କୁଚିପାଲିରେ କଲ୍ୟାଣମଣ୍ଡପର ଶିଳାନ୍ୟାସ

ସୋହେଲା :-ସୋହେଲା ବ୍ଲକ୍ କୁଚିପାଲି କାଳୀମନ୍ଦିର ନିକଟରେ ଏକ ନୂତନ ମଣ୍ଡପର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମ୍ୟ କମିଟି ସଭାପତି ଲୋକେଶ୍ଵର ସିଂ ବାରିହାଙ୍କ ସଭାପତିତ୍ବରେ ତ୍ବରେ…

ବିଜେପୁର ରେ ବିକାଶ ରଥ ଗଡିଲା

ବିଜେପୁର :-ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତାର ଯାତ୍ରାକୁ ଲୋକାଭିମୁଖୀ କରିବା ତ‌ଥା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସୋମବାର ଠାରୁ ବିକାଶ ବାହନର ଶୁଭାରମ୍ଭ ହୋଇଛି | ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନତ…

ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୧୬.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ…

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ସ୍ଥାପନା ଦିବସ ଓ ଅଲୈ|କିକ ଜନ୍ମ ଦିବସ ପାଳନ

ଜଗତସିଂହପୁର,ତା-୧୬.୦୬.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ସିପି ଗ୍ରାମରେ ସ୍ଥିତ ବ୍ରହ୍ମା କୁମାରୀ ଗୀତାପାଠଶାଳା ବିଶ୍ଵଶାନ୍ତି ଭବନଠାରେ ଜଗତସିଂହପୁର ରେ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ର ୪୦-ତମ ସ୍ଥାପନା ଦିବସ, ବ୍ର.କୁ. ମିହିର ଭାଇଙ୍କ ୪୦-ତମ ଅଲୈ|କିକ ଜନ୍ମ ଦିବସ ତଥା…

ଘୁମୁସର ହରିଦ୍ରା ତୈଳିକ ବୈଶ୍ୟ ସମାଜର ୭୪ତମ ବାର୍ଷିକ ଉତ୍ସବ ଓ ମହାସଭା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଆଜି ନିକଟସ୍ଥ ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ପରିସରରେ ଘୁମୁସର ରେ ଥିବା ୬ଗୋଟି ଅଞ୍ଚଳକୁ ନେଇ ହରିଦ୍ରା ତୈଳିକ ବୈଶ୍ୟ ସମାଜର ୭୪ ତମ ବାର୍ଷିକ ଉତ୍ସବ ଓ ମହାସଭା ରଙ୍କନିଧି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଭାରେ ମୁଖ୍ୟ ଅତିଥି…

ଦୁର୍ନୀତିର ମାର୍ଗ ସାଜିଛି ବିନା ସୂଚନା ଫଳକରେ ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟ

ଜମନକିରା (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଞ୍ଚାୟତର ତାଳମୁଣ୍ଡା କଣ୍ଟାରେ ଏକ ପାହାଚ ଘାଟ ନିର୍ମାଣ କାର୍ଯ୍ୟ ହେଉଥିବା ଦେଖାଯାଇଛି। ଏହି କାର୍ଯ୍ୟ ଆରମ୍ଭରୁ କାର୍ଯ୍ୟର ସ୍ୱଛତା ଏବଂ ପାରଦର୍ଶିତା ବଜାୟ ରଖି କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ନିର୍ମାଣ…

ସମାଜ ସେବୀ ମନୋଜ ନାୟକ ଙ୍କ ଦ୍ଵାରା ରଜ ମହୋତ୍ସବ ଆୟୋଜିତ

ବାସୁଦେବପୁର : ଆଜି ତୃତୀୟ ରଜ, ସବୁଠି ଜମୁଛି ରଜ ଆସର ।ଓଡିଶା ର ସଂସୃତି ପରମ୍ପରା ର ପର୍ବ ହେଉଛି ରଜ ଉତ୍ସବ । ଓଡିଆ ସଂସ୍କୃତି କୁ ମନେପକାଇବା ପାଇଁ ବାସୁଦେବପୁର ବାଲିମେଦ ପଡିଆ ଠାରେ ସମାଜ ସେବୀ ମନୋଜ ନାୟକ ଙ୍କ ପକ୍ଷରୁ ପ୍ରଥମ ରଜ ମହୋତ୍ସବ ର ବ୍ୟାପକ ଆୟୋଜନ କାରାଯାଇଛି ! ରଜ ଉପଲକ୍ଷେ…

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ୧୬ ତାରିଖ ସୋମବାର ୨୦୨୫ ଦିନ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦେବଦତ୍ତ ପଣ୍ଡା ,ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରଞ୍ଜନ କୁମାର…

ଛୁରିଆନା ରେ ପହଁଞ୍ଚିଲା ବିକାଶ ବାହାନ ରଥ l

ଅସ୍ତରଙ୍ଗ;  ରାଜ୍ୟ ସରକାର ରାଜ୍ୟର ଶାସନ ଭାର ନେବାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଗାଁ ଗାଁ ରେ ଗଡିଛି ବିକାଶ ବାହାନା ରଥ, ଏହି ରଥରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ତାଙ୍କର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ରେ ହୋଇ ଥିବା ବିଭିର୍ଣ୍ଣ ବିକାଶର ଚିତ୍ର ଏଲସିଡି ମାଧ୍ୟମରେ ପ୍ରଚାର କରା…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଧାଣ୍ଡିମ୍ବା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…