କେନ୍ଦୁଝର ଜିଲ୍ଲା ତେଲକୋଇ ଆମ୍ରପଲ୍ଲୀ ଆମ୍ବ ଇଟାଲୀ ବଜାରରେ ଆଦର ପାଇବ

କେନ୍ଦୁଝର,ତା୯/୬- କେନ୍ଦୁଝର ତେଲକୋଇ ଅଞ୍ଚଳର ଆମ୍ବ ଚାଷୀ ଜାନକୀ ପ୍ରଧାନ, ମହେଶ୍ୱର ପ୍ରଧାନ, ଯଶୋଦା ପ୍ରଧାନ, ପଞ୍ଚାନନ ସାହୁଙ୍କ ବଗିଚାରୁ ଉନ୍ନତ ମାନର ଆମ୍ରପଲ୍ଲୀ ଆମ୍ବ ଚଳିତ ବର୍ଷ ଇଟାଲୀର ଖାଉଟି ବଜାର ଦଖଲ ଅଭିଯାନ ଆରମ୍ଭ କରିଛି। ଆଜି ପ୍ରଥମ ପର୍ଯ୍ୟାୟ ରେ ଦୁଇ ଟନ ଆମ୍ବକୁ ବିଜିନେସ…

ଲମ୍ବା ଭାଷଣ ଓ ବଡ ବଡ ବିଜ୍ଞାପନରେ ବିକାଶ ଆସେନି : ନବୀନ

ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଙ୍କ ଶଙ୍ଖ ଭବନ ରେ ଦଳର ନେତା ମାନଙ୍କୁ ଉଦବୋଧନ "ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ Mandate ରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ Responsible Opposition ଭାବରେ କାମ କରୁଛି । ଭାରତୀୟ ଜନତା ପାର୍ଟି ସରକାର…

କେନ୍ଦୁଝରର ଗଣପର୍ବ ରଜ ଲାଗି ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ

 କେନ୍ଦୁଝର- କେନ୍ଦୁଝର ସଦର ବ୍ଲକ ଗୋବର୍ଦ୍ଧନ ଗ୍ରାମପଞ୍ଚାୟତ ସେଣ୍ଡକାପ ଗ୍ରାମ ପୋଇ ତୋଟାଠାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟ ପରାମର୍ଶଦାତା ଓ ଏ ଅଞ୍ଚଳର ବରିଷ୍ଠ ସମାଜସେବୀ ରସାନନ୍ଦ ଘଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଜ ପର୍ବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ପର୍ବ…

ବେଦାନ୍ତ ଆଲୁମିନିୟମ ସ୍ଥାୟୀ ଜଳ ପରିଚାଳନାକୁ ପ୍ରୋତ୍ସାହିତ କରେ

ଝାରସୁଗୁଡା : ଜଳ ଦ୍ରୁତ ଗତିରେ ୨୧ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି। ଜଳବାୟୁ ପରିବର୍ତନ ତୀବ୍ର ହେବା ଏବଂ ଜଳ ସମ୍ପଦ ଅଧିକ ସୀମିତ ହେବା ସହିତ, ଦାୟିତ୍ୱପୂର୍ଣ୍ଣ ଜଳ ପରିଚାଳନାର ଆବଶ୍ୟକତା କେବେ ଏତେ ଜରୁରୀ ହୋଇନାହିଁ। ଆଜି ଶିଳ୍ପ ନେତାମାନେ…

ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଦ୍ଵାରା ବିଭିନ୍ନ…

ଜଗତସିଂହପୁର, ତା ୦୯.୦୬.୨୦୨୫/ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ , ଶକ୍ତି ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ…

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଡ଼ାବରାଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…

୮୦ ଭାଗ କାର୍ଯ୍ୟ ସରିଲାଣି: ଆଇନ ମନ୍ତ୍ରୀ

ରଥଯାତ୍ରା ର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ପୁରୀ ୯/୬ (ଅନିମେଶ ପଟ୍ଟନାୟକ): ମହାପ୍ରଭୁ ନିଜେ ନିଜ କାର୍ଯ୍ୟ କରନ୍ତି।ଆମେ କେବଳ ପରସ୍ପର ସହଯୋଗ କରନ୍ତି।ରଥଯାତ୍ରା ପାଇଁ ପ୍ରାୟ ଅଶୀ ଭାଗ କାର୍ଯ୍ଯ ସରିଲାଣି।ନିର୍ଦ୍ଧାରିତ ସମୟ ସୁଦ୍ଧା କାର୍ଯ୍ୟ ଶେଷ ହେବ।ସେହିପରି ଦେବସ୍ନାନ ପାଇଁ…

ଓଡ଼ଗାଁ ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକା ଖାଦ୍ୟ ପ୍ରତିଯୋଗିତା

 ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି।ପ୍ରତିଯୋଗିତାରେ ୩୫ଟି ସ୍ବୟଂ ସହାୟିକା ଗୋଷ୍ଠୀ ଅଂଶଗ୍ରହଣ କରିଥିବା ବେଳେ…

ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ , ସ୍କାଏ ଓ୍ବାଲକରସ, ଏଲାଟ୍ ଇଗଲ ଏବଂ ଇମୋର୍ଟାଲସ ବିଜୟୀ

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ) ୨୦୨୫ ଦ୍ବିତୀୟ ଦିବସ ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ସୋମବାର ଦ୍ଵିତୀୟ ଦିବସରେ…

ବାରମ୍ବାର ଦାବୀ ପରେ ଡ଼ାବୁଗାଁ – ମାନିଗାଁ ପୂର୍ତ୍ତ ବିଭାଗ ରାସ୍ତା ପରିଦର୍ଶନ କଲେ ଜିଲ୍ଲାପାଳ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ - ମାନିଗାଁ ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତୀ କରଣ ରେ ସ୍ବଚ୍ଛତା ଓ ଶୀଘ୍ର ସମାପ୍ତ ନେଇ ଡ଼ାବୁଗାଁ ବାସୀ ବାରମ୍ବାର ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଦାବୀ କରି ଆସୁଥିବା ବେଳେ ଆଜି ଷଷ୍ଠ ଥର…