Sign in
Sign in
Recover your password.
A password will be e-mailed to you.
ହିଣ୍ଡାଲ୍କୋର ହୀରାକୁଦ ସ୍ମେଲଟର୍ ଆଣ୍ଡ ପାୱର ଏବଂ ଆଦିତ୍ୟ ଆଲୁମିନିୟମ୍ ସମ୍ମାନଜନକ ପ୍ରଦୂଷଣ ନିୟନ୍ତ୍ରଣ…
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲ୍କୋ ଇଷ୍ଟଷ୍ଟ୍ରିଜ ଲିମିଟେଡକୁ ସଫଳତାର ସହିତ ପ୍ରଦୂଷଣ ନିୟନ୍ତ୍ରଣ, ପରିବେଶର ଯତ୍ନ ଓ ସୁରକ୍ଷା ଏବଂ ଦାୟିତ୍ୱସମ୍ପନ୍ନ ଶିଳ୍ପ କାର୍ଯ୍ୟାଭ୍ୟାସ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି), ଓଡ଼ିଶା!-->!-->!-->…
ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଛି ଡବଲ ଇଞ୍ଜିନ ସରକାର: ବିଜେଡି
ଦୁଇ ବର୍ଷରେ ୨୫ଟି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ
ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣା ପରୀକ୍ଷା ବିଫଳତାର ଆଉ ଏକ ନମୂନା
ସମ୍ପୂର୍ଣ୍ଣ ପରୀକ୍ଷା ସଂସ୍କାର ଦାବି କଲା ବିଜେଡି
ଭୁବନେଶ୍ୱର, ୧୮/୦୯/୨୦୨୬: ଉକ୍ରଳ ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର!-->!-->!-->!-->!-->!-->!-->!-->!-->…
ଦୁଇ ବର୍ଷରେ ଓଡିଶାର ଶିଳ୍ପାୟନର ନୂଆ ଧାରା ସୃଷ୍ଟି ହୋଇଛି: ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
ପ୍ରକଳ୍ପ ଆସୁଛି, ନିବେଶ ହେଉଛି ଓ ନିଯୁକ୍ତି ସୃଷ୍ଟି ହୋଇଛି ବିଦେଶୀ ପୁଞ୍ଜିନିବେଶରେ ରାଜ୍ୟରେ ରେକର୍ଡ ସୃଷ୍ଟି ହୋଇଛି ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ ୟୁଏଇ ଗସ୍ତ ଓଡିଶାର ଶିଳ୍ପ ଜଗତ ପାଇଁ ଏକ ଐତିହାସିକ ଏବଂ ଅତ୍ୟନ୍ତ ସଫଳ ଅଧ୍ୟାୟ ଯୁବପିଢିଙ୍କ!-->!-->!-->…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ସୁଭଲକ୍ଷ୍ମୀ ସମବାୟ ମହିଳାଙ୍କ ଦ୍ୱାରା ହସ୍ତର୍ନିମିତ ପରିବେଶ ଅନୁକୂଳ…
ପାରମ୍ପରିକ କଳା ସହ ଦୀର୍ଘସ୍ଥାୟୀ ଜୀବିକା ସହ ଯୋଡ଼ି ହେଲେ ସୁଭଲକ୍ଷ୍ମୀର ମହିଳା କାରିଗର ।
ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର ୨୦୨୬: ଓଡ଼ିଶାରେ ଗଣେଶ ଚତୁର୍ଥୀ ପାଳନ ଅବଶରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ପରିବେଶ ଅନୁକୂଳ ମାଟିରେ ନିର୍ମିତ ଗଣେଶ ମୂର୍ତ୍ତି ପ୍ରଦର୍ଶିତ କରାଯାଇଛି।!-->!-->!-->…
ଜଲଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର
ଛାତ୍ରୀଙ୍କୁ ଚକ୍ଷୁ ସୁରକ୍ଷା ଓ ଡିଜିଟାଲ୍ ସ୍କ୍ରିନ୍ ବ୍ୟବହାର ନେଇ ସଚେତନତା
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଲାୟନ୍ସ କ୍ଲବ ରାଉରକେଲା ବେଦବ୍ୟାସ ଗ୍ରେଟର ପକ୍ଷରୁ ଜଲଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ!-->!-->!-->!-->!-->…
ମଣ୍ଡଳସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ଓଡ଼ଗାଁ ରଘୁନାଥ ବିଦ୍ୟାଳୟ ପ୍ରଥମ
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହେଲା ବିଜେତା ଦଳ
ଓଡ଼ଗାଁ, ୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିସ୍ଥିତ ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଓଡ଼ଗାଁ ମଣ୍ଡଳସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ!-->!-->!-->…
ଶୈକ୍ଷିକ ଜ୍ଞାନ ବୃଦ୍ଧି ପାଇଁ ଛାତ୍ରଛାତ୍ରୀଙ୍କ ସାମଗ୍ରୀ ପୁନଃ ଉଦ୍ଧାର କେନ୍ଦ୍ର ପରିଦର୍ଶନ
ଓଡ଼ଗାଁ, ୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ସ୍ୱଚ୍ଛତା ହିଁ ସେବା-୨୦୨୬’ ପାଳନ ଅବସରରେ ଓଡ଼ଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶୈକ୍ଷିକ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ ଜାରିଙ୍ଗିସ୍ଥିତ ଓଡ଼ଗାଁ ଏନ୍ଏସିର ବିଭିନ୍ନ ପରିମଳ ପରିଚାଳନା କେନ୍ଦ୍ର!-->!-->!-->…
ପଲ୍ଲୀ ଘୁଣ୍ଟାସାହି ରୁ ରଗଡିମଡା ରାସ୍ତାର ଦୁରାବସ୍ତା, ତୁରନ୍ତ ରାସ୍ତା କାର୍ଯ୍ୟ ସାରିବାକୁ ଗ୍ରାମବାସୀଙ୍କ ଦାବି
ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଠିକାଦାରଙ୍କୁ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶ,
ଓଡ଼ଗାଁ, ୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଧାପୁର ପଞ୍ଚାୟତ ପଲ୍ଲୀ ଘୁଣ୍ଟାସାହି ରଗଡିମଡା ଗ୍ରାମ ଉନ୍ନୟନ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ସାଙ୍ଗକୁ!-->!-->!-->…
୧୯୮୦ ବନ୍ୟାର ୪୬ ବର୍ଷ ପୂର୍ତ୍ତିରେ ବଂଶଧାରା ସାହିତ୍ୟ ସମାଜ ତରଫରୁ ଆଭାସୀ ଆଲୋଚନା ଚକ୍ର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :: ବଂଶଧାରା ସାହିତ୍ୟ ସମାଜ ଆନୁକୁଲ୍ୟରେ ପ୍ରଥମ ଆଭାସୀ ଆଲୋଚନା ଚକ୍ରର ବିଷୟ ବିନ୍ଦୁ "ବର୍ଷା, ବନ୍ଯା ଓ ବେଦନାର ସୁର । ୧୯୮୦ ଗୁଣପୁର ମହାପ୍ରଳୟ ସ୍ମୃତି ଓ ସମ୍ଭାବନା" ଶୀର୍ଷକ ଏହି ଆଭାସୀ ଆଲୋଚନାରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଗୁଣି, ଜ୍ଞାନୀ,!-->!-->!-->…
ମୋଦୀଙ୍କ ଜନ୍ମଦିନ ଅବସରରେ ଗୁଣପୁର ରେ ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ବଳନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅତି ଧୁମଧାମରେ ପାଳନ ହୋଇଯାଇଛି । ଏଥି ସହ ଆରମ୍ଭ ହୋଇଛି ମାସିକିଆ ସେବା ସଂକଳ୍ପ ଅଭିଯାନ । ଏହି ଅବସରରେ ଆଜି ନଗର ମଣ୍ଡଳ ସଭାପତି ଜୟଦେବ ପଣ୍ଡା ଙ୍କ ଆହ୍ଵାନ!-->!-->!-->…