ରଘୁନାଥ ପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଙ୍କ ସେକ୍ଟର ଷୋହଳ ମାର୍କେଟ ଭ୍ରମଣ

ରାଉରକେଲା (ବସନ୍ତ କୁମାର ଜେନା): ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଆଜି ମାର୍କେଟ ଭ୍ରମଣ ଅଭିଯାନ ରେ ସେକ୍ଟର-16 ଚିପଟାଇପ ମାର୍କେଟ ପରିଦର୍ଶନ ରେ ଯାଇଥିଲେ l ପ୍ରତ୍ୟେକ ବ୍ୟବସାୟୀ ଭାଇ ବନ୍ଧୁ ଙ୍କ ସହିତ ସାକ୍ଷାତ କରି ସୁବିଧା ଅସୁବିଧା ପଚାରି…

ପ୍ରତି ଓ୍ବାର୍ଡ ରେ ବୁଲିବ ଜଗନ୍ନାଥ ରଥ

ରାଉରକେଲା:(ବସନ୍ତ କୁମାର ଜେନା): ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କୋଟି କୋଟି ଓଡ଼ିଆଙ୍କ ଆରାଧ୍ଯ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ଯରେ ଗାଁରୁ ସହର ପ୍ରତିଟି ଘରୁ ଚାଉଳ ଓ ଗୁଆ ସଂଗ୍ରହ ନିମନ୍ତେ…

ବିଶ୍ୱ ବ୍ରେଲି ଦିବସ ପାଳିତ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ଆନୁକୁଲ୍ୟରେ ବିଶ୍ଵ ବ୍ରେଲି ଦିବସ ଓ ମହାତ୍ମା ଲୁଇସ ବ୍ରେଲି ଙ୍କର ୨୧୫ ତମ ଜୟନ୍ତି ଉତ୍ସବ ପାଳନ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ସ୍ଵପ୍ନାନ୍ଶୁ କୁମାର ଦାସ ଙ୍କ ଅଧକ୍ଷତାରେ…

ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି;  ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହଠାରର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ସହକାରୀ…

ଟିଟିଲାଗଡ ଉପଖଣ୍ଡର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହେଲା

ବଲାଙ୍ଗୀର : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଦୁଇ ଗୋଟି ନିର୍ବାଚନୀ ମଣ୍ଡଳୀର ଭୋଟର ତାଲିକା ଆଜି ପ୍ରକାଶିତ କରିଛନ୍ତି ଉପଜିଲ୍ଲାପାଳ ଶ୍ରୀ ଦୟାମୟ ପାଢୀ, ଟିଟିଲାଗଡ ଉପଖଣ୍ଡର ସମସ୍ତ ରାଜନୈତିକ ଦଳ ଉପସ୍ଥିତିରେ, ଏହି ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ୬୯-ଟିଟିଲାଗଡ ନିର୍ବାଚନୀ…

ଚିଲିକା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

ବାଲୁଗାଁ (ସେକ କୌସର): ଆଜି ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ବିରିବାଡ଼ି ପଞ୍ଚାୟତ ମା’ ରତ୍ନମାଳା ମନ୍ଦିର ପ୍ରାଙ୍ଗଣରେ ଚିଲିକା ଡ୍ରାଇଭର ମହାସଙ୍ଘ ପକ୍ଷରୁ ସଭାପତି ସନ୍ତୋଷ କୁମାର ବେହେରାଙ୍କ ସଭାପତିତ୍ୱରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନରେ କୌଣସି…

ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ।

ବଲାଙ୍ଗିର ୦୫ /୦୧ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଫାଇଲେରିଆ ନିରାକରଣ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତା ରେ ବଲାଙ୍ଗିର ଜିଲ୍ଲା ରେ ଚଳିତ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ…

କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଉଦ୍‍ଘାଟିତ

ଭୁବନେଶ୍ୱର, ୫ ।୧: ୪୦ତମ ସର୍ବଭାରତୀୟ ରୋଜ୍ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଶୁକ୍ରବାର କିଟରେ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଲାପ ହେଉଛି ସୁନ୍ଦର ଓ ଭଲ ପାଇବାର ପ୍ରତୀକ ବୋଲି କହିଥିଲେ।…

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

କୁଚିଣ୍ଡା,ଜମନକିରା ୫/୧:ସମ୍ବଲପୁର ଜିଲ୍ଲାର ଏକମାତ୍ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ,କୁଚିଣ୍ଡା ର ଦ୍ଵିତୀୟ ବାର୍ଷିକ କ୍ରୀଡା ଉତ୍ସବ ଆଜି ମହା ସମାରୋହରେ ଉଦଘାଟିତ ହୋଇ ଯାଇଛି । ଦ୍ଵିଦିବସୀୟ ଏହି ଉତ୍ସବକୁ ସମାଜସେବି ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ…

ମଉଦା ମଧୁସୁଦନ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ : କ୍ରୀଡା ଦ୍ୱାରା ଛାତ୍ର…

 (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତ ମଧୁସୁଦନ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ 3 ଦିନ ଧରି ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ପ୍ରଧାନଶିକ୍ଷକ ସଞ୍ଜୟ ବେହେରା ଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ପରିଚାଳନା ସମିତି ସଭାପତି ପୁଷ୍ପଲତା…