ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବୀମାଲ ଙ୍କ ରିପୋର୍ଟ: ମାଲକାନଗିରି ତା. ୧୯.୦୧.୨୦୨୬ – ଆଜି ମାଲକାନଗିରି ଜିଲ୍ଲା ବନ ବିଭାଗ ତରଫରୁ ଜିଲ୍ଲାର ୯ଟି ଜଳଭଣ୍ଡାରରେ ୨୪ଟି ଦଳ ଗଠନ କରା ଯାଇ ପ କ୍ଷୀ ଗଣନା କା ର୍ଯ୍ୟକ୍ରମ ଆରମ୍ଭ ହୋଇଛିା ଏହି ଉପଲ କ୍ଷେ ମାଲାକନଗିରି ଜିଲ୍ଲା ସଦର ମହକୁମା ସତିଗୁଡା ଜଳଭଣ୍ଡାରରେ ପୂର୍ୱାହ୍ନ ୬ ଘଟିକା ସମୟରେ ପ କ୍ଷୀଗଣନା କା ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଏହି କା ର୍ଯ୍ୟକ୍ରମରେ ଖଣ୍ଡୀୟ ବନାଧିକାରୀ ସାଇ କିରନ୍, ସହକାରୀ ବନ ସଂର କ୍ଷକ ମନସୁନ୍ ଖେମୁଣ୍ଡୁ, ବନାଂଚଳ ଅଧିକାରୀ ରମେଶ ରାଉତ, ଏବଂ ବନପାଳ ଓ ବନର କ୍ଷୀ ମାନଙ୍କ ସହ ସମସ୍ତ ବନ କର୍ମଚାରୀ ି ଜଳଭଣ୍ଡାରରେ ନୌକା ସାହା ଯ୍ୟରେ ପରିଭ୍ରମଣ କରି ଅତି ଆଧୁନିକ ଯନ୍ତ୍ରପାତି ସହ ଗଣନା କା ର୍ଯ୍ୟ ଆରମ୍ଭ କରିଥିଲୋ ଏହି କା ର୍ଯ୍ୟକ୍ରମରେ ସତୀଗୁଡା ମଙ୍ଗଳ ବିଭାଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ବନ କର୍ମଚାରୀଙ୍କ ସହ ଜଳଭଣ୍ଡାର ପରିଭ୍ରମଣ କରି କେଉଁ ପଦ୍ଧତିରେ ପ କ୍ଷୀ ଗଣନା କରା ଯାଉଛି ତାହାର ଅନୁଭୂତି ସଂଗ୍ରହ କରିଥିଲୋ ମାଲକାନଗିରି ସତୀଗୁଡା ଜଳଭଣ୍ଡାରରେ ଗଣନା ସମୟରେ ୬୦ରୁ ଅଧିକ ପ୍ରଜାତିର ପ କ୍ଷୀ ରେକର୍ଡ କରା ଯାଇଛିା ଯେଉଁଥିରେ ସାଇବେରିଆ, ୟୁରୋପ, ସେଂଟ୍ରାଲ ଏସିଆର ପ କ୍ଷୀ ଗୁଡିକ ଦେଖିବାକୁ ମିଳିଥିଲ।। ଏଥିସହ ନଫେଡ୍ ଡଗ୍, ନର୍ଦର୍ଣ ପିଂଟେଲ, ରେଡ କେଗ୍ଧେଡ ପୋଚାର୍ଜ ଇତ୍ୟାଦି ପ୍ରଜାତିର ପ କ୍ଷୀ ଦେଖିବାକୁ ମିଳିଥିଲ।। କେଉଁ ଜାତିର କେତେ ପ କ୍ଷୀ ତାହାର ସମ୍ପୂର୍ଣ ତଥ୍ୟ ଆସନ୍ତା କାଲି ପ୍ରଦାନ କରା ଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସହକାରୀ ବନ ସଂର କ୍ଷକ ଶଅରୀମତୀ ଖେମୁଣ୍ଡୁ ସୂଚନା ଦେଇଛନ୍ତିା ପ୍ରକାଶ ଥାଉ କି, ଛାତ୍ରଛାତ୍ରୀମାନଙ୍କ ସହ ଆଜି ରବିବାର ହୋଇଥିବାରୁ ସତୀଗୁଡା ପ୍ରାକୃତିକ ପ ର୍ଯ୍ୟଟନ ସ୍ତଳୀରେ ପ ର୍ଯ୍ୟଟକଙ୍କ ଭୀଡ ସକାଳୁ ସକାଳୁ ଦେଖିବାକୁ ମିିଳିଥିଲ।। ପ ର୍ଯ୍ୟଟକ ମାନେ ବିଭାଗୀୟ କର୍ତୁପ କ୍ଷ ମାନଙ୍କୁ ପ କ୍ଷୀ ଗଣନା ସମ୍ବନ୍ଧରେ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରିଥିଲୋ ଏଥିସହ ଉପସ୍ଥିତ ଛାତ୍ରୀଛାତ୍ର ମାନେ ପ୍ରାକୃତିକ ପ ର୍ଯ୍ୟଟନ ସ୍ଥଳୀକୁ ପରିସ୍କାର ପରିଛନ୍ନ ରଖିବା, ପଲିଥିନ ବ୍ୟଭହାର ନ କରିବା, ଅନାବନା ଅଳିଆ ଆବର୍ଜନା ପ ଯର୍ଜ୍ଞ୍ୟଟନ ସ୍ଥଳୀରେ ନ ଫିଙ୍ଗିବା, ଇତ୍ୟାଦି ସମ୍ବନ୍ଧରେ ସଚେତନ କରାଇଥିଲୋ
Sign in
Sign in
Recover your password.
A password will be e-mailed to you.
Prev Post