ୍ୟବେକ୍ଷକ ସତ୍ୟପ୍ରକାଶ ନାୟକ ଶୁକ୍ରବାର ଧାମନଗର ପାଇଁ ମନୋଜ ମହାପାତ୍ର,…