Sign in
Sign in
Recover your password.
A password will be e-mailed to you.
ବାସୁଦେବପୁର ଗଣେଶ ପୂଜାରେ ପୌରାଣିକ ସଂସ୍କୃତିର ଝଲକ
ମେଲୋଡି ଓ ଡିଜେକୁ ବାଦ୍ ଦେଇ ରାଧାପ୍ରେମ ଲୀଳାଠାରୁ ପାଲା, ଦାସକାଠି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ
ବେଲଗୁଣ୍ଠା, ୧୯/୯:-(ଶିବରାମ ଚୌଧୁରୀ )-ଆଧୁନିକତାର ଚାକଚକ୍ୟ ଓ ଡିଜେର କୋଳାହଳଠାରୁ ଦୂରେଇ ପୌରାଣିକ କଳା, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ଦେଇ ଗଣେଶ ପୂଜା ପାଳନ କରୁଛି!-->!-->!-->…
ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍ଆର୍ ଏମ୍ଡିଏସ୍ ଥେସିସ୍ ଗ୍ରାଂଟ
ଭୁବନେଶ୍ୱର, ସେପେ୍ଟମ୍ବର ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍ସେସ୍ (ଆଇଡିଏସ୍)ର ଦୁଇଜଣ ସ୍ନାତକୋତର ଛାତ୍ରୀ ୨୦୨୬ ପାଇଁ ଆଇସିଏମ୍ଆର୍ ଏମ୍ଡିଏସ୍ ଥେସିସ୍ ଗ୍ରାଂଟ ନିମନ୍ତେ ମନୋନୀତ ହୋଇଛନ୍ତି । ଏକାଡେମିକ୍ ଉତ୍କର୍ଷତା!-->…
ଜଙ୍ଗଲ ଜମି ପଟ୍ଟା ପାଇଁ ଆଦିବାସୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ପ୍ରଦାନ ପାଇଁ ସରକାରଙ୍କ ପ୍ରାବଧାନ ରହିଛି। ହେଲେ ଦୀର୍ଘଦିନ ଧରି ନିଜ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତର ସାନଲବା ଗ୍ରାମର ୮୫ ଆଦିବାସୀ ପରିବାର।!-->!-->!-->!-->!-->…
ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ବିରୋଧରେ ପାରଳାଖେମୁଣ୍ଡି ପୋଲିସର କାର୍ଯ୍ୟାନୁଷ୍ଠାନ,
ଦୁଇଟି ମାମଲାରେ ୧୪ ଲକ୍ଷରୁ ଅଧିକ ମୂଲ୍ୟର ବାଣ ଜବତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବିନା ବୈଧ ଲାଇସେନ୍ସରେ ବାଣ ଗଚ୍ଛିତ ରଖିବା ଓ ବିକ୍ରି କରିବା ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଇ ଦୁଇଟି ପୃଥକ ମାମଲାରେ ୧୪ ଲକ୍ଷରୁ ଅଧିକ ମୂଲ୍ୟର!-->!-->!-->!-->!-->…
“ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ” ବିଷୟକୁ ନେଇ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ତରଫରୁ "ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ" ବିଷୟକୁ ନେଇ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ!-->…
ବ୍ଲକ୍ କାର୍ଯାଳୟ ସମୁଖରେ ଭତ୍ତା ପାଇଁ ବିକ୍ଷୋଭ
ଯାଜପୁର : 19/09/26 କୋରେଇ ପଂଚାୟତ ସମିତି କାର୍ଯ୍ୟାଳୟ (ବ୍ଲକ ଅଫିସ)ସମ୍ମୁଖରେ ଜାତୀୟ ସୁରକ୍ଷା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାର ସହାୟତା ରାଶି ବ୍ୟାଙ୍କ ଏକାଉଣ୍ଟ୍ କୁ ଆସିନଥିବାରୁ ଭତ୍ତାଧାରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ତେଣୁ ବି ଡି!-->…
କୋରାଇ କଂଗ୍ରେସ୍ ର ପଂଚାୟତ ନିର୍ବାଚନ ପାଇଁ ବୈଠକ
ଯାଜପୁର : 19/09/26 କୋରେଇ ବ୍ଲକ ପାଟରଙ୍ଗା ପଂଚାୟତର ଅଶୋକଝର ଗ୍ରାମରେ କଂଗ୍ରେସ କର୍ମୀମାନଙ୍କର ଏକ ବୈଠକ ବରିଷ୍ଠ କଂଗ୍ରେସ କର୍ମୀ ଚକ୍ରଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିଲା l ଉକ୍ତ ବୈଠକରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ହରେକୃଷ୍ଣ ସାହୁ ଯୋଗଦେଇ ଆଗାମୀ!-->…
ସେମିକନ୍ ଇଣ୍ଡିଆ ୨୦୨୬ରେ ଓଡ଼ିଶାର ସ୍ୱଦେଶୀ ଚିପ୍ ଡିଜାଇନ୍ କ୍ଷମତା ପ୍ରଦର୍ଶନ କଲା NIT ରାଉରକେଲା
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ନୂଆଦିଲ୍ଲୀର ଯଶୋଭୂମିଠାରେ ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲା (NIT ରାଉରକେଲା) ଓଡ଼ିଶାର ବିକଶିତ ହେଉଥିବା ସ୍ୱଦେଶୀ ସେମିକଣ୍ଡକ୍ଟର ଓ!-->!-->!-->!-->!-->…
ଆଇନ ସଚେତନତା କାର୍ଯ୍ୟକ୍ରମ
ଜଗତସିଂହପୁର ତା ୧୯.୦୯.୨୦୨୬, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧକ୍ଷ ଶ୍ରୀ ପ୍ରଦ୍ଯୁମ୍ନ କୁମାର ନାୟକଙ୍କ ନିର୍ଦେଶ କ୍ରମେ ବିରିଡି ବ୍ଲକ ଅନ୍ତର୍ଗତ ଅଢଙ୍ଗ ମଜୁରାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦନୀୟାଲ ଲତିଫି!-->…
ଅଯୋଧ୍ୟାନଗରସ୍ଥିତ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ।
ଛାତ୍ରଛାତ୍ରୀଙ୍କ ସହ ଆଲୋଚନା, ଶିକ୍ଷା ବ୍ୟବସ୍ଥା ଓ ଆବଶ୍ୟକତାର ସମୀକ୍ଷା ।
କେନ୍ଦ୍ରାପଡ଼ା:19/09(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଆଜି କେନ୍ଦ୍ରାପଡ଼ା ସହରର ଅଯୋଧ୍ୟାନଗର ସ୍ଥିତ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର!-->!-->!-->!-->!-->…