୫ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଦାୟିତ୍ଵ ନେଲେ ଶିକ୍ଷକ ଦମ୍ପତି,

ଓଡ଼ଗାଁ,୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର ଶିକ୍ଷକ ଦମ୍ପତି ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ, ଆରତୀ ସାହୁ ରୋହିବାଙ୍କ ପଞ୍ଚାୟତ ରୋହିବାଙ୍କ ଅଞ୍ଚଳରେ ରହି ଆସୁଥିବା ମାଟିଆ କେଳା ମଙ୍କୁ ଆଦିବାସୀ ସଂପ୍ରଦାୟର ୫ ଜଣ ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ବହନ…

ସେପ୍ଟେମ୍ବର ୧୩ ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୩ ସେପ୍ଟେମ୍ବର ୨୦୨୫ରେ ପାରଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ…

ଖଇରପୁଟି ପଂଚାୟତରେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଞ୍ଜାମ ଜିଲ୍ଳାପାଳ ଭାବେ କୀର୍ତ୍ତିଭାସନ୍ ଭି ଯୋଗ ଦେବାପରେ ତାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ଅଧିକାରୀ ମାନେ ପଂଚାୟତକୁ ଯାଇ ଜନ ସାଧାରଣଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଳକ୍…

ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟାନସି ଆଣ୍ଡ ମ୍ୟାନେଜମେଣ୍ଟ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗ ର ଜାତୀୟ ଆଲୋଚନା…

ବାରିପଦା/ଦିଲ୍ଲୀପ ମହାନ୍ତି-- ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟାନସି ଆଣ୍ଡ ମ୍ୟାନେଜମେଣ୍ଟ ରା ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗ ଦ୍ୱାରା ଏକ ଦୁଇଦିନିଆ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ମୁଖ୍ୟ ଅତିଥି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ର…

ନାବାଳିକା ଗଣଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ପ୍ରତିମା ପାତ୍ର ସୋମବାର ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ୨ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୬୦ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ବର୍ଷ…

ନବରଙ୍ଗପୁର ଜିଲ୍ଲା ଜର୍ଣ୍ଣାଲିଷ୍ଟ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅନୁଦାନ ରାଶି ପ୍ରଦାନ |

ନବରଙ୍ଗପୁର ତା 24/08/2025,ଅଶୋଳ ସାହୁ ଶାସକ ପ୍ରଶାସକ -ଚଳିତ ମାସ 19 ତାରିଖରେ ନବରଙ୍ଗପୁର ଜିଲ୍ଲା ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ (ଓ଼, ୟୁ, ଡବଳୁ, ଜେ,)ସଭ୍ୟ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବି ହରିହର ଶତପଥୀଙ୍କ ଧର୍ମପତ୍ନୀ ଶ୍ରୀମତୀ କୁନ୍ତଳ କୁମାରୀ (53)ଙ୍କ ସ୍ୱର୍ଗବାସ ହୋଇଥିଲା…

ସୁରକ୍ଷିତ ଭାବରେ ପୂଜା ଓ ଉତ୍ସବ ପାଳନ କରିବାପାଇଁ ଟିପିଏସ୍ଓଡିଏଲ୍ ଜାରି କରିଲା ସୁରକ୍ଷା ପରାମର୍ଶ

ବ୍ରହ୍ମପୁର, ଅଗଷ୍ଟ, ୨୦୨୫: ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଦକ୍ଷିଣ ଓଡ଼ିଶାର ଉପଭୋକ୍ତା ଓ ଜନସାଧାରଣଙ୍କୁ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ହିସାବରେ ପୂଜା, ପର୍ବପର୍ବାଣୀ ତଥା ଉତ୍ସବ ପାଳନ କରିବାକୁ ଅନୁରୋଧ…

ଲଗାଣ ବର୍ଷାରେ ବାସହରା ଧୀରା ବେହେରା

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ରୁ ଆସୁଛି ଗୋଟିଏ ଦୁଃଖଦ ଖବର। ବିଜେପୁର ବ୍ଲକ୍‌ର କୁର୍କୁଟା ଗ୍ରାମରେ ବାସ କରୁଥିବା ଧୀରା ବେହେରାଙ୍କ ଘର, ଲଗାଣ ବର୍ଷାରେ ପୁରାପୁରି ଭାଙ୍ଗିଯାଇଛି।ସେମାନଙ୍କ ରହିବା ପାଇଁ ଘର ଖଣ୍ଡିଏ ନାହିଁ l ଏହି ପରିସ୍ଥିତିରେ ସବୁଠାରୁ ଦୁଃଖର କଥା ହେଉଛି…

ଆଳିରେ ପୋଲିସ ବିଭାଗର ସାମୁହିକ ରକ୍ତଦାନ ଶିବିର ଅନୁଷ୍ଠିତ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ପ୍ରାଙ୍ଗଣରେ ଆଜି ଏକ ବିଶେଷ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆଳି ଆଇ.ଆଇ.ସି. ଙ୍କ ନେତୃତ୍ୱରେ ସମସ୍ତ ପୋଲିସ ଷ୍ଟାଫ ସହଭାଗୀ ହୋଇ ସ୍ୱଇଚ୍ଛାରେ ରକ୍ତ ଦାନ କରିଥିଲେ।ଏହି ଅବସରରେ ଆଇ.ଆଇ.ସି. କହିଥିଲେ,…

“ଡବଲ ଇଞ୍ଜିନ ସରକାରଙ୍କ ଚାଷୀଙ୍କୁ ଡବଲ ପ୍ରତାରଣା”

ୟୁରିଆ କଳାବଜାରୀ ସରକାର ରୋକନ୍ତୁ; ନଚେତ କାର୍ଯ୍ୟାଳୟ ଘେରାଉ : ପ୍ରଦେଶ କଂଗ୍ରେସ କୃଷକଙ୍କ ବିପଦ ସମୟରେ କୃଷି ମନ୍ତ୍ରୀଙ୍କ ନିର୍ଲଜ୍ଜ ବକ୍ତବ୍ୟ ଚାଷୀଙ୍କ ପ୍ରତି ଘୋର ଉପହାସ ଭୁବନେଶ୍ୱର ତା ୨୪/୮/୨୫ :- ଏ ବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ ଭଲ ହେବ ବୋଲି ଚାଷୀକୁଳ ଆଶା ବାନ୍ଧି…