ପୁଣି ଜଳିଗଲା ଆଉ ଜଣେ ଝିଅ.

4

ଗାଇସିଲେଟରୁ ମନ ଦାନସନା / shasak prashasak : ପୁଣି ଜଳିଗଲା ଆଉ ଜଣେ ଝିଅ… ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରେ ଦେହରେ ନିଆଁ ଲଗାଇ ଝିଅ ଗୁରୁତର.|
୧୩ ବର୍ଷିୟା ନାବାଳିକାଜଣକ ଦେହରେ ପେଟ୍ରୋଲ ଢାଲି ଆତ୍ମହତ୍ଯା ଉଦ୍ୟମ। ଗୁରୁତର ଅବସ୍ଥାରେ ଭୀମଭୋଇ ବଲାଙ୍ଗିର ହସପିଟାଲ କୁ ୧୦୮ ଯୋଗେ ନିଆଯାଇଛି।
ଆଜି ସକାଳ ପ୍ରାୟ ସାତଟା ବେଳର ଘଟଣା. ତାର ନିଜ ଗାଁ ପଦ୍ମପୁର ବ୍ଲକ ର ତେଣ୍ଡାପଦର! ମାମୁ ଘର ଫିରିଙ୍ଗିମାଲ ରେ ରହି ପାଠ ପଢୁଥିଲା କମେଣ୍ଟ ମରାକୁ ନେଇ ଆତ୍ମହତ୍ଯା ଉଦ୍ୟମ କରିଥିବା ଅଭିଯୋଗ.|

Leave A Reply

Your email address will not be published.