Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡଗାଁ ବ୍ଲକ ରଙ୍ଗଣିପାଟଣା ଜାମୁ ସାହିର ହରିଜନ ସାହି ନଳ କୂପ ଖନନ ଦାବୀ,
ଓଡଗାଁ,୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ସରକାର ଘର ଘରକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରାଥମିକତା ଦେଇଥିବା ବେଳେ ଗାଁ ଗାଁରେ ମହାନଦୀର ଜଳ ଯୋଗାଣ ଏବେ ସାତ ସପନ ହୋଇଯାଇଛି । ଏଥିପାଇଁ ଭଲ ରାସ୍ତା ସବୁ ଖୋଳି ଠିକାଦାର ମାନେ ପାଇପ ପକାଇ ଚାଲିଛନ୍ତି । ହେଲେ ପାଣି କେବେ ମିଳିବ ତାହାର କୌଣସି…
ରଘୁନାଥଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ
ଓଡ଼ଗାଁ,୨୩।୮(ଶ୍ରୀକାନ୍ତ କୁମାର ମିଶ୍ର) : ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଶନିବାର ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ପାଳିତ ହୋଇଯାଇଛି । ସକାଳର ଦୈନଦିନ ସମସ୍ତ ନୀତିକାନ୍ତି ପରେ ମଧ୍ୟାହ୍ନ ପହୁଡ଼…
ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଜାତୀୟ ମହାକାଶ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୟ ଭାରତ , ଜୟ ବିଜ୍ଞାନଶଅନ୍ଧାରୀ ମୂଳକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ। ଯେଉଁଠି ଚନ୍ଦ୍ରଯାନ-୩ ଅବତରଣ କଲା , ସେହି ସ୍ଥାନର ନାମ ଶିବଶକ୍ତି। ୨୦୨୩ ଅଗଷ୍ଟ ୨୩ତାରିଖରେ ଚନ୍ଦ୍ରରେ ଅବତରଣ କରିବାରେ ଭାରତ ଚତୁର୍ଥ ଏବଂ ଦକ୍ଷିଣ ମେରୁ ଅଞ୍ଚଳରେ…
ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଗଜପତି ବିଜେପି ଟିମ୍
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟିଲେ ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟିର କୋର୍ କମିଟି ଟିମ୍। ଗଜପତି ଜିଲ୍ଲା ପାରଳଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଓ ମୋହନା ନିର୍ବାଚନ ମଣ୍ଡଳୀ ସମସ୍ତ ମଣ୍ଡଳ ସଭାପତି ମାନଙ୍କ ସମେତ ଜିଲ୍ଲା…
ଖୋରଧା ଟାଙ୍ଗୀ କୁ ଏନ୍.ଏ.ସି.ଘୋଷଣା ଦାବି ରେ ଏକଜୁଟ ହେଲେ ଅଞ୍ଚଳବାସୀ
ଆସନ୍ତା ସୋମବାର ଦେବେ ଦାବିପତ୍ର
ଖୋର୍ଦ୍ଧାରୁ (ସେକ ଜାଫର ): ପୂର୍ବ ସରକାର ଟାଙ୍ଗୀ କୁ NAC ଘୋଷଣା କରିଥିଲେ,,, ହେଲେ ନୂତନ ସରକାର ଆସିବା ପରେ ଏଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୨୧ ଗୋଟି NAC ଘୋଷଣା କରିଥିବା ବେଳେ ମାତ୍ର…
ଜିଲ୍ଲା ଲେଖିକା ସଂସଦ ଆନୁକୁଲ୍ୟରେ “ବର୍ଷା କଵିତା ଆସର”
ବ୍ୟାସନଗର ,ତା୨୩/୮: ଜିଲ୍ଲା ଲେଖିକା ସଂସଦ ଆନୁକୁଲ୍ୟରେ ସଭାପତି ହିରଣ୍ମୟୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ "ବର୍ଷା କଵିତା" ଆସର ଅନୁଷ୍ଠିତ ହୋଇଯାଇଅଛି। ସମ୍ପାଦିକା ଵ୍ରଜେଶ୍ଵରୀ ସିଂ ଆଗାମୀ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ସଂସଦ ର…
ପଚପଚ କାଦୁଅ ରାସ୍ତାରେ ପିଲେ ଯାଉଛନ୍ତି ସ୍କୁଲ।
କେନ୍ଦୁଝର,ତା୨୩/୮- ମଧୁବାବୁ ପିଲାବେଳେ ସ୍କୁଲ ଯାଉଯାଉ କାଦୁଅରେ ଗୋଡ଼ ଖସିଯିବାରୁ ପଡ଼ି ଯାଇଥିବାର କଥା ଆମେ ପଢିଛୁ। ତେବେ ଏହି ଘଟଣା ଘଟିବାର ଦେଢ ଶହ ବର୍ଷ କେବେ ଠାରୁ ବିତି ସାରିଲାଣି ତଥାପି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ରାସ୍ତା ଅଛି ତାହା କେବଳ କାଦୁଅ ପଚପଚ ନୁହେଁ ବରଂ…
ସ୍କୁଲ ପିଲାଙ୍କୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା କ୍ଲଷ୍ଟର ର ୧୬ ଗୋଟି ବିଦ୍ୟାଳୟ ରେ ଆଜି ପିଲାଙ୍କୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବାଲ ବାଟିକା ରୁ ପଞ୍ଚମ ଶ୍ରେଣୀ,ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ନବମ ରୁ…
ରକ୍ତଦାନ ଶିବିର — ୮୪ ୟୁନିଟ ରକ୍ତ ସଂଗ୍ରହ
ଅସ୍ତରଙ୍ଗ : ଅସ୍ତରଙ୍ଗର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ' ସବୁଜ ଶାଖା ' ଓ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ଅସ୍ତରଙ୍ଗ ଶାଖା, ର ମିଳିତ ଆନୁକୁଲ୍ୟରେ ସବୁଜ ଶାଖା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ…
ଗଣଦୁଷ୍କର୍ମ ହତ୍ୟା ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ଦେଉନି, ପରିବାର ନ୍ୟାୟ ପାଇବେ ତ ?
କେନ୍ଦୁଝର,ତା୨୩/୮- କେନ୍ଦୁଝର ଜିଲ୍ଲାରେ ନାରୀଙ୍କ ପ୍ରତି ଅପରାଧ ବଢ଼ି ଚାଲିଛି। ଜୁନ ୧୬ ତାରିଖ ରାତିରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପଣ୍ଡାପଡ଼ା ଥାନା ତେନ୍ତଳାପଶି ଗ୍ରାମର ଏକ କଲେଜ ପଢୁଆ ନାବାଳିକା ଝିଅ ରାତିରୁ ନିଖୋଜ ଥିଲା। ହେଲେ ସକାଳେ ଝିଅର ଶବ ନିଜ ବାଡ଼ିରେ ଏକ ଛୋଟ ସଜନା ଗଛରେ…