ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତା ନିମନ୍ତେ ସୋଆ ଏବଂ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ…

ଭୁବନେଶ୍ୱର, ଜୁନ ୧୮: ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତର ନୂତନତା ଏବଂ ଆର୍ଥିକ ବୈଷୟିକ ପରିସଂସ୍ଥା ପର୍ଯ୍ୟବେସିତ ଅନୁଷ୍ଠାନ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣା…

ଜେ କେ କାଗଜ କଳ , ରାୟଗଡା ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକ ସିଏସଆର ଆୱାର୍ଡ ରେ…

ରାୟଗଡା: ଜେ କେ ପ୍ରତିଷ୍ଠାନ ଅଧୀନ ରେ ଥିବା ଜେକେ କାଗଜକଳ, ରାୟଗଡା ୟୁନିଟ କୁ ନୂଆ ଦିଲ୍ଲୀ ଠାରେ ଗ୍ରୀନଟେକ ଇଣ୍ଡିଆ ଫାଉଂଡେସନ ଦ୍ୱାରା ଜାତୀୟ ସ୍ତର ର ଦୁଇଟି ପୁରସ୍କାର ରେ ପୁରସ୍କୃତ କରାଯାଇଅଛି | ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକ ଇଣ୍ଡିଆ ଫାଉଂଡେସନ ର…

ବାଡ଼ ଖାଉଛି ଫସଲ, ତୁମେ କେତେ କହିଲେ ଆମକୁ ଫରକ୍ ପଡିବନି।

 ( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) ଖଲ୍ଲିକୋଟ:୧୭/୬, ସୁନାମ ଧନ୍ୟ ଖଲ୍ଲିକୋଟ ଏବେ ଖଚ୍ଚକୋଟ ରେ ପରିଣତ ହୋଇଥିବା ପରିଲକ୍ଷିତ ହେଉଛି । ଯେଉଁ ଖଲ୍ଲିକୋଟ ସହର ଦିନେ ଓଡ଼ିଶାର ଇତିହାସ ରେ ଲିପିବଦ୍ଧ ହୋଇଥିଲା , ସେ ସହର ଏବେ ଧୂଳି ସାତ ହେବାକୁ ବସିଲାଣି।ଏଠାରେ ଯେଉଁ ନେତାମାନେ…

ଜିଲ୍ଲାସ୍ତରୀୟ ବିକାଶ ମେଳା ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ମଙ୍ଗଳବାର) ଜିଲ୍ଲାସ୍ତରୀୟ ବିକାଶ ମେଳା , ପରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ…

ବର୍ଷ ଏକ ଉପଲବ୍ଧି ଅନେକ ଓ କୃଷକ ଶକ୍ତି ସମାବେଶ ଉତ୍ସବ

ବଲାଙ୍ଗୀର- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବିଜେପି ସରକାରର ଦାୟିତ୍ୱରେ ଏକ ବର୍ଷ ପୂର୍ଣ୍ଣ ହେବାର ଅବସରରେ "ବର୍ଷ ଏକ ଉପଲବ୍ଧି ଅନେକ"ଓ କୃଷକ ଶକ୍ତି ସମାବେଶ ଶୀର୍ଷକ ଉତ୍ସବ ବଲାଙ୍ଗୀର ଜିଲ୍ଲାର ପଥରଚେପା ରେ ଗର୍ବଭରିତ ଭାବେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର…

ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଜାତୀୟ ମହିଳା କମିଶନ ଆଜି ନିଜଆଡୁ ଏ ଘଟଣାର ସଂଜ୍ଞାନ ନେଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଭୁବନେଶ୍ୱର, ୧୭ ଜୁନ୍ ୨୦୨୫: ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ…

ଭୁବନେଶ୍ୱର ରେଳ ଷ୍ଟେସନରେ ନୂତନ ନିର୍ମିତ ଭୂମିସ୍ତରୀୟ ପ୍ରସ୍ଥାନ କନକୋର୍ସକୁ ଟିକେଟ କାଉଣ୍ଟର ସ୍ଥାନାନ୍ତର |

ଭୁବନେଶ୍ୱର, ଜୁନ୍ ୧୭, ୨୦୨୫: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର ରେଳ ଷ୍ଟେସନର ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର ଏକ ଅଂଶ ଭାବରେ, ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ଉନ୍ନୀତ କରିବା ଲକ୍ଷ୍ୟରେ ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ…

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଜଗନ୍ନାଥ ମନ୍ଦିର ପରିସରରେ ଆଗାମୀ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସ୍ଥାୟୀ ସଭାପତି ତଥା…

ଜିଲ୍ଲାସ୍ତରୀୟ ବିକାଶ ମେଳାର ଷଷ୍ଠ ଦିବସ

ଜଗତସିଂହପୁର,ତା ୧୭.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳାର ଷଷ୍ଠ ସନ୍ଧ୍ୟା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ମିଶନ ଶକ୍ତି ପକ୍ଷରୁ ଆୟୋଜିତ ହୋଇଥିଲା । ସଭାରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀ ଜ୍ୟୋତି ଶଙ୍କର ରାୟ ଓ ମୁଖ୍ୟ ବିକାଶ ତଥା…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର,ତା-୧୭.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ର ମିଳିତ ଆନୁକୁଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଗୋପବନ୍ଧୁ ନଗର ଉଦ୍ୟାନ ରେ ଥିବା…