ସଞ୍ଜୟ ତୁଳ ସ୍ମୁତି ସମ୍ମାନ ୨୦୨୬ ରେ ସମ୍ମାନିତ ହେଲେ ବିଷ୍ଣୁପ୍ରିୟା ପୋଥାଳ

ନବରଙ୍ଗପୁର 19/09/2026: ପବିତ୍ର ରାଧାଷ୍ଟମି ରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ମନ୍ଦିର ପ୍ରଗଣାରେ ଅନୁଷ୍ଟିତ ହୋଇଥିଲା ବିଶେଷ ପୂଜା ମହୋତ୍ସବ। ନବରଙ୍ଗପୁର ସହରର ଶତାଧିକ ଭକ୍ତ୍ତଙ୍କ ସମାରୋହରେ ଅନୁଷ୍ଠିତ ହୋଇଥିଲା ପୂଜା ବିଧି ,ହୋମ୍ ଯଜ୍ଞ ଏବଂ ନାମ ସଙ୍କୀର୍ତ୍ତନ।ଏହି ଅବସରରେ କୁମାରୀ

କୋଲାବିରାରେ ସାଇବର ଠକେଇ ବିରୋଧରେ ସଚେତନତା ଅଭିଯାନ

କୋଲାବିରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମମାସ ଅବସରରେ ଚାଲିଥିବା ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ କୋଲାବିରାରେ ସାଇବର ଅପରାଧ ଓ ଅନଲାଇନ୍ ଠକେଇ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭାରତୀୟ ଜନତା ପାର୍ଟିର କୋଲାବିରା ମଣ୍ଡଳ ପକ୍ଷରୁ କୋଲାବିରା

ଜେସିବି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ।

ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ର ପୁର ଉପକଣ୍ଠ ଟାଟା କଲୋନୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମିଲନ୍ ପ୍ରଧାନ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ର ଘର ନିକଟସ୍ଥ ଶୀତଳାପଲୀ ଗ୍ରାମରେ ଓ ସେ ନିଜ ମୋଟରସାଇକେଲ ଯୋଗେ ନରେନ୍ଦ୍ର ପୁର ଯାଉଥିବା

ଓଡ଼ିଶା ସିଲିକନ୍ ଭ୍ୟାଲି ଓ ଡାଟା ସେଣ୍ଟରକୁ ମହାନଦୀର ଜଳ ଦେବା ପୂର୍ବରୁ କଟକର ଜଳ ସୁରକ୍ଷା ସୁନିଶ୍ଚିତ କରନ୍ତୁ …

ଭୁବନେଶ୍ୱର, ୧୯ ସେପ୍ଟେମ୍ବର ୨୦୨୬: କଟକର  ନରାଜ ଠାରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍ ଭ୍ୟାଲି’ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଉପରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଗଭୀର ଉଦ୍‌ବେଗ ପ୍ରକାଶ କରିଛି।  ସଂଗଠନ କହିଛି ଯେ ଶିଳ୍ପ ବିକାଶ ପାଇଁ ମହାନଦୀକୁ  ଏକ ଅସୀମ

ଭଦ୍ରକରେ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମବିଷ୍ଣୁ ଭାଇ ଥିଲେ ନିଷ୍ଠା ଓ…

• ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ 'ବିଷ୍ଣୁ ବିଭବ', 'ଘାସଫୁଲ' ପତ୍ରିକା ଓ 'ଘାସଫୁଲ' ଡିଜିଟାଲ୍ ୱେବସାଇଟ୍‌ର କଲେ ଉନ୍ମୋଚନ• ବିଷ୍ଣୁ ଭାଇଙ୍କ ସହ ଥିବା ସ୍ମୃତି ମନେପକାଇଲେ, ସମାଜର ଗରିବ ଓ ନିଷ୍ପେସିତ ଲୋକଙ୍କ ପାଇଁ ନିଜର ଭାବନା,

ସୋଆର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନସେସ୍ ଏବଂ ହୋଟେଲ୍ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ…

ଭୁବନେଶ୍ୱର, ୧୯/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଓ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ଛାତ୍ରଛାତ୍ରୀଙ୍କ ନିମନ୍ତେ ଶନିବାର ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ ଉତ୍ସବ

ମଧ୍ୟପ୍ରଦେଶରେ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଦୁର୍ଘଟଣାଜନିତ ମୃତ୍ୟୁରେ ଶୋକପ୍ରକାଶ

ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଥା ହେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ • ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ଭୁବନେଶ୍ୱର, ସେପ୍ଟେମ୍ବର ୧୯,୨୦୨୬ - ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ

୨୪ତମ ପ୍ରାଦେଶିକ ସଂସ୍କୃତି ମହୋତ୍ସବ ଉଦଘାଟିତ

"ଭାରତୀୟ ସଂସ୍କୃତି ହେଉଛି ଆମ ଜାତୀୟ ଜୀବନର ମୂଳ ଆଧାର" ବଲାଙ୍ଗୀର,ତା.୧୮/୦୯/୨୦୨୬:ସ୍ଥାନୀୟ କଲେଜ ଛକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତିନି ଦିନ ଧରି ହେବାକୁ ଥିବା ୨୪ତମ ପ୍ରାଦେଶିକ ସଂସ୍କୃତି ମହୋତ୍ସବ ଉଦଘାଟିତ ହୋଇଯାଇଛି।କାର୍ଯ୍ୟକ୍ରମ ର ଅଧ୍ୟକ୍ଷ ଇଂ. ବେଲାଲ ସିଂ ଭୋଇ ଙ୍କ

ହିଣ୍ଡାଲ୍‌କୋର ହୀରାକୁଦ ସ୍ମେଲଟର୍‌ ଆଣ୍ଡ ପାୱର ଏବଂ ଆଦିତ୍ୟ ଆଲୁମିନିୟମ୍‌ ସମ୍ମାନଜନକ ପ୍ରଦୂଷଣ ନିୟନ୍ତ୍ରଣ…

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲ୍‌କୋ ଇଷ୍ଟଷ୍ଟ୍ରିଜ ଲିମିଟେଡକୁ ସଫଳତାର ସହିତ ପ୍ରଦୂଷଣ ନିୟନ୍ତ୍ରଣ, ପରିବେଶର ଯତ୍ନ ଓ ସୁରକ୍ଷା ଏବଂ ଦାୟିତ୍ୱସମ୍ପନ୍ନ ଶିଳ୍ପ କାର୍ଯ୍ୟାଭ୍ୟାସ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି), ଓଡ଼ିଶା

ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଛି
ଡବଲ ଇଞ୍ଜିନ ସରକାର: ବିଜେଡି

ଦୁଇ ବର୍ଷରେ ୨୫ଟି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣା ପରୀକ୍ଷା ବିଫଳତାର ଆଉ ଏକ ନମୂନା ସମ୍ପୂର୍ଣ୍ଣ ପରୀକ୍ଷା ସଂସ୍କାର ଦାବି କଲା ବିଜେଡି ଭୁବନେଶ୍ୱର, ୧୮/୦୯/୨୦୨୬: ଉକ୍ରଳ ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର