ବଲାଙ୍ଗୀର ଟାକ୍ସବାର କାର୍ଯ୍ୟାଳୟ ଉଦ୍ଘାଟିତ On Jan 10, 2018 20 Share ବଲାଙ୍ଗୀରରୁ ନୀରୋଜ ମିଶ୍ର : ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ଦ୍ୱାରା ବଲାଙ୍ଗୀର ଟାକ୍ସ ବାର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଆଡଭୋକେଟ ଶାନ୍ତନୁ କୁମାର ଭୋଇଙ୍କ ଆହବାହକତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବଲାଙ୍ଗୀର ପୌରପାଳିକାର ଅଧ୍ୟକ୍ଷା ସନ୍ତୋଷିନୀ ବେହେରା, ସଭାପତି ମହେନ୍ଦ୍ର କୁମାର ଅଗ୍ରୱାଲ, ସମ୍ପାଦକ ଶ୍ରୀକାନ୍ତ ଶର୍ମା, ବରିଷ୍ଠ ସଦସ୍ୟ ଡି ଅଗ୍ରୱାଲ, ଜି ପି ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟାଳୟ ଉଦ୍ଘାଟନ ପାଇଁ ସାସଂଦ ଶ୍ରୀ ସିଂହଦେଓ ତାଙ୍କ ସାଂସଦ ପାଣ୍ଡିରୁ ୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇଦେଇଥିଲେ । 20 Share FacebookTwitterGoogle+ReddItWhatsAppPinterestEmail