Sign in
Sign in
Recover your password.
A password will be e-mailed to you.
୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ; ୬. ୨୩ ଲକ୍ଷ ଟଙ୍କା ଆଦାୟ
ପୁରୀ,୧୩/୮ (ଅନିମେଶ ପଟ୍ଟନାୟକ): ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା,ପିପିଲି,କୋଣାର୍କ, କଣାସ ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର କୋର୍ଟରେ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା…
ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ଯାଣ ସଂଘର ୧୮ ତମ ବାର୍ଷିକୋତ୍ସବ
ପୁରୀ,୧୩/୯ (ଅନିମେଶ ପଟ୍ଟନାୟକ): ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ଯାଣ ସଂଘର ୧୮ତମ ବାର୍ଷିକୋତ୍ସବ ରିଜର୍ଭ ପୋଲିସ ଲାଇନ ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପି.ଚିଟି ରାଓ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ…
ଓଡ଼ିଶାରେ ‘ନ୍ୟୁ ଏଜ୍ ଅର୍ଥନୀତି’ର ନେତୃତ୍ୱ ନେବ ଭିସୁଟ – ଧର୍ମେନ୍ଦ୍ର ପ୍ରଧାନ
ଭିସୁଟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହ
ବୁର୍ଲା, ସେପ୍ଟେମ୍ବର ୧୩ - ଦଶନ୍ଧି ଦଶନ୍ଧି ଧରି ଭିସୁଟ ରାଜ୍ୟ ତଥା ଦେଶରେ ବୈଷୟିକ ଶିକ୍ଷାର ପ୍ରସାର କରିଆସୁଛି । ଗରିବ ଓ ସାଧାରଣ ଘରୁ ଆସି ଭିସୁଟରେ ପଢୁଥିବା ପିଲାମାନେ ଆମ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ହୋଇଛନ୍ତି…
ସମ୍ବଲପୁରରେ ‘କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆ’ର ଓଡ଼ିଶା ଶାଖାର ବାର୍ଷିକ ସମ୍ମିଳନୀ
ସୁଷମ ଖାଦ୍ୟ ସହ ସୁସ୍ଥ ଜୀବନଶୈଳୀ ଦ୍ୱାରା ହୃଦରୋଗ ନିୟନ୍ତ୍ରଣ ହୋଇପାରିବ- ଧର୍ମେନ୍ଦ୍ର ପ୍ରଧାନ
• ସମୟୋଚିତ ଚିକିତ୍ସା, ପ୍ରତିରୋଧ ଓ ସଚେତନତା ଦ୍ୱାରା ହୃଦ୍ରୋଗ କମାଯାଇପାରିବ • ପ୍ରତିଦିନ ବ୍ୟାୟାମ ଏବଂ ଯୋଗ କରିବା, ମୋବାଇଲର କମ ବ୍ୟବହାର କରିବା, ଚାପମୁକ୍ତ ହୋଇ କାମ କରିବା ସହ ବଦ…
ସରୁନି ଦାନନ ଦୁଃଖ ଦୀର୍ଘ ଗୋଟିଏ ବର୍ଷ ସ୍ୱାମୀଙ୍କ ବାଟ ଚାହିଁ ବସି ରହିଛନ୍ତି ସ୍ତ୍ରୀ
ପାଟଣାଗଡ଼, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ସହି ପାରୁନି କି କହି ପାରୁନି ଦାଦନ ଦୁଃଖ ର ଦାଦନ ଜନ୍ତ୍ରଣା ଏବେ ନବାନ୍ନ ଶେଷ ହେବା ପରେ ପୁଣି ଦାଦନ ଋତୁ ଅର୍ଥାତ ଦାଦନ ଶ୍ରମିକ ଚାଲାଣ ଋତୁ ଆରମ୍ଭ ହୋଇ ଗଲାଣି ! ସରଦାର ମାନେ ଶ୍ରମିକ ମାନଙ୍କୁ ଅଗ୍ରୀମ ଟଙ୍କା ବଏନା ଦେଇ ଶ୍ରମିକ ମାନଙ୍କୁ…
