Browsing Category

Recent News

ସ୍ବାଗତଂ ….ସ୍ବାଗତଂ….ସୁସ୍ବାଗତଂ.

   ଓଡିଶା ଗସ୍ତରେ ଆସିଥିବା ଭାରତର ପ୍ରଧାନ ବିଚାରପତି ବା ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ଦୀପକ ମିଶ୍ରଙ୍କୁ ଭୁବନେଶ୍ୱର ବିମାନବନ୍ଦରଠାରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଉଛି .  

ବିଜେପିର ହାବଭାବ ଦେଖି ବଦଳୁଛି ନବୀନଙ୍କ ଷ୍ଟାଇଲ

  ଏବେ ତରତର ନୁହେଁ ଭାବିଚିନ୍ତି କାର୍ଯ୍ୟାନୁଷ୍ଠାନ   ଭୁବନେଶ୍ୱର /chakradhar majhi  : ଆଗରୁ ଅଭିଯୋଗ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦୋଷ ସାବ୍ୟସ୍ତ ହେବ ଯାଏ ନେତାଙ୍କୁ  କୋଉ ସନ୍ଦୀକୁ ଫିଙ୍ଗି ଦେଉଥିବା ଏପରିକି ଦୁର୍ନୀତି ର ଛାୟାରେ ମୁଣ୍ଡ ଗଡାଇଦେଉଥିବା ନବୀନ…

ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ଲୋକଙ୍କ ସମସ୍ୟା ବୁଝନ୍ତୁ 

  ଅଧିକାରୀ ମାନଙ୍କୁ ରାଜ୍ୟ ଶ୍ରମ ବିଭାଗ ସଚିବଙ୍କ ପରାମର୍ଶ  ବାଲେଶ୍ୱରରୁ ଉଜ୍ଜ୍ୱଳ କର  :   ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ସାଧାରଣ ଲୋକଙ୍କର ସମସ୍ୟା ସମ୍ପର୍କରେ ହୃଦବୋଧ ହେବା ସହ ଏହାର ଯଥା ସମ୍ଭବ ସମାଧାନ କରିବାକୁ ରାଜ୍ୟ ଶ୍ରମ ଏବଂ ଇଏସଆଇ ବିଭାଗର ପ୍ରମୁଖ ଶାସନ ସଚିବ…

ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟହାର

 ଭୁବନେଶ୍ୱର : ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ବିଜୁ ଜନତା ଦଳରୁ ନିଲମ୍ବିତ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟିକ ! ହେଲେ ଅନୁରୂପ ଘଟଣାରେ ଗିରଫ ହୋଇ ଜେଲ ଯିବା ପରେ ଅଦାଲତଙ୍କ ଦ୍ୱାରା ଜାମିନ ପିଠିଣ ଆଦିବାସୀ…

କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଆସିବା ଏକ ଫାର୍ସ ଓ ରାଜନୈତିକ ପରିହାସ : ପ୍ରତାପ ଦେବ

ଭୁବନେଶ୍ୱରରୁ ଚକ୍ରଧର ମାଝି: ଭାରତୀୟ ଜନତା ପାର୍ଟିର ଅନୁଧ୍ୟାନକାରୀ ଦଳ ଆସିବା, ଓଡ଼ିଶା ଚାଷୀଙ୍କ ସମସ୍ୟା ବୁଝିବା ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ଏବଂ ଠିକ୍‍ ତା’ପରେ କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଆସିବା ଏକ ଫାର୍ସ ଓ ରାଜନୈତିକ ପରିହାସ ମାତ୍ର ବୋଲି କହିଛନ୍ତି ବିଜେଡି…

ଏକଦା ଅବହେଳିତ କୃଷ୍ଣପ୍ରସାଦ ବ୍ଲକ ଆଜି ବିକାଶର ଶୀର୍ଷରେ: ଦାସବର୍ମା

କୃଷ୍ଣପ୍ରସାଦ ବ୍ଲକରେ ଜନସଂପର୍କ ପଦଯାତ୍ରା ଉଦ୍‍ଯାପିତ ପୁରୀରୁ ଅଭିଶେଖ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍‍ଟନାୟକଙ୍କ ଆହ୍ୱାନକ୍ରମେ ଆମ ଗାଁ ଆମ ବିକାଶର ବାର୍ତ୍ତା ଜନସଂପର୍କ ପଦଯାତ୍ରା ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…

ଗରିବଙ୍କୁ ବି ମାଗଣା ନ୍ୟାୟିକ ସେବା 

ରାଷ୍ଟ୍ରୀୟ ଆଇନ ସେବା ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ- ବାରିପଦା :  ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ସେବା ଦିବସ ପାଳନ ଅବସରରେ ମାଗଣା ଆଇନ ସେବା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ମୟୂରଭଞ୍ଜ…

ଶ୍ରମ ଆଇନକୁ ଫାଲକନର ଆଖିମିଟୀକା 

  ଫାଲକନ ମେରାଇନରେ ପୁଣି ଶ୍ରମିକଶୋଷଣ:  ଫାଲକନ୍ ମାନୁନାହିଁ ଶ୍ରମ ଆଇନ ଶ୍ରମବିଭାଗ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି  ସରକାର ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ଓ ଶ୍ରମ ଆଇନର ସରଳୀକରଣ ପାଇଁ୪୦ରୁ ଉର୍ଦ୍ଧଶ୍ରମ ଆଇନ କୁ ୪ରେ ସୀମିତ କଲେଣି  ।ହେଲେ ବାଡ ଯଦି ଏଠି ଫସଲ ଖାଏ, ତାହେଲେ…

ମୁଣ୍ଡମାଳରେ ‘ଉଜ୍ଜ୍ୱଳା ଯୋଜନା’ରେ ଗ୍ୟାସ ବଣ୍ଟନ 

  ବ୍ୟାସନଗର/district correspondent Jayasankar Dash : ଭାରତୀୟ ଜନତା ପାର୍ଟି ବ୍ୟାସଦେବ ମଣ୍ଡଳ ତରଫରୁ ବ୍ୟାସନଗର ମ୍ୟୁନିସପାଲିଟିର ୨୪ ନଂ. ୱାର୍ଡ ମୁଣ୍ଡମାଳର ହନୁମାନ ମନ୍ଦିରଠାରେ ପ୍ରଧାନମନ୍ତ୍ରୀଙ୍କ ‘ଉଜ୍ଜ୍ୱଳା ଯୋଜନା’ରେ ମାଗଣାରେ ଗୁରୁବାର ଗ୍ୟାସ ବଂଟନ କରାଯାଇଛି । ଭା.ଜ.ପା…

 ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କୁ ୧ ବର୍ଷ ଜେଲ ଦଣ୍ଡ

  ବାରିପଦାରୁ ଦିଲ୍ଲୀପ ମହାନ୍ତି : ବାରିପଦା ଅର୍ବାନ ବ୍ୟାଙ୍କ ରୂଣ ଅନିୟମିତତା ମାମଲା: ପୂର୍ବତନ ବ୍ୟାଙ୍କ ସଭାପତି ତଥା ପୂର୍ବତନ ବିଧାୟକ ବିମଳା ଲୋଚନ ଦାସ ଓ ରୁଣୀ ଜୟନ୍ତ ମହାପାତ୍ରଙ୍କୁ ୧ ବର୍ଷ ଜେଲ ଓ ୧,୧୦,୦୦୦ ଟଙ୍କା ଜୋରିମାନା ! ଜୋରିମାନା ର ୯୫୦୦୦ ଯିବା ବ୍ୟାଙ୍କକୁ ! ଦୁଇଜଣ…