ନବରଙ୍ଗପୁର ଠାରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର ଏବଂ ସଚେତନତା ରଥ

ନବରଙ୍ଗପୁର ତା ୨୮.୧୧.୨୦୨୫:ଅଶୋକ ସାହୁ,ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନଯାୟୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ…

ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ପଦମପୁର /ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ପି ଏମ ଶ୍ରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ,ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଙ୍କ ସଭାପତିତ୍ବରେ…

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

ଭୁବନେଶ୍ୱର, ୨୮ ନଭେମ୍ବର: ଶନିବାରୁ ଠାରୁ ଆରମ୍ଭ ହେବ ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ନଭେମ୍ବର ୨୯ ଓ ୩୦ ତାରିଖରେ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଛି ।ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌,…

ଝାରସୁଗୁଡାରେ ୫୪ଟି ବୃହତ୍‍ ଶିଳ୍ପସଂସ୍ଥା ପାଇଁ ଅନୁମୋଦନ

ଭୁବନେଶ୍ୱର, ୨୮/୧୧/୨୦୨୫ : ରାଜ୍ୟ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ୫୪ଟି ବୃହତ୍‍ ଶିଳ୍ପସଂସ୍ଥା ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି । ଏଥି ମଧ୍ୟରୁ ୧୪ଟି ବୃହତ୍‍ ଶିଳ୍ପସଂସ୍ଥା ସ୍ଥାପିତ ହୋଇ ଆଂଶିକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛନ୍ତି…

ରାଜ୍ୟରେ ରହିଛି ୫୧ଟି ନିଶା ନିବାରଣ କେନ୍ଦ୍ର

ଭୁବନେଶ୍ୱର, ୨୮/୧୧/୨୦୨୫ : ରାଜ୍ୟରେ ମୋଟ୍‍ ୫୧ଟି ନିଶା ନିବାରଣ କେନ୍ଦ୍ର ଥିବାବେଳେ ଏଥିରୁ ୧୧ଟି କେନ୍ଦ୍ରକୁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଦାନର ବିବରଣୀ ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ରାଜ୍ୟରେ ଥିବା ନିଶା ନିଶା ନିବାରଣ…

କ୍ରୀଡା ପ୍ରମାଣପତ୍ର ପାଇବା ଅପେକ୍ଷାରେ ୧୨୨ ଜଣ କ୍ରୀଡାବିତ୍‍

ଭୁବନେଶ୍ୱର, ୨୮/୧୧/୨୦୨୫ : ରାଜ୍ୟର ୧୨୨ ଜଣ ବିଭିନ୍ନ ବର୍ଗର କ୍ରୀଡାବିତ୍‍ ରାଜ୍ୟସ୍ତରୀୟ କ୍ରୀଡାବିତ୍‍ ପ୍ରମାଣପତ୍ର ପାଇବା ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ୨୨ଜଣ ଟାଏକୁଣ୍ଡ୍‍ ଖେଳାଳୀ ରହିଛନ୍ତି । କ୍ରୀଡାବିତ୍‍ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ନେଇ ବିଜେପି ବିଧାୟକ…

ନବମ ଶ୍ରେଣୀରେ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫେଲ୍‍

ଭୁବନେଶ୍ୱର, ୨୮/୧୧/୨୦୨୫ : ଚଳିତ ଶିକ୍ଷାବର୍ଷରେ ନବମଶ୍ରେଣୀ ପରୀକ୍ଷା ଦେଇଥିବା ଚାତ୍ରଛାତ୍ରୀଙ୍କ ମଧ୍ୟରୁ ସରକାରୀ ବିଦ୍ୟାଳୟରେ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫେଲ୍‍ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ନବମ ଶ୍ରେଶୀରେ ଫେଲ୍‍ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬ଶହରୁ ଅଧିକ…

ପଦ୍ମପୁର ଉପଖଣ୍ଡ ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଆୟୋଜିତ ଓଡିଶା ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩୯ ଜଣ ଲୋକ ସମ୍ପର୍କ ଅଧିକାରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ପତ୍ର ପ୍ରଦାନ କରିବା ପରେ ଆଜି ପଦମପୁର ଉପଖଣ୍ଡ ସୂଚନା ଓ ଲୋକ…

ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର,୨୭ ନଭେମ୍ବର, ୨୦୨୫:  ଆସନ୍ତା ଡିସେମ୍ବର ମାସ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌,…

ବାଲ୍ୟ ବିବାହ ବେଳେ ଚାଇଲ୍ଡ ହେଲ୍ପଲାଇନ ଓ ଶରଣକୂଳ ପୋଲିସର କାର୍ଯ୍ୟାନୁଷ୍ଠାନ

ଓଡ଼ଗାଁ,୨୭।୧୧(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସରଣକୁଳ ଥାନା ଅଞ୍ଚଳର ବରସାହି ନୂଆଗାଁ ନିକଟ ସିଙ୍ଗାରପୁର ପାହାଡ଼ ଉପରେ ଭକ୍ତିଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବାଲ୍ୟ ବିବାହ ଚାଲିଥିବା ବେଳେ ନୟାଗଡ଼ ଚାଇଲଡ ହେଲ୍ପଲାଇନ ଏବଂ ଶରଣକୂଳ ପୋଲିସ ବୁଧବାର ରାତି…