Browsing Category

Recent News

ଅବିକଳ୍ପ ଜଳର ସଂରକ୍ଷଣ ଓ ସଠିକ ଉପଯୋଗ ଅତ୍ୟାବଶ୍ୟକ

ପାଣି ପଞ୍ଚାୟତ ରଥ ଊଦ୍ଘାଟିତ । ଯାଜପୁରରୁ ଜୟଶଙ୍କର ଦାଶ : :ଜଳର ବିକଳ୍ପ ନାହିଁ ।  ଜଳ ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ ।  ତେଣୁ ଏହାର ସଂରକ୍ଷଣ ଓ ସଠିକ ଉପଯୋଗ ପାଇଁ ପାଣି ପଞ୍ଚାୟତ ସଚେତନତା ରଥ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିପାରିବ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଆଶାବ୍ୟକ୍ତ…

ବାରିପଦା ଲାୟନ୍ସ କ୍ଳବ ତରଫରୁ ଅସହାୟମାନଙ୍କୁ ଚାଉଳ ଏବଂ ଡାଲି ବଣ୍ଟନ

ବାରିପଦାରୁ ଦିଲ୍ଲୀପ ମହାନ୍ତି  - ମୟୂରଭଞ୍ଜର ମକରପର୍ବ ଉପଲକ୍ଷେ ବାରିପଦା ଲାୟନ୍ସ କ୍ଲବ ତରଫରୁ ସୁଧାର ଗୃହ, ବୃଦ୍ଧାଶ୍ରମ ଏବଂ ବାଳାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଚାଉଳ ଏବଂ ଡାଲି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଲାୟନ୍ସ ଶତବାର୍ଷିକି ଉପଲକ୍ଷେ ଲାୟନ୍ସ କ୍ଲବମାନଙ୍କ ତରଫରୁ…

ଫସଲବୀମା କ୍ଷତି ପୂରଣ ସହାୟତା ପାଇବାରୁ ଲକ୍ଷାଧିକ ଚାଷୀ ବଞ୍ଚôତ

୧୪ ଜିଲ୍ଲାପାଳ ରିପୋର୍ଟ ନ ଦେବା ଅଭିଯୋଗ କଲା କଂଗ୍ରେସ କୃଷକ ସେଲ୍ ଭୁବନେଶ୍ୱରୁ ଚକ୍ରଧର ମାଝି : ରାଜ୍ୟ ସରକାର ବୀମା କମ୍ପାନୀଗୁଡ଼ିକ ଜରିଆରେ ଖରିଫ ଋତୁରେ ମୋଟ ୧୮ଲକ୍ଷ ୩୬ ହଜାର ୩୫୦ଜଣ ଚାଷୀଙ୍କୁ ଫସଲ ବୀମାଭୂକ୍ତ କରିଥିଲେ । ଏଥିପାଇଁ ଚାଷୀ ସେମାନଙ୍କ ପ୍ରିମିୟମ ବାବଦରେ ୧୪୪ କୋଟି ୨୪…

“ଭାଗବତ”ର ପ୍ରଭାବ ବ୍ୟକ୍ତି ଓ ସାମାଜିକ ଜୀବନ ପାଇଁ ଅପରିହାର୍ଯ୍ୟ

  ଯାଜପୁରରୁ ଜୟଶଙ୍କର ଦାଶ : ଆମର ସଂସ୍କୃତି, ସାହିତ୍ୟ, ଆଧ୍ୟାତ୍ମିକ ଓ ପରମ୍ପରାକୁ ଅଧିକ ସମୃଦ୍ଧ, ଗ୍ରହଣୀୟ ତଥା ଗତିଶୀଳ କରିବାରେ ଭାଗବତ ପରି ମହାନ ଗ୍ରନ୍ଥ ଓ ପୁସ୍ତକର ଅବଦାନ ଚିରସ୍ମରଣୀୟ ଏବଂ ଅବର୍ଣ୍ଣନୀୟ । ଏକ ଶୃଙ୍ଖଳିତ ବ୍ୟକ୍ତି, ପରିବାର, ରାଷ୍ଟ୍ର ତଥା ବିଶ୍ୱ ପାଇଁ ଭାଗବତକୁ…

୧୩ତମ ସାଇଟ ନର୍ସିଂ ବାର୍ଷିକ ଉତ୍ସବ ଓ ଶପଥ ଗ୍ରହଣ ସମାରୋହ 

  ବଲାଙ୍ଗୀରରୁ ନିରୋଜ ମିଶ୍ର : ବଲାଙ୍ଗିର ନିକଟସ୍ଥ ପଲ୍ଲିଶ୍ରୀ ବିହାର ଠାରେ ସାଇଟ ନର୍ସିଂ ୧୩ ତମ ବାର୍ଷିକ ଉସôବ ଓ ଶପଥ ଗ୍ରହଣ ସମାରୋହ ପାଳିତ ହୋଇଯାଇଛି । ବିଏସସି, ଜିଏନ୍ଏମ ଓ ଏଏନଏମର ୧୧୫ଜଣ ଛାତ୍ରୀଛାତ୍ର ଉତ୍ତମ ନର୍ସ ହେବାପାଇଁ ଶପଥ  ନେଇଥିଲେ । ବାର୍ଷିକ ଉସôବର ମୁଖ୍ୟ ଅତିଥି…

ଚାଷୀଙ୍କୁ କ୍ୱିଣ୍ଟାଲ ପିଚ୍ଛା ସର୍ବନିମ୍ନ ୫୦୦ଟଙ୍କା ଅତିରିକ୍ତ ସହାୟତା

  ପ୍ରାକ୍ ବଜେଟ୍ ପ୍ରସ୍ତୁତି ପୂର୍ବରୁ କଂଗ୍ରେସ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ଥାବ କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ବଜେଟରେ ଦୀର୍ଘ ସ୍ଥାୟୀ ଯୋଜନା ପ୍ରଣୟନ କରାଯାଉ । ଜଳସେଚନ ବ୍ୟବସ୍ଥାକୁ ପ୍ରତି ବ୍ଳକସ୍ତରରେ ୫୦ ପ୍ରତିଶତ ବୃଦ୍ଧି ହେଉ  ଚାଷୀଙ୍କ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ଗଣବିକ୍ଷୋଭ ଓ ଧାରଣା

  ବଲାଙ୍ଗୀରରୁ ନିରୋଜ ମିଶ୍ର :  ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ପ୍ରସଂଗ ଉପରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କେନ୍ଦ୍ର ସରକାରଙ୍କ କମିଶନ ଫର ଏଗ୍ରିକଲଚାରାଲ କଷ୍ଟ ଆଣ୍ଡ ପ୍ରାଇସେସ (ସିଏସିପି)ର ଆଧାରରେ ଯେଉଁ ବିବୃତି ରଖିଛନ୍ତି, ତାହା ଓଡ଼ିଶାର ଚାଷୀକୁଳ ପ୍ରତି ଉପହାସ ।…

୨୫ରେ ପାଳିତ ହେବ ଜିଲ୍ଲା ବ୍ୟାପୀ ଜାତୀୟ ମତଦାତା ଦିବସ

  ବଲାଙ୍ଗୀରରୁ ନିରୋଜ ମିଶ୍ର : ପ୍ରତିବର୍ଷ ପରି  ଜାନୁୟାରୀ ୨୫  ତାରିଖରେ ପାଳିତ ହେବ ଜାତୀୟ ମତଦାତା ଦିବସ ।  ଏଥିପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି  । ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ବଲାଙ୍ଗୀର ଟାକ୍ସବାର କାର୍ଯ୍ୟାଳୟ ଉଦ୍ଘାଟିତ 

  ବଲାଙ୍ଗୀରରୁ ନୀରୋଜ ମିଶ୍ର : ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ଦ୍ୱାରା ବଲାଙ୍ଗୀର ଟାକ୍ସ ବାର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଆଡଭୋକେଟ ଶାନ୍ତନୁ କୁମାର ଭୋଇଙ୍କ ଆହବାହକତ୍ୱରେ ଅନୁଷ୍ଠିତ  ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବଲାଙ୍ଗୀର ପୌରପାଳିକାର…

ରାୟଗଡା କଂଗ୍ରେସ ଦେଖାଇଲା ସାଙ୍ଗଠନିକ ଦକ୍ଷତା

  ବିଜେପି ଛାଡି କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ ବିଜେପି ଦଳ ଦେଶ ଓ ଜାତି ପାଇଁ ବିପଜ୍ଜନକ : କରଡା ଭୁବନେଶ୍ୱର ଦୀନବନ୍ଧୁ ନାୟକ  - ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ବିଜେପିର ଉପସ୍ଥିତିକୁ ଲାଗିଛି ଝଟକା ! ଚେୟାରମ୍ୟାନ ଶ୍ରୀଧର…