Sign in
Sign in
Recover your password.
A password will be e-mailed to you.
ଡାବୁଗାଁ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୬/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଙ୍କ ଦ୍ଵାରା ଯୁଗ୍ମ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୨ ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୧୭ ଟି ଓ ଗୋଷ୍ଠିଗତ ୧୫ ଟି…
ଖଇର କାଠ ସହ ମିନି ଟ୍ରକ୍ ଜବତ କଲା ପଦ୍ମପୁର ବନବିଭାଗ ।
ପଦ୍ମପୁର :- ଚୋରା ଚାଲାଣ ହେଉଥିବା ଖଇର କାଠ ସହ ମିନି ଟ୍ରକ୍ କୁ ଜବତ କରିଛି ପଦ୍ମପୁର ବନବିଭାଗ । କୌଣସି ସୂତ୍ରରୁ ଖବର ପାଇ ପଦ୍ମପୁର ବନ ବିଭାଗ ପକ୍ଷରୁ ଗାଇସିଲେଟ ଥାନା ଅନ୍ତର୍ଗତ ଭୋଇପାଲି ଗ୍ରାମ ନିକଟରେ ଚଢାଉ କରି ୨୨.୮୫ କ୍ୱିଣ୍ଟାଲ ଖଇର କାଠ ସହ ଏକ ଟାଟା ୪୦୭ ଟ୍ରକ୍ ନଂ (ଓ. ଆର୍.…
ମସ୍କୋ ଉସୁ ଷ୍ଟାର ଅନ୍ତର୍ଜାତୀୟ ଚାମ୍ପିଅନସିପରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଲେ ଜିନ୍ଦଲ ସ୍ପୋର୍ଟ ହଷ୍ଟେଲ କ୍ରୀଡ଼ାବିତ
ଭୁବନେଶ୍ୱର: ମସ୍କୋ ଉସୁ ଷ୍ଟାର ଅନ୍ତର୍ଜାତୀୟ ଚାମ୍ପିଅନସିପରେ ଦେଶ ପାଇଁ ଗୌରବ ଆଣିଛନ୍ତି ବଡବିଲସ୍ଥିତ ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଟେଲର ଦୁଇ କ୍ରୀଡ଼ାବିତ ପ୍ରେମ ମୁଣ୍ଡା ଓ ରାଜକୁମାର ମୁଣ୍ଡା। ସିନିଅର ପୁରୁଷ ୪୮ କେଜି ଓ ୫୨ କେଜି ବର୍ଗରେ ପ୍ରେମ ଓ ରାଜକୁମାର ଅତି ଚମତ୍କାର କୌଶଳ ପ୍ରଦର୍ଶନ…
ମହରାପଦର ଉଚ୍ଚ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର
ଖପ୍ରାଖୋଲ ୯/୬(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଭୁବନେଶ୍ଵର ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ବର୍ଦ୍ଧିତ…
୨୭ତମ ଜାତୀୟ ୱାଡୋ କାଇ କରାଟେ ଚାମ୍ପିୟନସିପ ରେ ଚମକିଲେ ଓଡ଼ିଆ ପୁଅ l
ସୁନ୍ଦରଗଡ଼: ଦାର୍ଜିଲିଂ ଠାରେ ଅନୁଷ୍ଠିତ ୨୭ତମ ଜାତୀୟ ୱାଡୋ କାଇ କରାଟେ ଚାମ୍ପିୟନସିପ ୨୦୨୫ ରେ ନିଜର ପରାକାଷ୍ଠା ଦେଖେଇଛନ୍ତି ସୁନ୍ଦରଗଡ଼ ପୋଲିସ ଭିବାଗ ରେ ଗ୍ରୁପ D ରେ କାର୍ଯ୍ୟରତ ବଳରାମ କଲେତ l ମେ ମାସ ୩୦ ତାରିକ ରୁ ଜୁନ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଇ ଥିଲା l ଏହି ପ୍ରତିଯୋଗିତା ରେ…
ସ୍ଥିରତା ଓ ପରିବେଶ ସୁରକ୍ଷା ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରି ଏଏମ୍ /ଏନ୍ଏସ୍ ଇଣ୍ଡିଆର ଦୀର୍ଘସ୍ଥାୟିତ୍ଵ…
ସମୁଦ୍ର ବେଳାଭୂମି ସଫେଇ, ସାମୁହିକ ଚାରା ରୋପଣ, ଚାରା ବଣ୍ଟନ ଏବଂ ସଚେତନତା ଅଭିଯାନ ଅନୁଷ୍ଠିତ
ଭୁବନେଶ୍ୱର, ଜୁନ୍ ୦୯, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍ /ଏନ୍ଏସ୍ ଇଣ୍ଡିଆ ) ପକ୍ଷରୁ ଓଡିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ୨୯ ମଇ ରୁ ୭ ଜୁନ୍ ୨୦୨୫ ପର୍ଯ୍ୟନ୍ତ…
ସୁଖ ତ ରୁନିଲତା ପରିବାର ପାଇଁ ଯେମିତି ସାତ ସପନ
ଜଗତସିଂହପୁର,ତା-୦୯.୦୬.୨୦୨୫/ସୁମନ୍ତ କୁମାର ଦାସ: ଗୋଟେ ମଣିଷର ଅତି ଆବଶ୍ୟକ ହେଉଛି ଖାଦ୍ୟ ଓ ଖାଇବା ପରେ ବିଶ୍ରାମ ନବାକୁ ଗୋଟିଏ ଘର l ଯଦି ମଣିଷକୁ ଏହି ଦୁଇଟି ଜିନିଷ ଶାନ୍ତିରେ ନ ମିଳେ ତେବେ ମଣିଷର ବଞ୍ଚିବା ବହୁତ କଷ୍ଟକର ହୋଇଯାଏ l ଏମିତି ଏକ ଜୀବନ୍ତ କାହାଣୀ ଦେଖିବାକୁ ମିଳିଛି…
ବୈଦିକ ସେବାଶ୍ରାମରେ ସଂସ୍କୃତିକ ଜାଗରଣ ସଂଘର ରୋପ୍ୟ ଜୟନ୍ତୀ ପାଳନ l
ଜମନକିରା (ଲିପନ ନାଏକ):ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ଠାରେ ଥିବା ଭାରତ ମାତା ବୈଦିକ ସେବାଶ୍ରମ ସଂସ୍କୃତି ଜାଗରଣ ସଂଘର ରୋପ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି । ଏହି ପୌର ଜୟନ୍ତୀରେ ପ୍ରାୟ ହଜାରେ ଲୋକଙ୍କର ଜନସମାଗମ ହୋଇଥିଲା । ଏହି ପୌର ଜୟନ୍ତୀରେ ୧୫୦ ଜଣ ସ୍ବେଚ୍ଛାସେବୀ…
ଟାଟା ପାୱାର ର ବିନା ସୂଚନା ରେ ମିଟର ବଦଳ, ଥାନାରେ ଏତଲା
"ମେଶଜ ଜରିଆରେ ଅଭିଯୋଗ ନଥାଇ ଅଭିଯୋଗ ସମାଧାନ ମେଶଜ"
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଘଟଣା ଟାଟା ପାୱାର ବିନା ସୂଚନା ରେ ମିଟର ବଦଳ କରିଛି । ଗ୍ରାମର ସ୍ବର୍ଗତ ଅରକ୍ଷିତ ପାଢ଼ୀ ଙ୍କ ଘର ବନ୍ଦ ଥିବା ସ୍ୱତେ ବିନା ସୂଚନା ରେ ନିଜକୁ ଟାଟା…
ରଘୁନାଥପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୦୯.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର…