ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

ଭୁବନେଶ୍ୱର: ଅଜିମ ପ୍ରେମଜୀ ଫାଉଣ୍ଡେସନ ସ୍ନାତକୋତର ଡାକ୍ତର (ପିଜି) ମାନଙ୍କ ନିମନ୍ତେ ୧୮ ମାସର ନିମଗ୍ନକାରୀ ଶିକ୍ଷଣ ଅଭିଜ୍ଞତା ହାସଲ କରିବାକୁ ‘ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ’ ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫେଲୋସିପ ଅଜିମ ପ୍ରେମଜୀ ଫାଉଣ୍ଡେସନ ଏବଂ ଦେଶର…

ଭାରତୀୟ ଜ୍ଞାନ ପରମ୍ପରାର ଏଆଇ ମଡେଲିଂ ହେବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

• ଆଇସିପିଆରର ଗବେଷଣା ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ• ଆଇସିପିଆର ବିଗତ ୫ ଦଶକ ଧରି ଭାରତୀୟ ଜ୍ଞାନ ପ୍ରବାହକୁ ସମୃଦ୍ଧ କରିଆସୁଛି • ଆଦିମାନବ କାଳରୁ ଏଆଇ ଯୁଗ ପର୍ଯ୍ୟନ୍ତ, ଆମର ଚିନ୍ତାଧାରା, ସାମାଜିକ ବ୍ୟବସ୍ଥା ଏବଂ ପଦ୍ଧତିଗୁଡ଼ିକର କେନ୍ଦ୍ରରେ ମନୁଷ୍ୟ ରହିଛି…

ପହଣ୍ଡି ଠାରେ ଧାନ କ୍ରୟ କେନ୍ଦ୍ର କୋଠାର ଶିଲାନ୍ୟାସ

ବିଜେପୁର :- ବରଗଡ଼ ଜିଲ୍ଲା ଅନ୍ତର୍ଗତ ପହଣ୍ଡି ପ୍ୟାକ୍ସ ସୁବିଧାକୁ ଦୃଷ୍ଟିରେ ରଖି ବିଜେପୁର ବ୍ଳକ ଠାରେ ଧାନ କ୍ରୟକେନ୍ଦ୍ରର ସ୍ଥାପନ ହୋଇଛି। ବିଧାୟକ ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶିଲାନ୍ୟାସ କରିଥିଲେ। ପୂର୍ଭ ବିଭାଗ ଅଧୀନସ୍ଥ ଏହାର ଅଟକଳ ମୂଲ୍ୟ ୯୮ ଲକ୍ଷ ୨୩…

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କର ଯାଜପୁର ଜିଲ୍ଲାରେ ଡାଇରିଆ ପରିଚାଳନା କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ…

ଭୁବନେଶ୍ଵର ୧୬.୦୬.୨୫: ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ ଯାଜପୁର ଜିଲ୍ଳାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଡାଇରିଆ ପରିଚାଳନା କାର୍ଯକ୍ରମର କ୍ଷେତ୍ରସ୍ତରୀୟ ତଦାରଖ ଓ ସମୀକ୍ଷା କରିଥିଲେ । ପ୍ରଭାବିତ ଅଞ୍ଚଲରେ ସାଧାରଣ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ଲକ୍ଷ୍ୟ…

ସୁନ୍ଦରଗଡ଼ ବିଜେଡି କର୍କଟ ରୋଗରେ ପୀଡ଼ିତ ଅସହାୟ ପରିବାରକୁ ସାହାଯ୍ୟ କଲା !

ସୁନ୍ଦରଗଡ଼ ତା 16.06.25 ରିଖ :-ସୁନ୍ଦରଗଡ଼ ପୋୖରାଞ୍ଚଳ ଅନ୍ତର୍ଗତ 13 ନମ୍ବର ୱାର୍ଡ ବାସିନ୍ଦା ସ୍ବର୍ଗତ ସୁରେନ୍ଦ୍ର ନାଥ ସ୍ୱାଇଁ ଓ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ତିନୋଟି ପୁଅ ! ସବା ସାନ ପୁଅ କୈଳାସ କୁମାର ସ୍ୱାଇଁ ଗତ ତିନି ବର୍ଷ ଆଗରୁ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ କୋମାରେ…

ଆଲୋକ ଓଜେଇ ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଟପ୍ପର

ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ସନ୍ନିକଟ ବନ୍ଧା ଭୁଇଁ ଗାଆଁର ପ୍ରମୋଦ ସାହୁଙ୍କ ପୁଅ ଆଲୋକ ସାହୁ ଓଜେଇ ପରୀକ୍ଷାରେ ନୟାଗଡ଼ ଜିଲ୍ଲାରେ ଟପ୍ପର ହୋଇଥିବା ବେଳେ ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଆଦିବାସୀ ଅଧ୍ୟୁଷିତ…

କଳାବ୍ୟାଜ ପିନ୍ଧିଲେ ଓଡ଼ଗାଁ ବନକର୍ମଚାରୀ,୨୨ ତାରିଖରୁ ସାମୁହିକ ଛୁଟିରେ ରହିବେ

ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ବନରଖି ଓ ବନପାଳ ମାନେ ରବିବାର ଠାରୁ କଳାବ୍ୟାଜ ପିନ୍ଧି ସରକାରଙ୍କ ନିକଟରେ ସମସ୍ତ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ପାଇଁ ଦାବି ଜଣାଇଛନ୍ତି । ସୂଚନା ଥାଉକି ଢେଙ୍କାନାଳ…

ଓଡ଼ଗାଁ କଲେଜରେ ଖୋଲିଲା +୨ ବାଣିଜ୍ୟ, ଚଳିତ ଶିକ୍ଷାବର୍ଷରୁ ଆବେଦନ କରିବେ ଛାତ୍ରଛାତ୍ରୀ

ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବାଣିଜ୍ୟ ବିଭାଗ ପାଠ୍ୟକ୍ରମ ଖୋଲିଲା । ନିର୍ଦ୍ଦେଶକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାଙ୍କ ତା. ୧୩.୦୬.୨୦୨୫ ରିଖ ପତ୍ର ସଂଖ୍ୟା ୭୮୧୯ ଅନୁଯାୟୀ ବାଣିଜ୍ୟ ବିଭାଗରେ…

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫, ଏସ ଆର ଏସି ଚମ୍ପିୟାନ

ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ରବିବାର ଅପରାହ୍ନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଏସ ଆର ଏସି ଚମ୍ପିୟାନ ହୋଇଥିବା ବେଳେ…

ଜିନ୍ଦଲ ଫାଉଣ୍ଡେସନକୁ ସମ୍ମାନଜନକ ୨ଟି ବର୍ଗରେ ଗ୍ରୀନଟେକ୍ ପୁରସ୍କାର

ଭୁବନେଶ୍ବର, ଜୁନ ୧୫,୨୦୨୫: କୃଷି ପ୍ରୋତ୍ସାହନ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ୨ଟି ବର୍ଗରେ ସମ୍ମାନଜନକ ଗ୍ରୀନଟେକ୍ ପୁରସ୍କାର ପ୍ରଦାନ କରାଯାଇଛି । ଜୁନ୍ ୧୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ…