ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା କଂଗ୍ରେସ୍ ପକ୍ଷରୁ ସ୍ଥାନୀୟ ମାଆ ବ୍ରାହ୍ମଣୀ ଦେବୀ ପୀଠରେ ବୃହ ଶନିପତି ପୂଜା ଅନୁଷ୍ଠିତ ହୋଇଛି I ଏହି ଅବସରରେ ସୋରଡା ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା I ବୈଠକରେ ଆଗାମୀ ଦିନରେ କଂଗ୍ରେସ୍ କୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି ପ୍ରରିପ୍ରେକ୍ଷୀରେ ଦଳର ବେଲଗୁଣ୍ଠା ଏନ୍ଏସି ସଭାପତି ଏବଂ ବ୍ଳକ୍ ସଭାପତି ଚୟନ ସମ୍ପର୍କରେ ଆଲୋଚନା କରାଯିବା ସହିତ ପାଞ୍ଚ ଜଣଙ୍କ ନାମ ପ୍ରଦେଶ କଂଗ୍ରେସ୍ କମିଟିକୁ ସୁପାରିଶ କରାଯାଇଥିଲା I ଖୁବ୍ ଶୀଘ୍ର ବେଲଗୁଣ୍ଠା ଏନ୍ଏସି ସଭାପତି ଏବଂ ବ୍ଳକ୍ ସଭାପତିଙ୍କ ନମ ଘୋଷଣା ହେବ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ରଥ ପ୍ରକାଶ କରିଛନ୍ତି I କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର,ପର୍ଯ୍ୟବେକ୍ଷକ ବିଜୟ ପ୍ରଧାନ, ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା,ପୁର୍ବତନ ସମିତିସଭ୍ୟ ଦେବେନ୍ଦ୍ର ଗୌଡ,ନାରାୟଣ ନାୟକଙ୍କ ସମେତ ବହୁ କଂଗ୍ରେସ୍ କର୍ମୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.