ପଞ୍ଚାୟତ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଲିତ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଲିତ ହୋଇଯାଇଛି।ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାର ପାଳନ ହୋଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ…

ଟିପିସିଓଡିଏଲ୍ ପକ୍ଷରୁ ନୟାଗଡ଼ରେ ୬୬ ଭାଗ୍ୟଶାଳୀ ଉପଭୋକ୍ତା ପୁରସ୍କୃତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ନୟାଗଡ଼ ଡିଭିଜନରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ ସମାରୋହରେ ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌’ ଅଧୀନରେ ୬୬ ଜଣ ଭାଗ୍ୟଶାଳୀ…

“ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ ମାତୃଭାଷାରେ ଶିକ୍ଷା ସମୟର ଆବଶ୍ୟକତା, ଓଡ଼ିଶାବାସୀଙ୍କ ସମୃଦ୍ଧି ଉପରେ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ - ଧର୍ମେନ୍ଦ୍ର ପ୍ରଧାନ   ସମ୍ବଲପୁର, ସେପ୍ଟେମ୍ବର ୧୩ – ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ…

ସାର ନେବାକୁ ଚାଷୀଙ୍କ ମଧ୍ୟରେ ଟଣାଓଟରା: ସାର ଅଭାବ ପାଇଁ ନାକରେ କାନ୍ଦୁଚି ଚାଷୀ

ଆବଶ୍ୟକ ଥିଲା ୧ହଜାର ମିଳିଲା ୨ ଶହ ବସ୍ତା,୧୫ରୁ ଉର୍ଦ୍ଧ୍ବ ସମିତିକୁ ମିଳିନାହିଁ ସାର ଓଡ଼ଗାଁ,୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଏବଂ ଏନ୍ଏସି ଅଞ୍ଚଳରେ ସାର ଅଭାବ ପାଇଁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଥିବା ବେଳେ ଏହି ବ୍ଳକରେ ୨ରୁ ୩ ଗୋଟି ସମିତିକୁ ଛାଡ଼ି…

ଶରଣକୁଳ ଏନଏସି ଘୋଷଣା ଦାବିରେ ୮ ଘଣ୍ଟିଆ ବନ୍ଦ ଡାକରା ସଫଳ

ପୂର୍ବ ସରକାରଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ, ଓଡ଼ଗାଁ,୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଲଡୁକେଶ୍ବର ମହାଦେବଙ୍କ ବିଜେ ସ୍ଥଳୀ ଶରଣକୁଳକୁ ପୂର୍ବ ସରକାରଙ୍କ ଦ୍ଵାରା ଏନଏସି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାର ଏହାକୁ ଅଣଦେଖା କରି ଏନ୍ଏସି…

ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଓଡ଼ଗାଁ,୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ୧୦ମ ଶ୍ରେଣୀର ଜଣେ ଛାତ୍ର ଶୁକ୍ରବାର ସକାଳ ୧୦ଟା ବେଳେ ସ୍କୁଲକୁ ଯିବାକୁ କହି ସ୍କୁଲ ବ୍ୟାଗ୍ ଧରି ଘରୁ ବାହାରି ଯାଇଥିଲା । ତେବେ ସ୍କୁଲ୍ ଛୁଟି ହେବା ପରେ ପୁଅ ଘରକୁ ନଫେରିବାରୁ ଶୁକ୍ରବାର…

ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକଙ୍କ 28 ତମ ଶ୍ରାଦ୍ଧ ଦିବସ

ନୟାଗଡ଼(ବିଶ୍ୱଜିତ ନାୟକ):- ପାଠାଗାର ଆନ୍ଦୋଳନର ପ୍ରମୁଖ ପୁରୋଧା ଦାଶରଥି ପଟ୍ଟନାୟକ (ଦାସିଆ ଅଜା) ଙ୍କ 28 ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବସରରେ ନୟାଗଡ଼ ରେ ଅବସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଧକ୍ଷା ନିରୁପମା ଗ୍ଖଟେଇ,…

ମହିଳା ସ୍ନାତକ ମହାବିଦ୍ୟାଳୟରେ ”ଡେଙ୍ଗୁ ସଚେତନତା” କାର୍ଯ୍ୟକ୍ରମ

https://youtu.be/awxMsuV_eGA ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ୍କ୍ରସ୍ ମିଳିତ ଆନୁକୁଲ୍ୟରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଅର୍ଥ ହେରଫେର ମାମଲାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୋଷୀ ସାବ୍ୟସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଭିନ୍ନ ପଞ୍ଚାୟତର ବିକାଶ ନିମନ୍ତେ ଆସୁଥିବା ସରକାରୀ ଅର୍ଥ ସଠିକ ଭାବେ ବିନିଯୋଗ ହୋଇ ନପାରିବାର ଖବର ସବୁବେଳେ ଶୁଣିବାକୁ ମିଳିଥାଏ। ସେହିଭଳି ଏକ ଖବର ପାଇ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ତତ୍କାଳୀନ ବିଡ଼ିଓ ନଟବର ଗରଡ଼ ତା ୦୪-୦୬-୨୦୨୦ରିଖରେ…

ଶୋଚନୀୟ ଅବସ୍ଥାରେ କଣ୍ଟାବାଞ୍ଜି ଠାରୁ କର୍ଲାବାହାଲି ରାସ୍ତା

  ବଲାଙ୍ଗୀର,ଶାସକ ପ୍ରଶାସକ (ଘନଶ୍ୟାମ ନାଗ):-ତୁରେକେଲା ବ୍ଲକର ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କର୍ଲାବାହାଲିରୁ କଣ୍ଟାବାଞ୍ଜିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଏବେ ଅତି ଶୋଚନୀୟ ହୋଇ ପଡ଼ିଛି। ଦୀର୍ଘଦିନ ଧରି ରାସ୍ତାର ମରାମତି ନ ହେବାରୁ ସମଗ୍ର ରାସ୍ତାଟି କଣ୍ଟାକୁଣ୍ଡଳୀ,…