Browsing Category

Recent News

ଅତଃ ଶ୍ରୀ ଚାଷୀ ମହାପୁରାଣେ ଦାମୋଦର ଉଵାଚ :

  ପିଲାଦିନେ ଶୁଣିଥିଲି ଚାଷ ଆମର ବୃତ୍ତି ଏବଂ ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ପାଠ ପଢ଼ିକି ଏକଥା ମଧ୍ୟ ବହିରୁ ଜାଣିଲି । ବୟସ୍କ ଲୋକମାନଙ୍କଠାରୁ ଆମର ବୃତ୍ତି କେବେ ଆରମ୍ଭ ହେଲା, କେମିତି ଆରମ୍ଭ ହେଲା ତାକୁ ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଏବଂ ମା' ଲକ୍ଷ୍ମୀ ଠାକୁରାଣୀଙ୍କ…

ଯାଜପୁର ରୋଡରେ ଜାତୀୟ ପ୍ରେସ ଦିବସ ପାଳିତ

  ଯାଜପୁରରୋଡ୍ : ବ୍ୟାସନଗରସ୍ଥିତ ୟୁନାଇଟେଡ୍ ପ୍ରେସ କ୍ଲବ ଆନକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବର ସଭାପତି ଚନ୍ଦ୍ରମଣି ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ "ମିଡିଆ ପ୍ରଭାବ' ଖବର କାଗଜର ସମ୍ପାଦକ ଶୁଭ୍ରାଂଶୁ ଦାଶ ଯୋଗ…

ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ଉନ୍ନତି ଲାଗି ଉଦ୍ଦିଷ୍ଟ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚିବା ଜରୁରୀ :…

ଅନୁସୂଚୀତ ଜାତି ଓ ଜନଜାତି ଜାଗରୁକତା ଏବଂ ପରିଚାଳନା କମିଟି ବୈଠକ    ଯାଜପୁର/ Jay shankar Dash  : ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ଉନ୍ନତି ଦିଗରେ ସରକାର ବିଭିନ୍ନ ବିଭାଗରେ ଅନେକ ଯୋଜନା  ପ୍ରଣୟନ କରିଛନ୍ତି । ତାହାର ସୁଫଳ ଯେଭଳି ସେହି ଲୋକମାନେ ପାଇ ପାରିବେ ସେଥିପ୍ରତି…

୨୪ ଘଣ୍ଟା ମଧ୍ୟରେ ଧାନ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

ଡିସେମ୍ୱର ୧ ରୁ ଜିଲ୍ଲାରେ  ଧାନ ସଂଗ୍ରହ କରାଯିବ : ଜିଲ୍ଲାପାଳ  ।   ଚାଷୀ ମାନଙ୍କୁ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କ ସଂପର୍କରେ, ଧାନର ମାନ ସଂପର୍କରେ, ଯେଊଁ ଦିନ ଧାନ ସଂଗ୍ରହ ହେବ ସେହି ହିସାବରେ ଚାଷୀ ମାନଙ୍କୁ ଟୋକନ ପ୍ରଦାନ, ଯଦି ଅସୁବିଧାବସତଃ ମିଲର  ପହଞ୍ଚି ପାରୁନାହିଁ…

ଆଉ ତିନିଦିନ ବରଷିବ, ଶୀତ ବଢିବ 

  ଭୁବନେଶ୍ୱର - ବଙ୍ଗୋପସାଗରରେ ଗୋପାଳପୁର ଠାରୁ ୫୬୫ କିଲୋମିଟର ଦୂରରେ  ଘନୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ  ମଙ୍ଗଳବାର ଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଥିବା ବେଳେ  ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।  ଅଶାନ୍ତ…

ଜୟନଗର ପଂଞ୍ଚୟତ ହାଇସ୍କୁଲରେ ସ୍ୱତନ୍ତ୍ର ଶିଶୁ ଦିବସ କାର୍ୟକ୍ରମ

କେନ୍ଦ୍ରାପଡା/papu malla : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଂଚାୟତସ୍ଥିତ  ଜୟନଗର ପଂଞ୍ଚୟତ ହାଇସ୍କୁଲରେ ସ୍ୱତନ୍ତ୍ର ଶିଶୁ ଦିବସ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫ଟି ସ୍କୁଲର  ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସ୍ଥାନୀୟ ସରପଞ୍ଚ ନିହାରିକା ସାମଲ,ସମିତି ସଭ୍ୟ…

ପଣ୍ଡିତ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସୁନାଗରିକ ହେବାକୁ ପରାମର୍ଶ

ରାୟଗଡାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ    ରାୟଗଡା/ Saroj sahu : ରାୟଗଡାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ ମହା ସମାାରୋହରେ ପାଳିତ ହୋଇଯାଇଛି  । ଶିକ୍ଷାକେନ୍ଦ୍ରର ଶରତ ଭାଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯୋଗ…

ମୟୂରଭଞ୍ଜ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତା ଏବଂ ବ୍ଲକ ଓ ନଗର ସଭାପତି

  ଭୁବନେଶ୍ୱର :  ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲା ସଭାପତି  ପ୍ରବୀଣ କୁମାର ଭଞ୍ଜଦେଓଙ୍କ ସୁପାରିସ କ୍ରମେ ନୂତନ ବ୍ଲକ ଓ ନଗର ସଭାପତି ଏବଂ ଜିଲ୍ଲା କମିଟିରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି । ବ୍ଲକ ସଭାପତି ଯଥା,…

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ଓଡିଆ ଭାଷା ବୃତ୍ତି  ପୁରସ୍କାର, ମୁଖ୍ୟମନ୍ତ୍ରୀ ମେଧା…

  - ୪୦ ହଜାର କୃତୀ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା - ମୋ ସ୍କୁଲ ଅଭିଯାନ ପାଇଁ ୧୦୦ କୋଟି  ଟଙ୍କାର କର୍ପସ୍ ପାଣ୍ଠି ଘୋଷଣା ଭୁବନେଶ୍ୱର: ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ସରକାରଙ୍କ ଲକ୍ଷ୍ୟ  । ଏଥିପାଇଁ ଓଡିଆ ଭାଷାରେ ୧୦ମ ଶ୍ରେଣୀରେ ଭଲ କରିଥିବା ପିଲାଙ୍କୁ…