ଓଡ଼ଗାଁରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୧୮୯ ମାମଲାରୁ ୧୪୨ ଫଇସଲା,୧ଲକ୍ଷ ୫୦ ହଜାର ୬ଶହ ଅସୁଲ
ଓଡଗାଁ,୧୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଜନ୍ମେଜୟ ଦାସ, ଜୁନିଅର ସିଭିଲ ଜଜ୍ ପ୍ରେରଣାଶ୍ରୀ ଦେଓ, ଗ୍ରାମ ନ୍ୟାୟାଳୟ ନ୍ୟାୟାଧିକାରି ସୌମ୍ୟାଶ୍ରୀ…
ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କଲେ: ଅଙ୍କିକା, ଓଡ଼ଗାଁ ପାଇଁ ଗୌରବ ଆଣି ସାଉଁଟିଲେ ଶୁଭେଚ୍ଛା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ତଥା ଏନ୍ଏସି ଅନ୍ତର୍ଗତ ଛାମୁ ସାହିର ବାସିନ୍ଦା ସୁନା ଝିଅ ଅଙ୍କିକା ଚୌଧୁରୀ ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡ଼ଗାଁ ପାଇଁ ଗୌରବ ଆଣି ସାଉଣ୍ଟିଛନ୍ତି ଶୁଭେଚ୍ଛା । ମାତା ପ୍ରଭାସିନୀ ଚୌଧୁରୀ ଓ ପିତା ଦୀପକ…
ବରଗାଁ–ଡଙ୍ଗରମୁଣ୍ଡା ରାସ୍ତା ନିର୍ମାଣ ଦାବୀରେ ବିକ୍ଷୋଭ
ସଇଁତଲା, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):-ବଲାଙ୍ଗିର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ବରଗାଁ ଛକ, ଜାତୀୟ ରାଜପଥ-26 ରେ ଡୁଙ୍ଗୁରିପାଲି, କଂସର, ଘୁନସର, ଆମ୍ବପାଲି ଓ ଭଦ୍ରା ପଞ୍ଚାୟତର ଗ୍ରାମବାସୀମାନେ ଶନିବାର ବିକ୍ଷୋଭ ସମାବେଶ କରିଥିଲେ।ଗ୍ରାମବାସୀମାନେ ବରଗାଁ–ଡଙ୍ଗରମୁଣ୍ଡା ରାସ୍ତା…
ବାଲୁଗାଁ ରୋଟାରୀ କ୍ଲବ୍ ର ୧୦ମ ଅଧିଷ୍ଠାନ ଦିବସ ସମାରୋହ
ବାଲୁଗାଁ:(ସେକ କୌସର): ବାଲୁଗାଁ ରୋଟାରୀ କ୍ଲବ୍ ର ଦଶମ ଅଧିଷ୍ଠାନ ଉତ୍ସଵ ଓ ରାଷ୍ଟ୍ରନିର୍ମାତା ପୁରସ୍କାର ତଥା ସମ୍ବର୍ଦ୍ଧନା ସମାରୋହ ଆଜି ବାଲୁଗାଁ ଦିଗନ୍ତିକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅଧିଷ୍ଠାନ ସମାରୋହରେ ରୋଟାରି ଜିଲ୍ଲାର ପୂର୍ବତନ ଡ଼ିଷ୍ଟ୍ରିକ୍ଟ ଗଭର୍ଣ୍ଣର…
ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ଙ୍କ ସହ ଜିଲ୍ଲାପାଳ ଙ୍କ ଦାର୍ଶନିକ ଭାବ…
ଜଗତସିଂହପୁର, ତା ୧୩/୦୯/୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୩୪ ନମ୍ବର କକ୍ଷରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ମାନଙ୍କର ଏକ ଦାର୍ଶନିକ ଭାବ ବିନିମୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସୋନାଲ…