Browsing Category

ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟର କୋର ଫରେଷ୍ଟ ଏରିଆରେ ବିନ୍ଦାସ ବୁଲୁଛି ଜିନତ

ବାରିପଦା - ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଚାଲି ଆସିଥିବା ବାଘୁଣୀ ଜିନତ କୋର ଜଙ୍ଗଲ ଅଞ୍ଚଳରେ ବିନ୍ଦାସ ବିଚରଣ କରୁଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ଫୋଟୋ ଓ ତଥ୍ୟରୁ ଜଣାପଡିଛି. ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି କରିବା…

ଠାକୁରାଣୀ ଚ୍ୟାଲେଞ୍ଜର ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ମାଧ୍ୟମରେ ତୃଣମୂଳ ସ୍ତରର ପ୍ରତିଭାଙ୍କୁ ସଶକ୍ତ କରୁଛି…

କେନ୍ଦୁଝର: ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ସିଏସ୍ଆର୍ ପଦକ୍ଷେପ 'ଉଡ଼ାନ୍' ମାଧ୍ୟମରେ ଠାକୁରାଣୀ ଚ୍ୟାଲେଞ୍ଜର ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୫ର ମୁଖ୍ୟ ପ୍ରାୟୋଜକର ଭୂମିକା ନିର୍ବାହ କରିଛି। ଡାଲକୀ ବୀର ବିର୍ସା ମୁଣ୍ଡା ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ…

କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧ ଙ୍କ ମୃତ୍ୟୁ।

( ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ):ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ସଦଳବଳେ ଚଢ଼ାଉ ବେଳେ ଗତକାଲି ବେଗୁନିଆ ପଡ଼ା ନୁଆ ସାହିର ବି ଲିଙ୍ଗରାଜ ପାତ୍ରଙ୍କ ଠାରୁ ୪୫୦ ଗ୍ରାମ ଅଫିମ ଜବତ ହୋଇଥିଲା ଓ ତାକୁ ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ ପରେ ସେ କୋଦଳା ଉପକାରାଗାରରେ ବିଚାରଧୀନ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆଳି ମହୁ ସମବାୟ ସମିତି ସମ୍ପାଦକ ।

କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ମହୁ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତିଙ୍କୁ ଲାଞ୍ଚ ନେଉଥିବା ବେଳେ ହାତେ-ହାତେ ଧରିଛି ଭିଜିଲାନ୍ସ ଟିମ ।ସୂଚନା ଅନୁସାରେ, ଋଣ କରାଇଦେବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି…

୪ଲୁଟେରା କୋର୍ଟ ଚାଲାଣ।

(ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ):ନିମଖଣ୍ଡି ଥାନା ପୋଲିସ୍ ୪ ଲୁଟେରା ଯଥା ଦୀପକ ଦାସ, ପିଣ୍ଟୁ ଦାସ,ମେଘା ଦାସ ଓ ସୁଦାମ ଦାସ କୁ ଟଙ୍କା ଓ ମୋବାଇଲ ଫୋନ ଲୁଟ୍ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଉକ୍ତ ସମସ୍ତ ଅଭିଯୁକ୍ତ ଜଗଦଲପୁର ଗ୍ରାମ ର ଓ ଏହି ଯୁବକ ମାନେ ଗାଁ ଛକରେ…

ଜନ୍ମ ଜୟନ୍ତୀରେ ଜିଲ୍ଲା କଂଗ୍ରେସ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି।

 କେନ୍ଦୁଝର,ତା୨୦/୮- ସେ ଥିଲେ ଯୁବ ସମାଜର ସ୍ପନ୍ଦନ ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀ। ଭାରତ ଏକ ପ୍ରାଚୀନ ସଭ୍ୟତା ସଂସ୍କୃତିର ଅଂଶ ହେଲେ ମଧ୍ୟ ଦେଶ ଯୁବକଙ୍କ ଦେଶ ଥିଲା ଅଧିକାଂଶ ନାଗରିକ ଯୁବକ ଥିଲେ ପ୍ରଧାନମନ୍ତ୍ରୀ ମଧ୍ୟ ଯୁବକ ଥିଲେ। ଏକଥାକୁ ଆଖି ଆଗରେ ରଖି…

କୋର୍ଟ ପରିସରରେ ହାଇଡ୍ରାମା, ୨ୟ ବିବାହ କରୁଥିବା ସ୍ୱାମୀକୁ ଘୋଷାଡ଼ି ନେଇ ଥାନା ଜିମାଦେଲା ସ୍ତ୍ରୀ !

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ହାଇ ଡ୍ରାମା !ସ୍ୱାମୀ ଲୁଚିଛପି ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ସ୍ୱାମୀ କୁ କୋର୍ଟ ପରିସରରେ ଦେଖି ପିଟିଲା ସ୍ତ୍ରୀ ! ସ୍ତ୍ରୀ ଠାରୁ ନିସ୍ତୁକ ଛେଚା ଖାଇ ଶେଷରେ ଥାନାରେ ପସିଲା ସ୍ୱାମୀ ! ଘଟଣାରୁ…

ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ।

  ବାସୁଦେବପୁର -ସ୍ବର୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଅବସର ରେ ବାସୁଦେବପୁର ରେ ନଗର ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଧାୟକ ଅଶୋକ କୁମାର ଦାସ ଙ୍କ ସହ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସିଦ୍ଧାନ୍ତ ଦାସ, ନଗର ଯୁବ…

ପାଇକମାଲ ହାଇସ୍କୁଲ ରେ ଆଧ୍ୟାତ୍ମିକ ଚିନ୍ତାଧାରା ଉପରେ କର୍ମଶାଳା ଅନୁଷ୍ଠିତ।

ପାଇକମାଳ:- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ( ମଧୁବନ, ରାଜସ୍ଥାନ) ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା ଅନୁଷ୍ଠିତ ହୋଇଯାଇଥିଲା lଏହି ସଭା ରେ…

ବିଜେଡି ତରଫରୁ ବିଧାୟିକା ଙ୍କ ଜନ୍ମଦିନ ପାଳିତ।

ପଦ୍ମପୁର :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ଜନ୍ମ ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶହ ଶହ ଶୁଭେଚ୍ଛୁ ବିଧାୟିକା ଙ୍କୁ ଭେଟି ଜନ୍ମଦିନ ର ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଭୋଜରାଜ ସିଂ ବରିହା,…