ବିଜେପି ର ଆତଙ୍କବାଦ ବିରୁଦ୍ଧରେ ଧାରଣା

0

ନୂଆପଡ଼ା(ଅମିତ କୁମାର ପୁରୋହିତ) ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଦ୍ୱାରା ନିହତ ବୀର ସହୀଦ ଯବାନ ମାନଙ୍କୁ ଅଶ୍ରୃଳ ଶ୍ରଦ୍ଧାଞଳି ପୂର୍ବକ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଶିବପ୍ରସାଦ ମୁଣ୍ଡଙ୍କ ନେତୃତ୍ୱରେ  ଆଜି ଦିନ ୯ଘଣ୍ଟା ସମୟରୁ ୧୧ ଘ ପର୍ଯ୍ୟନ୍ତ ଆତଙ୍କବାଦ ବିରୁଦ୍ଧରେ ଧାରଣା ଦେଇ ଆତଙ୍କବାଦର ମୁଳୋତ୍ପାଟନ  କରାଯିବା ପାଇଁ  ଦାବି କରିଥିଲେ । ରାଜ୍ୟ କାଯ୍ୟକାରୀଣି ସଦସ୍ୟ ଯଦୁମଣି ପାଣିଗ୍ରହୀ, ମନିଜର ଆର୍ଯ୍ୟ, ଚତୁର୍ଭୁଜ ଶର୍ମା, ଗୋଲଡି ଅଗ୍ରୱାଲ, ମୁନ୍ନା ମହାପାତ୍ର, ଅଭିନନ୍ଦନ ପଣ୍ଡା, ତୁଲସ ପଟେଲ, ଦୃଷ୍ଟିଚନ୍ଦ୍ର ମାଝି, ମଳୟ ମଣ୍ଡଲ, ଜେମାମଞରୀ ପାଣ୍ଡେ, ସରିତା ସିଂ, ସରିତା ବାଗ, ରାଜେଶ୍ୱରୀ ଠାକୁର ପ୍ରମୁଖ ଧାରଣାରେ ସାମିଲ ଥିଲେ । 

Leave A Reply

Your email address will not be published.