Browsing Category

Recent News

ଶୁଭେଚ୍ଛାରେ ଦିନଟିଏ

  ଭୁବନେଶ୍ୱର/manasi mishra : ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରାଙ୍କୁ ବିଭାଗୀୟ ପଦାଧିକାରୀ , ବିଭିନ୍ନ ସଂଘ ତଥା ଅନୁଷ୍ଠାନର ପ୍ରତିନିଧିବୃନ୍ଦ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତିା |  ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ…

ରାସ୍ତା ମରାମତି ଦାବିରେ ଜାତୀୟ ରାଜପଥ ଅବରୋଧ ୮ରେ

  ବାରିପଦାରୁ ଦିଲ୍ଲୀପ ମହାନ୍ତି -  ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନସ୍ତ କୁଳିଅଣାବ୍ଲକର ଦରଖୋଳି-ବାଇଗଣବାଡ଼ିଆ ହାଟ ମୁଖ୍ୟରାସ୍ତା ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ମରଣଯନ୍ତାରେ ପରିଣତ ହୋଇଯାଇଛି । ବିଭିନ୍ନ ସମୟରେ ଉକ୍ତ…

କେନ୍ଦୁଝର: ଗୁରୁତ୍ୱପୂର୍ଣ୍ଣ ଘଷିପୁରା ଅଞ୍ଚଳରେ ସ୍ଥାନୀୟ ବିଜେପି ଲକ୍ଷଭ୍ରଷ୍ଟ ?

ଆତ୍ମଘୋଷିତ ତଥା ଜନ-ପ୍ରତ୍ୟାଖ୍ୟାତ, ତଥାକଥିତ ପୁରୁଣା ନେତାଙ୍କ ଜମିଲାଣି ଭିଡ ଲୋକମୁଖରେ ଚର୍ଚା , ବଦ୍ରୀଙ୍କ ଦ୍ୱାରା ପ୍ରାୟୋଜିତ ଏ ପ୍ରତ୍ୟାଖ୍ୟାତ ନେତା  କଂଗ୍ରେସର ଅନୁପସ୍ଥିତିରେ ବିଜେଡି ଦେଖୁଛି ‘ପୁନଃ ଦଖଲ’ର ସ୍ୱପ୍ନ ! କେନ୍ଦୁଝର : ବିଗତ ଦିନରେ ଓଡିଶାର ବରିଷ୍ଠ ନେତା, ଭୂତପୂର୍ବ…

ପ୍ରତିଷ୍ଠା ଦିବସ ସମାବେଶ ପୂର୍ବରୁ ସଚିବାଳୟ ବାହାରେ କ୍ୟାବିନେଟ୍

ଘୋଷିତ ହେବ କିଛି ଜନକଲ୍ୟାଣକାରୀ ଯୋଜନା ଭୁବନେଶ୍ୱର: ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପୁରୀଠାରେ ପାଳନ ହେବାକୁଥିବା ବେଳେ ଏଥିପାଇଁ ପୁରୀ ଚଳଚଞ୍ଚଳ ହୋଇ ଉଠିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ପଞ୍ଚାୟତସ୍ତରୀୟ ପ୍ରତିନଧ#ମାନେ ଏ ପ୍ରତିଷ୍ଠା ଦିବସ ପାଇଁ ଉଦ୍ଦିଷ୍ଟ ସମାବେଶରେ ଯୋଗ ଦେବାକୁ…

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗଜପତି ଗସ୍ତ 

୨୦୦ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ଉଦ୍ଘାଟିତ  ପାରଳାଖେମୁଣ୍ଡିରୁ  ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଓ ଶିଶୁବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ତଥା ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ସାମଲ ଗଜପତି ଜିଲ୍ଲା ନୂଆଗଡ ଓ…

ବିଜେପି ରାଜ୍ୟ ନେତାମାନେ ହଜମ କରିପାରୁ ନାହାନ୍ତି ଅଭିଯୋଗ

  ବିଜେପି ପ୍ରଥମେ ନିଜ ଘର ସଜାଡ଼ୁ ଅନ୍ୟ ଉପରେ ଦୋଷ ଲଦିବା ଅଭ୍ୟାସ ଛାଡୁ: ବିଜେଡି ଭୁବନେଶ୍ୱର : ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ୍‍ଙ୍କ ବିରୋଧରେ ଡିସେମ୍ବର ୨୧ ତାରିଖ ଦିନ ନିର୍ବାଚନ କମିଶନଙ୍କ ନିକଟରେ ଯେଉଁ ଅଭିଯୋଗ ବିଜେଡି ସାଂସଦ କରିଛନ୍ତି, ତାହା ବିଜେପି ରାଜ୍ୟ…

ଆଇଓସିଏଲ ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ  ମୃତ୍ୟୁ

   ପାରାଦୀପ :  ଆଇଓସିଏଲରେ ଜଣେ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ  ହୋଇଛି  । ତାଙ୍କର ନାମ ନିତ୍ୟାନନ୍ଦ ପରିଡା ଗ୍ରାମ ସମାଗୋଳ ଖବରରୁ ପ୍ରକାଶ ଯେ ଗତକାଲି ରାତିରେ ସୁରକ୍ଷା କର୍ମୀଙ୍କ   ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାର ସନେ୍ଦହକୁ ନେଇ ଆଜି ସକାଳେ ସ୍ଥାନୀୟ ସମାଗୋଳ ଗ୍ରାମବାସୀ ମାନେ…

ଜାନୁଆରୀ ୩ରେ ପାରାଦ୍ୱୀପ ମାରାଥନ୍-୨୦୧୮ ପ୍ରତିଯୋଗିତା  

  ପାରାଦୀପ  : ପାରାଦୀପ ବନ୍ଦରର ପ୍ରତିଷ୍ଠା  ଦିବସ (ଫାଉଣ୍ଡେସନ ଡେ) ଉପଲକ୍ଷେ ଆସନ୍ତା ଜାନୁଆରୀ ୩ ତାରିଖରେ ପାରାଦୀପ ମାରାଥନ-୨୦୧୮ଅନୁଷ୍ଠିତ  ହେବାକୁ ଯାଉଅଛି । ଏହି ମାରାଥନ ପ୍ରତିଯୋଗିତା ହନୁମାନ ମନ୍ଦିର ନକଟସ୍ଥ ୫ନମ୍ବର ଗେଟ୍ ଠାରୁ ଆରମ୍ଭ ହୋଇ ଦୀର୍ଘ ୧୪ କି.ମି ରାସ୍ତା ଅତିକ୍ରମ…

ନବୀନ-ରମଣଙ୍କ ଉପରେ ବର୍ଷିଲେ ପ୍ରସାଦ

  ମହାନଦୀର ଜଳକୁ ବିଜେପି ଏବଂ ବିଜେଡି ସରକାର ଶିଳ୍ପପତିଙ୍କ ହାତରେ ଟେକିଦେଇଛନ୍ତି  ରାଜ୍ୟ ଓ କେନ୍ଦ୍ର ସରକାର ସମଗ୍ର ଓଡ଼ିଶବାସୀଙ୍କ ପ୍ରତି କରିଛନ୍ତି ଵିଶ୍ଵାସଘାତ  କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଥିବା ରାଜ୍ୟ ସରକାର କରୁଛନ୍ତି  ବିଜେଡିର କୁମ୍ଭୀର କାନ୍ଦଣା  କେନ୍ଦ୍ର ସରକାର ଓ ରାଜ୍ୟ…

୫୦୦୦୦ ଛାତ୍ରଛାତ୍ରୀ ଏକାବେଳେ ଗାଇବେ ‘ବନ୍ଦେ ମାତରଂ’

ଇନିସିଏଟିଭ୍ ଫର ମୋରାଲ ଆଣ୍ଡ  କଲଚରାଲ୍ ଟ୍ରେନିଂ ଫାଉଣ୍ଡେସନ ର ଦ୍ୱିତୀୟ ସଂସ୍କରଣ ‘ଭଏସ୍ ଅଫ୍ ୟୁନିଟି’  ଭୁବନେଶ୍ୱର  ଗତ ବର୍ଷ ଭଳି ଏ’ ବର୍ଷ ମଧ୍ୟ ଆଇ.ଏମ୍.ସି.ଟି., ଓଡ଼ିଶା ଆନୁକୂଲ୍ୟରେ ଆସନ୍ତା କାଲି ଅର୍ଥାତ ୧୨/୧୨/୨୦୧୭ ତାରିଖ, ମଙ୍ଗଳବାର, ସକାଳ ସାଢେ଼ ଆଠଟା ଠାରୁ ସାଢେ଼ ଦଶଟା…