Sign in
Sign in
Recover your password.
A password will be e-mailed to you.
ଦାଦନ ଖଟିବାକୁ ଯାଇଥିବା ନିରଞ୍ଜନ ଓ ଦୁଇ ଝିଅ ନିଖୋଜ
"ସ୍ତ୍ରୀ ଯମୁନା ଓ ୫ ବର୍ଷର ପୁଅ ସୁଜିତ୍ ଫେରିବା ବାଟକୁ ଚାହିଁ ବସିଛନ୍ତି"
ବଲାଙ୍ଗିର(ଶାସକ ପ୍ରଶାସକ):- ପଶ୍ଚିମ ଓଡ଼ିଶାର ପ୍ରଧାନ ପରବ ନୂଆଁଖାଇ ଆସିଲେ ପରିବାରର ସମସ୍ତେ ଘରକୁ ଫେରନ୍ତି। କିନ୍ତୁ ସଇଁତଳା ବ୍ଲକର ମନହୀରା ପଡ଼ାର ଯମୁନା ମନହିରା ପାଇଁ ଏହି ପରବ ହେଲା ଅସହ୍ୟ ବିୟୋଗର ଦିନ।…
ସଇଁତଲା ସମବାୟ ସମିତିରେ “ଏକ୍ସପାଏରୀ ଇଫକୋ ନାନୋ ୟୁରିଆ” ବିକ୍ରୀ- ଚିନ୍ତାରେ ଚାଷୀ
ସଇଁତଲା, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ବଲାଙ୍ଗିର ଜିଲ୍ଲାର ସଇଁତଲା ସମବାୟ ସମିତିରେ ପୁରୁଣା ଏବଂ ଏକ୍ସପାଏରି ହୋଇଥିବା "ଇଫଫକୋ ନାନୋ ୟୁରିଆ" ବିକ୍ରୀ ହେଉଥିବା ଅଭିଯୋଗ ପ୍ରକାଶ ପାଇଛି l ଏନେଇ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି ହୋଇଛି।ଚାଷୀମାନେ କହିଛନ୍ତି,…
ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତର ସଂକଳ୍ପ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଲମୁକୁନ୍ଦ କେନ୍ଦ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ 'ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତର ସଂକଳ୍ପ' ଶ୍ରୀଜଗନ୍ନାଥ ନିକେତନ(ଅନାଥ ଆଶ୍ରମ) , ରାଜସୀତାପୁର , ଗୋଷଣି ବ୍ଲକରେ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରର ଉପଦେଷ୍ଟା ଶ୍ରୀଯୁକ୍ତ ଭାଗବତ…
ମଣ୍ଡଳଦେବୀ ଗ୍ରାମ ର ବିଭିନ୍ନ ସମସ୍ୟା ର ସମୀକ୍ଷା କରିବା ସହ ଗ୍ରାମ ବାସି ର ଗୁହାରି ଶୁଣିଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମଣ୍ଡଳଦେବୀ ଗ୍ରାମ ଗ୍ରସ୍ତ କରିଥିଲେ ବିଧାୟକ ରୂପେସ ପାଣିଗ୍ରାହୀ , ପ୍ରଥମେ ଗାଁ ମୁଁହ ଠାରୁ ଗ୍ରାମବାସି ଭବ୍ୟ ସ୍ଵାଗତ ଜଣାଇଥିଲେ , ଗାଁ ମୁଁହ ରେ ଥିବା ଶିବମନ୍ଦିର ଯାଇ ପ୍ରଥମେ ମହାଦେବ ଙ୍କ ଆଶ୍ରିବାଦ…
ଅଷ୍ଟମ ରାଜ୍ଯ ମହସଭା ପାଇଁ ପ୍ରସ୍ତୁତି ବୈଠକ
ବାଲୁଗାଁ:(ସେକ କୌସର): ରବିବାର ଅଷ୍ଟମ ରାଜ୍ଯ ତୈଳିକ ବୈଶ୍ୟ ସାଧବ ସମାଜ ର ମହସଭା ନଈରୀ ରାଜ୍ଯ ରେ କରିବା ପାଇଁ ନଈରୀ ରାଜ୍ଯ ତୈଳିକ ବୈଶ୍ୟ ସାଧବ ସମାଜ ତରଫରୁ ନଈରୀ ଗ୍ରାମର ବଡସାହି ସ୍ଥିତ ଶ୍ରୀ ରାଧାମୋହନ ମନ୍ଦିର ପ୍ରଙ୍ଗଣରେ ପୁନର୍ବାର ଅପରାହ୍ନ ୧ ଘ ସମୟ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
କେନ୍ଦ୍ରାପଡ଼ାରେ ସୁସ୍ଥ ନାରୀ -ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ) ଆସନ୍ତା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସୁସ୍ଥ ନାରୀ - ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରସ୍ତୁତି କରାଯାଉଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ…
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ “ସଂସ୍କୃତ ଦିବସ ” ସମାରୋହ
https://youtu.be/-XCFKhu_RIY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ…
“ଜୀବନଧନ” ପାଇଁ ସାରସ୍ଵତ ବନ୍ଧୁମିଳନ
ବାସୁଦେବପୁର: ଅଭ୍ରକାନ୍ତା ଚାରିଟେବୁଲ ଟ୍ରଷ୍ଟ,ଭୁବନେଶ୍ୱର,ଓଡ଼ିଶା ଆନୁକୂଲ୍ୟରେ ବେତଡ଼ା ଜୀବନଧନ ସ୍ମୃତି ମନ୍ଦିରରେ ଏକ ରାଜ୍ୟସ୍ତରୀୟ ସାରସ୍ଵତ ବନ୍ଧୁ ମିଳନ,ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ସୁସାହିତ୍ୟିକ ତଥା ବରିଷ୍ଠ ଶିକ୍ଷାବିତ୍ ସୁଦର୍ଶନ ଅଗସ୍ତିଙ୍କ ସଭାପତିତ୍ବରେ ଆୟୋଜିତ…
ମରାମତି କାର୍ଯ୍ୟ ପାଇଁ ୫ଘଣ୍ଟା ବିଦ୍ୟୁତ କାଟ
ବାରିପଦା/ଦିଲ୍ଲୀପ ମହାନ୍ତି - ମରାମତି କାର୍ଯ୍ୟ ପାଇଁ ବାରିପଦା ସହରରେ ସୋମବାର ୫ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ବାରିପଦାର ୧୧କେଭି ବିଦ୍ୟୁତ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ବାରିପଦା ସହର କେତେକ ଅଞ୍ଚଳରେ ପୂର୍ବାହ୍ନ ୧୦ରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ…
ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗର ୪ଜଣ ଗିରଫ
ଜବତ ସୁନାହାର, ୨ଟି ପଲସର ବାଇକ ଓ ମୋବାଇଲ ଜବତ
ବାରିପଦା/ଦିଲ୍ଲୀପ ମହାନ୍ତି - ଗଣେଷ ପୂଜା ସମୟରେ ବାରିପଦା ସହରରେ ଛିନତାଇ କରୁଥିବା ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗର ୪ଜଣକୁ ଗିରଫ କରିବାରେ ବାରିପଦା ଟାଉନ ଥାନା ପୁଲିସ ସଫଳ ହୋଇଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳର ଦୀପକ ଦାସ…