ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟହାର

0

 ଭୁବନେଶ୍ୱର : ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ବିଜୁ ଜନତା ଦଳରୁ ନିଲମ୍ବିତ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟିକ ! ହେଲେ ଅନୁରୂପ ଘଟଣାରେ ଗିରଫ ହୋଇ ଜେଲ ଯିବା ପରେ ଅଦାଲତଙ୍କ ଦ୍ୱାରା ଜାମିନ ପିଠିଣ ଆଦିବାସୀ ବିଧାୟକ ସୁବର୍ନ ନାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଉଛିକି ନାହିଁ ଦେଖିବାକୁ ବାକି ରହିଲା ! ସୂଚାନଯୋଗ୍ୟ ଯେ ଅନୁରୂପ ଅଭିଯୋଗ ରେ ଗିରଫ ହୋଇ ଜେଲ ଯାଉଥିବା ପ୍ରଭାତ ବିଶ୍ୱାଳଂକୁ ଏ ଯାଏ ନବୀନ ବାବୁ ନିଲମ୍ବନ କରିନାହାନ୍ତି ! ତେଣୁ ଆଦିବାସୀ ବର୍ଗର ହୋଇଥିବା ଯୋଗୁ ନ ଉପକୂଳ ବ୍ରତୀ ଜିଲ୍ଲା ର ନେତାଙ୍କ ଭଳି ପ୍ରଭାବଶାଳୀ ସ୍ୱର ବା ଲବୀ ନଥିବା ଯୋଗୁ ସୁବର୍ନ ଓ ରାମଚମଦର ହାଂସଦାଂକ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇ ନପାରେ !

Leave A Reply

Your email address will not be published.